ରୀତା ସାହୁଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯିବାକୁ ଶ୍ରୀ ପାଣିଗ୍ରାହୀ ଖୋଲାଖୋଲି ବିରୋଧ ବିଜୁ ବାବୁଙ୍କ ଆଦର୍ଶ ବିରୋଧରେ କାମ କରୁଥିବା ପରିବାରକୁ କାହିଁକି ପ୍ରାର୍ଥୀ କରାଗଲା ?:ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ୧୭, ୧୮, ୧୯ ତାରିଖରେ ଦିଲ୍ଲୀ ଓଡ଼ିଶା ନିବାସର ୧୦୬ ନମ୍ବର କୋଠରୀରେ ଅରୁଣ ସାହୁ, ପଣ୍ଡା ଇନ୍‌ଫ୍ରାର ମାଲିକ ପ୍ରତାପ ପଣ୍ଡାଙ୍କ ସହ କରୁଥିଲେ କଣ ? : ସମୀର ମହାନ୍ତି ରୀତା ସାହୁ ବିଜେପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ କଟକ:ବାଲିଯାତ୍ରା ନଭେମ୍ବର ୪ତାରିଖରୁ ଆରମ୍ଭ ହୋଇ ୧୦ତାରିଖରେ ଶେଷ ହେବ କଟକ: ବନ୍ଧୁକ ସଫା କରୁଥିବା ବେଳେ ଗୁଳି ଫୁଟି ଜଣେ ହାବିଲଦାରଙ୍କର ମୃତ୍ୟୁ ହୋଇଛି ବରଗଡ଼:ଜିରା ନଦୀ ଉପରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡିଲା, ୩ ଯନ୍ତ୍ରୀ ନିଲମ୍ବିତ ହେଲେ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳିର ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ କଂଗ୍ରେସ ଛାଡ଼ି ନିଜ ପରିବାରବର୍ଗ ଓ ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଲେ ବୁର୍ଲାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦ୍ୱିତୀୟ ପ୍ଲାନେଟାରିୟମକୁ ଲୋକାର୍ପିତ କଲେ ରାଜ୍ୟରେ ବୁଣାକାର ଓ ହସ୍ତଶିଳ୍ପୀ କାରୀଗରଙ୍କ ଉନ୍ନତି ନିମନ୍ତେ ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିକାଶ ପରିଷଦ ଗଠନ ହେବ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲା ବେଳେ ଠକ ଚିଟ୍‌ଫଣ୍ଡ୍‌ କମ୍ପାନିଗୁଡ଼ିକୁ ଅନୁକମ୍ପା ଦେଖାଇ ନିଜେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଥିଲେ :ବିଜେପି ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବ

ରାଜନେତାଙ୍କ ମାଧ୍ୟମରେ ହିଁ ..

image ପ୍ରକାଶିତ 15-08-2017 |ପୃଥିବୀର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ପରିଚିତ । ଭାରତର ଅନ୍ୟାନ୍ୟ ରାଜ୍ୟ ମଧ୍ୟରେ ସର୍ବପ୍ରଥମେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଶୁଭାରମ୍ଭ ଓଡ଼ିଶାରେ ହୋଇଥିଲା । ତାହା ପୁଣି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ । ଯାହାକ୍ରମେ ସମଗ୍ର ଭାରତବର୍ଷରେ କାର୍ଯ୍ୟକାରୀ କରାଗଲା । ତେଣୁ ସେହି କ୍ରମରେ ଦେଶର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସରକାରୀ ...

ଏକ ପ୍ରତିଶତ ସୁଧ ହାରରେ ଉଚ୍Ĝ..

image ପ୍ରକାଶିତ 01-09-2017 |ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ । ତେବେ ଏନେଇ ସବୁ କ୍ୟାମ୍ପସର ବାତାବରଣ ସରଗରମ ହେଲାଣି । ବିଭିନ୍ନ ଦଳର ଛାତ୍ରନେତାମାନେ ବି ନିଜ ନିଜ ଦଳର ପ୍ରାର୍ଥୀଙ୍କର ନାମ ଘୋଷଣା କରିସାରିଲେଣି । ତେବେ ଚଳିତ ବର୍ଷଠାରୁ ପରୀକ୍ଷାମୂଳକ ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ପରିଷଦ ଗଠନ ହେବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ସଫଳ ହୋଇପାରିଲା ନାହିଁ । ତେବେ ନିଜ ଛାତ୍ର ରାଜନୀତି ଏବଂ ଛାତ୍ର ସଂସଦ ରାଜନୀ&#...

ଭିଡିଓ

 
Copyright © 2017 Odisha News | 19,Madhusudan Nagar,Sachivalaya Marg,Unit-4,Bhubaneswar-751001 Editor : Samir Kumar Singh | Call : 9437881001
Design & Maintain by Versatile IT Services Pvt Ltd