ବିଜୁ ଜନତା ଦଳର ୩୧୪ଟି ଛୋଟ ଏବଂ ୩୦ଟି ବଡ଼ ପ୍ରଚାର ଗାଡ଼ି

ଜନସଚେତନତା ସୃଷ୍ଟି କରିବ

ଭୁବନେଶ୍ୱର: ବିଜୁ ଜନତା ଦଳ  ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଏଲ୍‍ଇଡି ଭିଡିଓ ଭ୍ୟାନ୍‍ ପ୍ରଚାର ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପ୍ରଚାରରେ ୩୧୪ଟି ଛୋଟ ଏବଂ ୩୦ଟି ବଡ଼ ଏଲ୍‍ଇଡି ଭ୍ୟାନ୍‍ଗୁଡିକୁ ସାମିଲ କରାଯାଇଛି । କେନ୍ଦ୍ର ଦ୍ୱାରା ଓଡ଼ିଶା କିପରି ଅବହେଳା ହେଉଛି ସେ ସଂପର୍କରେ ଏହି ଭ୍ୟାନ୍‍ଗୁଡିକ ଓଡ଼ିଶାର ପ୍ରତ୍ୟେକ ନାଗରିକମାନଙ୍କ ମଧ୍ୟରେ ଜନସେଚତନତା ସୃଷ୍ଟି କରିବ । ୩୧୪ଟି ଛୋଟ ଭ୍ୟାନ୍‍ ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତଗୁଡିକରେ ଏବଂ ୩୦ଟି ବଡ଼ ଭ୍ୟାନ୍‍ ପ୍ରତ୍ୟେକ ସହରାଞ୍ଚଳଗୁଡିକରେ ବୁଲି ଜନସଚେତନତା ସୃଷ୍ଟି କରିବେ ।

Categories
BUSINESS

RELATED BY

  • ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ

    ଭୁବନେଶ୍ୱର: ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ । ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ...
  • ୧ କୋଟି ଟଙ୍କାର କ୍ଷତି

    ଭୁବନେଶ୍ୱର:ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ...
  • ୩.୨ କୋଟି ଟଙ୍କାର କିରୋସିନ ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ଯୋଗାଇ ଦିଆଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ...
  • ୩ ମାସର ଦରମା ଦାନ କଲେ

    ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ସଂପୂର୍ଣ୍ଣ ଦରମା ପ୍ରଦାନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଆରୁଖ...
WhatsApp chat