ପ୍ରକାଶିତ 06-06-2018

ହିନ୍ଦୁମାନଙ୍କ ଉପାସନା ଓ କର୍ମକାଣ୍ଡରେ କଳସ ବ୍ୟବହାର କରାଯାଏ । ଏହାକୁ କୁମ୍ଭ ବା ଘଟ ମଧ୍ୟ କୁହାଯାଏ । ଏହା ବହୁବାର୍ତ୍ତା ସମ୍ବଳିତ ଏକ ସୁନ୍ଦର ପ୍ରତୀକ । କଳସ ବା ଘଟକୁ ପୂର୍ଣ୍ଣକୁମ୍ଭ ମଧ୍ୟ କୁହାଯାଏ । ଯେତେବେଳେ ସମ୍ମାନନୀୟ ଅତିଥି ଘରକୁ ଆସନ୍ତି, ଲୋକମାନେ ତାକୁ ପୂର୍ଣ୍ଣକୁମ୍ଭ ଦ୍ୱାରା ଅଭ୍ୟର୍ଥନା କରନ୍ତି । ଘରେ ଯେତେବେଳେ କୌଣସି ମାଙ୍ଗଳିକ କର୍ମ ହୁଏ, ଲୋକମାନେ ପ୍ରବେଶପଥରେ ପୂର୍ଣ୍ଣକୁମ&#

ଅଧିକ ବିବରଣୀ

ପ୍ରକାଶିତ 04-05-2018

ଓଁ ହେଲା ହିନ୍ଦୁ ଆଧ୍ୟାତ୍ମିକ ଜୀବନର ମୂଳଦୁଆ । ଓଁ ହେଲା ହିନ୍ଦୁ ଆଧ୍ୟାତ୍ମିକ ଭାବନାର ଭିତ୍ତିଭୂମି । ଓଁ କେବଳ ଏକ ଶବ୍ଦ ନୁହେଁ ଏହା ଏକ ପ୍ରତୀକ । ଏହାକୁ ପ୍ରଣବ ମଧ୍ୟ କୁହାଯାଏ । ପାତଞ୍ଜଳି ଯୋଗସୂତ୍ରରେ (ସମାଧି ପାଦ ସୂତ୍ର ୨୭) ଓଁ ର ଏକ ସୁନ୍ଦର ବର୍ଣ୍ଣନା ଅଛି : ତସ୍ୟ ବାଚକ ପ୍ରଣବଃ, ଅର୍ଥାତ୍‍ ଓଁ ଶବ୍ଦ ଭଗବାନଙ୍କୁ ପ୍ରକାଶ କରେ । ତସ୍ୟ ର ଅର୍ଥ ତାଙ୍କୁ ଅର୍ଥାତ୍‍ ଭଗବାନଙ୍କୁ । ବାଚକ ଅର୍ଥ ପ୍ରତୀକ । ପ&#

ଅଧିକ ବିବରଣୀ