ପ୍ରକାଶିତ 15-06-2018

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ଵାମା ଜିଲ୍ଲାରେ ୪୪ ଆର ଆର କ୍ୟାମ୍ପ୍‌ର ନାମ ଔରଙ୍ଗଜେବ ନାମକ ଜଣେ ଯବାନଙ୍କୁ ଅପହରଣ ପରେ ବେକ ଓ ମୁଣ୍ଡକୁ ଗୁଳି କରି ଆତଙ୍କବାଦୀମାନେ ନୃଶଂସ ହତ୍ୟା କରିଛନ୍ତି। ସେ ଇଦ୍‌ ଛୁଟି ମଂଜୁର ହେବାପରେ ଏକ କାର୍‌ ବୁକ୍‌ କରି ରାଜୌରିର ପିର୍‌ ପଞ୍ଜଲ୍‌ ଭ୍ୟାଲି ସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ରାସ୍ତାରେ ପୁଲ୍‌ଓ୍ଵାମା ଜିଲ୍ଲାର କାଲାମପୁରା ଅଞ୍ଚଳରେ ତାଙ୍କ ଗାଡ଼ିକୁ ଆତଙ୍କ&#

ଅଧିକ ବିବରଣୀ

ପ୍ରକାଶିତ 15-06-2018

ଶ୍ରୀନଗର : ଗୁରୁବାର ଦିନ ଶ୍ରୀନଗରରେ ?ରାଇଜିଂ କଶ୍ମୀର? ଖବର କାଗଜର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁଜାତ୍‌ ବୁଖାରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଲାଲଚୌକର ସିଟି ସେଣ୍ଟରରେ ଥିବା ପ୍ରେସ୍‌ ଏନକ୍ଳେଭ୍‌ର କାର୍ୟ୍ୟାଳୟରୁ ବାହାରି ଏକ ଇଫତାର ପାର୍ଟିରେ ଯୋଗଦେବା ପାଇଁ ସୁଜାତ୍‌ ଯାଉଥିବା ବେଳେ ଆତଙ୍କବାଦୀମାନ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି&

ଅଧିକ ବିବରଣୀ

ପ୍ରକାଶିତ 14-06-2018

ଡେରାଡୁନ୍‌: ସୋମବାର ସନ୍ଧ୍ୟାରେ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲା ହରିନାଗରି ଗାଁରେ ଜଣେ ୭ ବର୍ଷିୟ ବାଳକ ପରିସ୍ରା ବସିବାକୁ ପଦାକୁ ଯାଇଥିଲା ବେଳେ କଲରାପତ୍ରିଆ ବାଘ ମାରି ପକାଇବା ଯୋଗୁଁ ଉତ୍ତ୍ୟକ୍ତ ଗାଁ ଲୋକ ୮ ହେକ୍ଟର୍‌ ଜଙ୍ଗଲ ପୋଡ଼ି ପାଉଁଶ କରି ପକାଇଥିବା କଥା ପୁଲିସ କହିଛି। ତହିଁ ଆର ଦିନ ଗାଁ ଠାରୁ ୨୫୦ ମିଟର୍‌ ଦୂରରେ ତା?ର ଦରଖିଆ ଶବ ମିଳିଥିଲା।

ଅଧିକ ବିବରଣୀ

ପ୍ରକାଶିତ 14-06-2018

ଗୌହାଟି: ଉତ୍ତର-ପୂର୍ବ ସୀମାରେ ୪ଟି ରେଳ ବାତିଲ୍‌ ହେବା ପରେ ତ୍ରିପୁରା ଏବଂ ଆସାମ ବାରାକ୍‌ ଉପତ୍ୟକାର କିଛି ଅଞ୍ଚଳକୁ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆସାମର ଲୁମ୍‌ଡିଙ୍ଗ୍‌-ବଦରପୁର ପାର୍ବତ୍ୟ ଭାଗରେ ୫ଟି ସ୍ଥାନର୍‍ ଭୂସ୍ଖଳନ ଏବଂ ସୁଡ଼ଙ୍ଗରେ ଘାଇ ହୋଇଯିବା ଯୋଗୁଁ ଜଣାପଡିଛି । ବାଂଲାଦେଶ ସୀମାକୁ ଲାଗିଥିବା ବାରାକ୍‌ ଉପତ୍ୟକାରେ ସବୁ ନଈବଢ଼ି ଥିବାରୁ ଷ୍ଟେଟ୍‌ ଇନ୍‌ଲାଣ୍ଡ୍‌ ଓ୍ଵାଟର୍‌ ଟ୍ରା

ଅଧିକ ବିବରଣୀ

ପ୍ରକାଶିତ 14-06-2018

ନୂଆଦିଲ୍ଲୀ: ଉପ-ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଲାଗି ଥିବା ବିବାଦ ଏବେ ତୀବ୍ରରୂପ ନେବାରେ ଲାଗିଛି । ଏହାକୁ କେନ୍ଦ୍ର କରି ଆଜି ବିଜେପି ଓ ଆପ୍‍ ମୁହାଁମୁହିଁ ହୋଇଥିବା ଦେଖାଦେଇଛି । ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ଅଧିକାରୀମାନେ କାର୍ୟ୍ୟରେ ଯୋଗଦେଉନଥିବା ଅଭିଯୋଗ କରି ଗତ ୩ ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କ ମନ୍ତ୍ରୀମାନେ ଉପ 

ଅଧିକ ବିବରଣୀ

ପ୍ରକାଶିତ 11-06-2018

ଦିଲ୍ଲୀ : ରାମରହିମ ଏବଂ ଆସାରାମଙ୍କ ପରେ ଏବେ ଆଉ ଜଣେ ବାବାଙ୍କ ଉପରେ ଲାଗିଛି ଯୌନ ଶୋଷଣର ଆରୋପ । ଦିଲ୍ଲୀ ତଥା ପୁୁରା ଦେଶରେ ପ୍ରସିଦ୍ଧ ବାବା ଦାତି ମହାରାଜଙ୍କ ଉପରେ ଲାଗିଛି ନିଜର ସାଧ୍ୱୀଙ୍କୁ ବଳକ୍ରାର କରିିଥିବାର ଆରୋପ । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଧାରା ୩୭୬ ଏବଂ ୩୭୭ ମାମଲା ରୁଜୁ କରିବା ସହ ବାବା ଦାତି ମହାରାଜଙ୍କୁ ଖୋଜିବା ପ୍ରକ୍ରିୟା ଜାରିରଖିଛି । ଅନ୍ୟପଟେ ପିଡିତା ସାଧ୍ୱୀ ଡିସିଡବ୍ଲୁର ମĠ

ଅଧିକ ବିବରଣୀ

ପ୍ରକାଶିତ 11-06-2018

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ୱାସ୍ଥାବସ୍ଥା ଜଟିଳ ହୋଇଥିବାରୁ ତାଙ୍କୁ ଆଜି ରୁଟିନ ଚେକ୍‌ଅପ୍‌ ପାଇଁ ଦିଲ୍ଲୀ ଏମ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି । ୯୩ ବର୍ଷିୟ ବାଜପେୟୀଙ୍କର ୨୦୦୯ ମସିହାରୁ ହ୍ଵ୍ଵିଲ ଚେୟାରେ ରୁଟିନ ଚେକ୍‌ ଅପ୍‌ ତାଙ୍କ ବାସଭବନରେ କରାଯାଉଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଘରେ Ě

ଅଧିକ ବିବରଣୀ

ପ୍ରକାଶିତ 11-06-2018

ଭୁବନେଶ୍ୱର : ଏଥର ରଜରେ ରହିବ କୋହଲା ପାଗ । କିନ୍ତୁ ସବୁଆଡ଼େ ବର୍ଷା ବିତ୍ପାତ ସମ୍ଭାବନା କମ୍‍ । ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ତାରିଖ ବେଳକୁ ମୌସୁମୀ ବର୍ଷାର ପରିମାଣ ଟିକିଏ କମିଯାଇ୧୫ ଓ ୧୬ ବେଳକୁ ପାଗ ଖୁଖିଲା ରହିବା ସହ ଆକାଶ ମେଘାଚ୍ଛନ୍ନ ରହିପାରେ ବୋଲି ପୂର୍ବାନୁମାନ କରିଛି । ମୌସୁମୀ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ

ଅଧିକ ବିବରଣୀ

ପ୍ରକାଶିତ 11-06-2018

କନ୍ନୌଜର ତାଳଗ୍ରମ ନିକଟସ୍ଥ ଆଗ୍ରା ଏବଂ ଲକ୍ଷ୍ନୌକୁ ସଂଯୋଗ କରୁଥିବା ଏକ୍ସପ୍ରେସୱେରେ ଆଜି ଭୋର୍‌ ପ୍ରାୟ ୪ଟା ସମୟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଛି । ଦ୍ରୁତଗତିରେ ଆସୁଥିବା ଏକ ବସ୍‍ ଧକାରେ ୬ ଜଣ ଛାତ୍ରଛାତ୍ରୀ ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ଏବଂ ଦୁଇ ଜଣ ଗୁରୁତର ଅପସ୍ତାରେ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ୩ଟି ବସରେ ୧୦୦ ଛାତ୍ରଛାତ୍

ଅଧିକ ବିବରଣୀ

ପ୍ରକାଶିତ 09-06-2018

ମୁମ୍ବାଇ: ଆଜି ଭୋର୍‌ରେ ଦକ୍ଷିଣ ମୁମ୍ବାଇ ଫୋର୍ଟ ଅଞ୍ଚଳର କବୁତର ଖାନାରେ ଅବସ୍ଥିତ ?କୋଠାରି ମାନ୍‌ସନ୍‌? ନାମକ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଟ୍ଟାଳିକାଟି ୭ ତାଲା ବିଶିଷ୍ଟ ଓ ଦକ୍ଷିଣ ମୁମ୍ବାଇର ଜନଗହଳି ଅଞ୍ଚଳରେ ଥିବା ବେଳେ ଅଟ୍ଟାଳିକାଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ବିଏମ୍‌ସି ତାହାକୁ ବିପଜ୍ଜନକ ଘୋଷଣା କରିଥିଲା। ନିଆଁ ଲିଭାଇବାକୁ ୧୬ଟି ଦମକଳ ମୁତୟନ କରାଯାଇଛି ।

ଅଧିକ ବିବରଣୀ

ପ୍ରକାଶିତ 09-06-2018

ନୂଆଦିଲ୍ଲୀ: ଚୀନ୍‌ ଅନ୍ତର୍ଗତ କ୍ୱିନ୍ଦାଓ ଠାରେ ଅନୁଷ୍ଠିତ ହେବାକୁ ଥିବା ?ସଙ୍ଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌?ର (ଏସ୍‌ସିଓ)ର ରାଷ୍ଟ୍ର ପରିଷଦ୍‌ ମୁଖ୍ୟମାନଙ୍କ ବାର୍ଷିକ ବୈଠକରେ ଯୋଗ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ଚିନ୍‍ ଗସ୍ତ କରିଛନ୍ତି । ଶନିବାର ସକାଳ ୭ଟା ବେଳେ ଭାରତ ଛାଡ଼ି ଥିବା ଭାରତୀୟ ପ୍ରତିନିĝ

ଅଧିକ ବିବରଣୀ

ପ୍ରକାଶିତ 08-06-2018

ଭୁବନେଶ୍ୱର: ରାଜ୍ୟର ଆଗାମୀ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଦେଓଗଡ଼, ଗଞ୍ଜାମ ଓ ଗଜପତି ଏହି ୮ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଶୁକ୍ରବାର ପୂର୍ବାନୁମାନ କରିଛି। ତେଣୁ ଜିଲ୍ଲା ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା ଦିଆଜିବା ସହ ଏହି ସମୟର ମତ୍ସ୍ୟଜୀବୀମା

ଅଧିକ ବିବରଣୀ

ପ୍ରକାଶିତ 08-06-2018

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ଙ୍କ କକା ଝିଅ ଭଉଣୀ ନୁରଜହାଁ ଏବେ ପାକିସ୍ତାନରେ ନିର୍ବାଚନ ଲଢିବେ ବୋଲି ଜଣାଜାଇଛି । ଆଗାମୀ ସାଧାରଣ ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପେଶାବରରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ଲକ୍ଷ୍ୟ ରଖିଛନ୍ତି। ସେ ପାକିସ୍ତାନରେ ରହିଲେ ମଧ୍ୟ ଶାହାରୁଖ୍‌ ଖାନଙ୍କ ସହିତ ନୁରଜାହାଁଙ୍କର ସଂପର୍କ ଅତି ନିବିଡ। ମିଳିଥିବା ସୂଚନା ଅନୁଯାୟୀ ନୁରଜହାଁ ମହିଳା ସଶକ୍ତି କରଣ ପ&#

ଅଧିକ ବିବରଣୀ

ପ୍ରକାଶିତ 08-06-2018

ଭିମା କୋରେଗାଁ ଘଟଣାର କିଛିଦିନ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇ ଦେଶବିରୋଧରେ କରାଯାଉଥିବା କେତେକ ଷଡଯନ୍ତ୍ରର ଖୁଲାସା କରାଯାଇଛି । ଏକ ଚିଠିରୁ ଜଣାପଡିଛି ଯେ ଭୂତ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଭଳି ଭାବରେ ହତ୍ୟା କରାଯାଇ ଥିଲା ସେହି ଭଳି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ମାଓବାଦୀ ପାର୍ଟି ଏକ ଷଡଯନ୍ତ୍ର ରଚୁଥିଲା । ଏଭଳି ସାଙ୍ଘାତିକ ଘଟଣାଟ

ଅଧିକ ବିବରଣୀ

ପ୍ରକାଶିତ 08-06-2018

କଂଗ୍ରେସର ବରିିଷ୍ଠ ନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜି ନାଗପୁର ଠାରେ ଆରଏସଏସର ମୁଖ୍ୟ କାର୍ଯ୍ୟାଳୟକୁ ଆସିବା ପରେ ବିଜେପି ଏବଂ ଆରଏସଏସ ଖୁସିଥିବା ଜଣାପଡିିଛି । କନ୍ତୁ ଅନ୍ୟ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି ଏବଂ ସେ କହିଛନ୍ତି ଏହା କଂଗ୍ରେସର ନୈତିକତା ଉପରେ ବଡ ଧରଣର କୋଠରାଘାତ । ରାହୁଲ ଗାନ୍ଧୀ ୨୦୧୩ରୁ ସଂଘକୁ ତିବ୍ର ବିରୋଧ କରିଆସୁଛ&#

ଅଧିକ ବିବରଣୀ

ପ୍ରକାଶିତ 07-06-2018

ମୁମ୍ବାଇ: ଗତକାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭାଜପା ପକ୍ଷରୁ ମେଣ୍ଟ ନେଇ ଶିବସେନାକୁ ବିଭିନ୍ନ ପ୍ରଲୋଭନ ଦେଖା ଯାଇଥିବା ବେଳେ ଆଜି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ସ୍ପଷ୍ଟ କରିଦେଇଛନ୍ତି ଯେ ଆଗାମୀ ୨୦୧୯ ନିର୍ବାଚନରେ ଶିବସେନା କାହା ସହିତ ମେଣ୍ଟ ନ କରି ଏକୁଟିଆ ଲଢ଼ିବେ। ଏହା ବିଜେପି ପାଇଁ ବର୍ତ୍ତମାନ ଚିନ୍ତାର କାରଣ ହୋଇଛି । ସୂଚନାଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବା&#

ଅଧିକ ବିବରଣୀ

ପ୍ରକାଶିତ 07-06-2018

ନାଗପୁର : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ନାଗ୍‌ପୁରରେ ଆସି ପହଞ୍ଚିବାପରେ ଆସନ୍ତାକାଲି ସେ ଆରଏସଏସ୍‌ କାର୍ୟ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । ତେବେ ଆରଏସଏସ୍‌ କାର୍ୟ୍ୟକ୍ରମରେ ଯୋଗଦେଇ ସେ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ପ୍ରଣବ ଜଣେ ବୟୋଜ୍ୟେଷ୍ଠ କଂଗ୍ରେସ ନେତା ହୋଇଥିବାରୁ ତାଙ୍କର ଆରଏସ୍‌ଏସ୍‌ କାର୍ୟ୍ୟକ୍ରମରେ ଯୋଗଦାନକୁ ଆରଏସ୍‌ଏସ୍‌-ବିରୋଧୀ ସହ&

ଅଧିକ ବିବରଣୀ

ପ୍ରକାଶିତ 05-06-2018

ନୂଆଦିଲ୍ଲୀ: ଗୁଜରାଟର କଛ ଜିଲ୍ଲାର ମୁନ୍ଦ୍ରା ନିକଟରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟ ଏୟାର କମାଣ୍ଡର ସଞ୍ଜୟ ଚୌହାନଙ୍କର ମୃତ୍ୟୁ ଘଟିଛି। ବିମାନଟି ଜାମନଗର ଏୟାର ବେସ୍‌ରୁ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ଜାଗୁଆର ବିମାନ ଉପରୁ ପାଇଲଟ୍‌ ଏୟାର କମାଣ୍ଡର ସଞ୍ଜୟ ଚୌହାନ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବିମାନଟି ବେରଜା ଗାଁର ଗୋଚର ଜମିରେ ଖସିପଡ଼ିଥିଲ

ଅଧିକ ବିବରଣୀ

ପ୍ରକାଶିତ 02-06-2018

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଙ୍ଗାପୁର ଗସ୍ତର ଆଜି ହେଉଛି ଶେଷ ଦିନ । ପ୍ରଧାନମନ୍ତ୍ରୀ ମୋଦି ସିଙ୍ଗାପୁରର ପୁର୍ବତନ ପ୍ରଧାନମନ୍ତ୍ରୀ ଗୋହ ଚୋକ ତୋଙ୍ଗଙ୍କୁ ଭେଟିବା ପରେ ଡିଫେନ୍ସ ସେକ୍ରେଟାରି ଜେମ୍ସ ମାଟ୍ରିକଙ୍କ ସହ ସାକ୍ଷାତ କରିଛନ୍ତି । ଏହା ପରେ ଶ୍ରୀ ମୋଦି ସିଙ୍ଗାପୁରରେ ୧୮୨୭ରେ ସ୍ଥାପିତ ହୋଇଥିବା ସବୁଠାରୁ ପୁରୁଣା ହିନ୍ଦୁ ମନ୍ଦିର ମରିଆମ୍ମାନରେ ପୁଜାର୍ଚ୍ଚନା କରି ପୂଜାରୀ

ଅଧିକ ବିବରଣୀ

ପ୍ରକାଶିତ 31-05-2018

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଜୁଲାଇ ୩ ତାରିଖ ଯାଏଁ ସିବିଆଇ ଗିରଫଦାରିରୁ ରକ୍ଷା ପାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌। ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ କଳାଟଙ୍କା ଧଳା କରିବା ମାମଲାରେ ଗିରଫଦାରିରୁ ସୁରକ୍ଷା ପାଇବାକୁ ଗତକାଲି ଚିଦାମ୍ବରମ୍‌ ଦିଲ୍ଲୀ ହାଇକୋର୍ଟରେ ନିବେଦନ କରିଥିଲେ। ସ୍ପେସାଲ୍‌ ଜଜ୍‌ ଓ ପି ସଇନିଙ୍କ ପାଖରେ ବରିଷ୍ଠ କଂଗ୍ରେସ ନେତା ଆଗୁଆ ଜାମିĝ

ଅଧିକ ବିବରଣୀ

ପ୍ରକାଶିତ 31-05-2018

ଫିରୋଜପୁର: ପ୍ରେମିକାକୁ ବିବାହ ନକରି ପାରି ଜଣେ ହତାଶ ପାକିସ୍ତାନୀ ନାଗରିକ ବିଏସ୍‌ଏଫ୍‌ ଯବାନଙ୍କ ଗୁଳି ଚୋଟରେ ମରିବା ଆଶାରେ ଆନ୍ତର୍ଜାତିକ ସୀମାରେଖାକୁ ଅତିକ୍ରମ କରି ଭାରତ ପଟକୁ ଚାଲି ଆସିଛନ୍ତି । ମିଳିଥିବା ଖବର ଅନୁସାରେ, ସୋମବାର ଦିନ ମାବୋକ୍‌ ବର୍ଡର୍‌ ପୋଷ୍ଟ୍‍ ନିକଟରେ ୩୨ ବର୍ଷିୟ ମହମ୍ମଦ ଅସିଫ୍‌ ବର୍ଡର୍‌ ସିକ୍ୟୁରିଟି ଫୋର୍ସର ୧୧୮ ବାଟାଲିୟନ୍‌ ହାତରେ ଧରାପଡ଼ିଥିଲା। ପରେ ଅସିଫ୍‌ଙġ

ଅଧିକ ବିବରଣୀ

ପ୍ରକାଶିତ 30-05-2018

ବ୍ରହ୍ମଗିରି ଗଡ ରୋଡଙ୍ଗ ଠାରେ ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନରେ ସ୍ମାରକୀ ନିର୍ମାଣ ହେବ, ଗୁଜରାଟର ସର୍ଦାର ପଟେଲଙ୍କ ଓ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ସ୍ମୃତିରେ ନିର୍ମିତ ସ୍ମାରକୀ ପରି ବରୁଣେଇ ପାହାଡର ପାଦ ଦେଶରେ ସ୍ମାରକୀ ପ୍ରସ୍ତାବ, ନୂଆଦିଲ୍ଲୀ ଭୁବନେଶ୍ୱର, ୩୦ ମଇ - ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ ଓଡିଶାରେ ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍&

ଅଧିକ ବିବରଣୀ

ପ୍ରକାଶିତ 30-05-2018

ଲକ୍ଷ୍ନୌ : ୟୁପି, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ବିହାରରେ ପୁଣିଥରେ ଝଡ଼ତୋଫାନ ଯୋଗୁଁ ସମୁଦାୟ ୫୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ପ୍ରାୟ ୫ ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। । ବିହାରରେ ଝଡ଼ତୋଫାନ ଏବଂ ବଜ୍ରପାତ ହେତୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଡ଼ୋଶୀ ଝାଡ଼ଖଣ୍ଡରେ କେବଳ ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓ, କାନପୁର ଏବଂ ରା ବରେଲ

ଅଧିକ ବିବରଣୀ

ପ୍ରକାଶିତ 30-05-2018

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ୪ ଦିନ ହେବ ପ୍ରବଳ ବୃଷ୍ଟି ଯୋଗୁଁ ଦୁଇ ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ କନଡ଼ ଏବଂ ଉଦୁପିରେ ସ୍ୱାଭାବିକ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଛି। ତଳି ଅଞ୍ଚଳ ଓ ଅନେକ ସ୍ଥାନରେ ରାସ୍ତା ଜଳାର୍ଣ୍ଣବ ହୋଇ ଯାଇଥିବାରୁ ଯୋଗାଯୋଗ ଏବଂ ପରିବହନ ବ୍ୟାହତ ହୋଇଛି। ପ୍ରତିଷେଧାତ୍ମକ ପଦକ୍ଷେପ ଭାବେ ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୨ ଦିନ ପାଇଁ ବନ୍ଦ ରଖିବା

ଅଧିକ ବିବରଣୀ

ପ୍ରକାଶିତ 29-05-2018

ନୂଆଦିଲ୍ଲୀ: ଆମ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା କୁମାର ବିଶ୍ୱାସ ଆଜି ଅରୁଣ ଜେଟଲୀଙ୍କ ବିରୋଧରେ କରିଥିବା ସମସ୍ତ ଦୁର୍ନୀତି ଅଭିଯୋଗକୁ ପ୍ରତ୍ୟାହାର କରିବା ସହ ଦିଲ୍ଲୀ ହାଇକୋର୍ଟ ଜରିଆରେ ଅରୁଣ ଜେଟଲୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ସହାୟ କୁମାର ବିଶ୍ୱାସଙ୍କ ଉପରେ ଥିବା ୧୦ କୋଟି ଟଙ୍କାର ମାନହାନୀ ମାମଲାର ଅନ୍ତ ଘଟାଇଛନ୍ତି। ତେବେ ଏହି କ୍ଷ

ଅଧିକ ବିବରଣୀ

ପ୍ରକାଶିତ 28-05-2018

ଶ୍ରୀନଗର: ରବିବାର ବିଳମ୍ବିତ ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ କାକପୋରାରେ ଥିବା ସେନାବହିନୀର ୫୦ ରାଷ୍ଟ୍ରୀୟ ରାଇଫଲ୍‌ସ୍‌ କ୍ୟାମ୍ପ୍‌ରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଜଣେ ସାଧାରଣ ନାଗରିକ ଓ ଜଣେ ସୈନିକଙ୍କର ମୃତ୍ୟୁ ହୋଇଛି। ମୁସଲମାନଙ୍କ ପବିତ୍ର ରମଜାନ୍‌ ମାସ ଅବସରରେ ସରକାର ଏକତରଫା ଭାବେ ଅସ୍ତ୍ରବିରତି ଘୋଷଣା କରିବା ପରେ ଏହା ହେଉଛି କଶ୍ମୀରସ୍ଥିତ ସେ

ଅଧିକ ବିବରଣୀ

ପ୍ରକାଶିତ 26-05-2018

ନୂଆଦିଲ୍ଲୀ: ଆଜି ପାହାନ୍ତା ସମୟରେ ଜମ୍ମୁ ଓ କଶ୍ମୀରର ତାଙ୍ଗଧର ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ୨୦ ଜାଟ୍‌ ରେଜିମେଣ୍ଟ୍‌ର ସୈନିକମାନେ ଗୁଳି କରି ହତ୍ୟା କରିଛନ୍ତି। କେତେ ଜଣ ବିଶେଷ କରି ସୀମାନ୍ତରେ ପାକିସ୍ତାନ ପଟୁ ଅଘୋଷିତ ଗୁଳି କ୍ଷେପଣ କରାଯାଉଥିବାରୁ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଠାରେ ତୀବ୍ର ଦୃଷ୍ଟି ରଖିଛି। ବିଶ

ଅଧିକ ବିବରଣୀ

ପ୍ରକାଶିତ 25-05-2018

ଶ୍ରୀନଗର: ସପ୍ତାହେ ଧରି ପାକିସ୍ତାନର ଅନବରତ ଗୁଳିଗୋଳା ମାଡ଼ ଯେଗୁଁ ଜମ୍ମୁ କଶ୍ମୀରର ସୀମାବର୍ତ୍ତୀ ୫ଟି ସେକ୍ଟରର ୬୦ଟି ଗ୍ରାମ ଜନଶୂନ୍ୟ ହୋଇଯାଇଥିବା ବେଳେ ପ୍ରାୟ ୧ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତ ଲୋକ ପ୍ରଶାସନର ସୁରକ୍ଷା ଶିବିରରେ ରହିଥିବା ବେଳେ ଅନ୍ୟମାନେ ନିଜସ୍ୱ ଉଦ୍ୟମରେ ଅନ୍ୟତ୍ର ରହିଛନ୍ତି । ଜମ୍ମୁ-କଠୁଆ ସେକ୍ଟର, ଅଖନୁର 

ଅଧିକ ବିବରଣୀ

ପ୍ରକାଶିତ 24-05-2018

ଶ୍ରୀନଗର: ଜମ୍ମୁ- କଶ୍ମୀର ଉପତ୍ୟକାରେ ସୁରକ୍ଷା ବିଶେଷ କରି ସେଣ୍ଟ୍ରି ଦାୟିତ୍ୱରେ ମୁତୟନ ଥିବା ପୁଲିସ୍‌ କର୍ମଚାରୀମାନଙ୍କର ଡ୍ୟୁଟି ସମୟରେ ମୋବାଇଲ୍‌ ଫୋନ୍‌ର ବ୍ୟାପକ ବ୍ୟବହାର ଏବେ ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଣିକି ଡ୍ୟୁଟି ସମୟରେ ଉପତ୍ୟକାରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ପୁଲିସ୍‌ କର୍ମୀ ନିଜ ମୋବାଇଲ ଫୋନ୍‌ ବ୍ୟବହାର କରି ପାରିବେ ନାହିଁ ବୋଲି ଜମ୍ମୁ- କଶ୍ମୀର ପୁଲି

ଅଧିକ ବିବରଣୀ

ପ୍ରକାଶିତ 22-05-2018

କର୍ଣ୍ଣାଟକରେ ଜେଡିଏସ ଏବଂ କଂଗ୍ରେସ ମେଣ୍ଟ ସରକାର ଗଢିବାକୁ ଯାଉଥିବାରୁ ଜେଡିଏସ୍‍ ନେତା ଶ୍ରୀ କୁମାରସ୍ୱାମୀ ୨୩ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । କିନ୍ତୁ ମନ୍ତ୍ରୀମଣ୍ଡଳର ରୂପରେଖ ନେଇ ଦୁଇଦଳ ମଧ୍ୟରେ ଏପର୍ୟ୍ୟନ୍ତ ଆଲୋଚନା ଚାଲୁରହିଛି । ଏସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀ ମଲ୍ଲୀକାର୍ଜୁନ ଖଡଗେ କହିଛନ୍ତି ବାଚସ୍ପତିଙ୍କ ମେଣ୍ଡ ସରକାର ବହୁମତ ସାବ୍ୟସ୍ତ କରିବେ ।

ଅଧିକ ବିବରଣୀ

ପ୍ରକାଶିତ 22-05-2018

ଭାରତରେ ପ୍ରଥମଥର ପାଇଁ କେରଳର କୋଝିକୋଡ଼ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିପାହ ଭାଇରସ। ଏହି ଭାଇରସ ପ୍ରଭାବରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ବ୍ୟକ୍ତିଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣାପଡ଼ିଛି । ଏହି ଭାଇରସ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ କେରଳ ସରକାର କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡ଼ିବା ସହ ନ୍ୟାସନାଲ ସେଣ୍ଟର ଫର ଡ଼ିସିଜି କଣ୍ଟ୍ରୋଲର ଏକ ଟିମ୍‌ ନିପା

ଅଧିକ ବିବରଣୀ

ପ୍ରକାଶିତ 18-05-2018

ଭୁବନେଶ୍ୱର, ୧୮/୫/୨୦୧୮: ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ମହାରତ୍ନପ୍ରାପ୍ତ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଓଡ଼ିଶାର ବଲାଙ୍ଗୀର ଜିଲାର ବରଖାନୀ ଗ୍ରାମରେ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଂଟ ନିର୍ମାଣ କରିବାକୁ ଯାଉଛି ବୋଲି ବିପିସିଏଲ୍ ପକ୍ଷରୁ ଘୋଷଣା କରାଯାଇଛି । ବିପିସିଏଲ୍ର ବରିଷ୍ଠ ଅଧିକାରୀ ଶ୍ରୀ ଅତୁଲ କୁମାର, ଆଂଚଳିକ ଏଲ୍ପିଜି ମ୍ୟାନେଜର (ପୂର

ଅଧିକ ବିବରଣୀ

ପ୍ରକାଶିତ 11-05-2018

ସମସ୍ତ ପ୍ରତିବନ୍ଧକ ସତ୍ୱେ ମାନବୀୟ ସଂଘର୍ଷର ନିଜସ୍ୱ ଖବରକୁ ରୂପ ଦେବା ଲାଗି ଏସିଆ ପାଇଁ ସୁଯୋଗ ଆସିଛି : କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋର ସମସ୍ତ ପ୍ରତିବନ୍ଧକ ସତ୍ୱେ ମାନବୀୟ ସଂଘର୍ଷର ନିଜସ୍ୱ ଖବରକୁ ରୂପ ଦେବା ଏବଂ ସେମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଲାଗି ଏସିଆ ପାଇଁ ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର(ସ୍ୱାଧୀନ ଦାୟିତ୍ୱ) ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍Ğ

ଅଧିକ ବିବରଣୀ

ପ୍ରକାଶିତ 04-05-2018

ବସ୍ତୁ ଓ ସେବା କର ନେଟୱାର୍କ - ଦେଶରେ ବସ୍ତୁ ଏବଂ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର, ଟିକସଦାତା ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସହଭାଗୀ ଆଇଟି ଭିତିଭୂମି ଏବଂ ସେବା ଯୋଗାଇ ଦେବାର ଲକ୍ଷ୍ୟ ନେଇ ୨୮ ମାର୍ଚ୍ଚ, ୨୦୧୩ରେ ଭାରତ ସରକାରଙ୍କ ଦ୍ୱାରା କମ୍ପାନୀଜ ଆଇନ ୧୯୫୬ର ଧାରା ୨୫ (କମ୍ପାନୀଜ ଆଇନ, ୨୦୧୩ର ଧାରା ୮) ଅଧୀନରେ ଏକ ପ୍ରାଇଭେଟ ଲିମିଟେଡ କମ୍ପାନୀ ଭାବେ ସ୍ୱତ&#

ଅଧିକ ବିବରଣୀ

ପ୍ରକାଶିତ 30-04-2018

ଭୁବନେଶ୍ୱର: ରାଜ୍ୟରେ ଥିବା ୧୬ ବର୍ଷରୁ ୨୩ ବର୍ଷର ବୟସ ସୀମା ମଧ୍ୟରେ ଥିବା ଯୁବକ- ଯୁବତୀ ମାନଙ୍କ ସଂଖ୍ୟା ୬୦ ଲକ୍ଷ ହୋଇଥିବା ବେଳେ ଏହି ଯୁବ ଶକ୍ତିଙ୍କୁ ଦକ୍ଷତା ସମ୍ପନ୍ନ କରିବା ଦାୟିତ୍ୱ ସରକାର ଓ ସମାଜର ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ସ୍କିଲ୍ଡ ଇନ ଓଡ଼ିଶାର ସମାପନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ&

ଅଧିକ ବିବରଣୀ

ପ୍ରକାଶିତ 23-04-2018

ସମ୍ବଲପୁର, (ଓ.ଏନ୍‍.ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୀରାକୁଦ ଜଳଭଣ୍ଡାରର ଇବ୍‍ ନଦୀରେ ନିର୍ମାଣ ହୋଇଥିବା ଓଡ଼ିଶାର ଦ୍ୱିତୀୟ ଦୀର୍ଘତମ ସେତୁକୁ ପଶ୍ଚିମ ଓଡ଼ିଶାବସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ୧୧୭.୫୦କୋଟି ଟଙ୍କା ବ୍ୟୟରେ ୨.୫କିମି ଦୀର୍ଘର ଏହି ସେତୁ ଅତ୍ୟାଧୁନିକ ଇଂଜିନିୟରିଂ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହି ସେତୁ ଜନସାଧାରଣଙ୍କ ଗମନାଗମନ ସମୟ ସଂଚୟ ସହ ପଶ୍ଚିମ 

ଅଧିକ ବିବରଣୀ