ପ୍ରକାଶିତ 30-05-2018

ଭୁବନେଶ୍ୱର,୩୦/୫/୨୦୧୮: ମହାନଦୀ ସମସ୍ୟା ଓ ମହାନଦୀର ଜଳ ବଣ୍ଟନକୁ ନେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ରମଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଯାହା ବକ୍ତବ୍ୟ ରଖିଛନ୍ତି, ତାହା କେବଳ ବିଭ୍ରାନ୍ତିମୂଳକ ନୁହେଁ, ଭ୍ରମାତ୍ମକ, ଅଯୌକ୍ତିକ ଓ ସମ୍ବିଧାନ-ସଂଘୀୟ ବିଧିବ୍ୟବସ୍ଥାର ପରିପନ୍ଥୀ ଏବଂ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ପରିଚୟ । ସମଗ୍ର ଓଡ଼ିଶାବାସୀଙ୍କ ପ୍ରତି ଏକ ପରୋକ୍ଷ ଧମକ । ଛତିଶଗଡ଼ର ଆସନ୍ନ

ଅଧିକ ବିବରଣୀ

ପ୍ରକାଶିତ 21-05-2018

ଭୁବନେଶ୍ୱର,୨୧/୦୫/୨୦୧୮ : ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ରାଜୀବ ଗାନ୍ଧୀଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକ ଓ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ଉତ୍ସବ ରାଜୀବ ଗାନ୍ଧୀ ଛାତ୍ର ଫୋରମର ରାଜ୍ୟ ସଭାପତି ଯୁବନେତା ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ&#

ଅଧିକ ବିବରଣୀ

ପ୍ରକାଶିତ 06-05-2018

କୃଷି ରାଜ୍ୟ ଅର୍ଥନୀତିର ଚାବିକାଠି । କୃଷି ଓ କୃଷକର ବିକାଶ ନ ହେଲେ ରାଜ୍ୟର ବିକାଶ ଘଟିବା ସମ୍ଭବ ନୁହେଁ । କିନ୍ତୁ ଏଠାରେ ଚାଷୀକୁଳ ସବୁଠାରୁ ଅବହେଳିତ । ବିଶେଷ କରି ଓଡ଼ିଶାର ୮ଟି ଜିଲାରେ ବସବାସ କରୁଥିବା ୨୫ ଲକ୍ଷରୁ ଉର୍ଦ୍ଧ କୁଡୁମି ସମ୍ପ୍ରଦାୟ କୃଷି ଓ ଗୋ ପାଳନ କ୍ଷେତ୍ରରେ ନିୟୋଜିତ ଥାଇ ମଧ୍ୟ ଉପେକ୍ଷିତ । ଏହି ବର୍ଗଙ୍କ ନ୍ୟାର୍ଯ୍ୟ ଦାବି ଓ ବିକାଶ ପ୍ରତି ସରକାର ଦୀର୍ଘ ଦିନ ହେଲା ଅଣଦେଖା କରି ଚାଲ

ଅଧିକ ବିବରଣୀ

ପ୍ରକାଶିତ 28-04-2018

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ପୂଣ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ରାଜଭବନ ଛକ ଠାରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ମଧĠ

ଅଧିକ ବିବରଣୀ