ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଦଳର ଇସ୍ତାହାର ଉନ୍ମୋଚନ କଲେ

୦୯-୦୪-୨୦୧୯

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ଚଳିତ ନିର୍ବାଚନ ପାଇଁ ଦଳର ଇସ୍ତାହାର ଉନ୍ମୋଚନ କରିଛନ୍ତି । ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା ଉଲ୍ଲେଖ ଅଛି । “କାଳିଆ” ମିଶନ ଗଠନ ହେବ ବୋଲି ମଧ୍ୟ ସୂଚନା ଅଛି । ମହିଳାଙ୍କୁ ଶଶକ୍ତି କରଣ କରାଯିବ ପାଇଁ ଅଧିକ ଗୁରୁତ୍ଵ ଦେଇଛନ୍ତି । ବାଳିକାମାନଙ୍କୁ କେଜି ଟୁ ପିଜି ପଢ଼ିବା ପାଇଁ ଦେୟମୁକ୍ତ ଶିକ୍ଷା ଦିଆଯିବ । ସରକାର ପୁଣି ଥରେ କ୍ଷମତାକୁ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ନୂତନ ଭାବେ “ଜୁହାର” ନାମକ ଯୋଜନା ଆରମ୍ଭ ହେବ ବୋଲି ଉକ୍ତ ଇସ୍ତାହାରରେ ଉଲ୍ଲେଖ ଅଛି ।

Categories
RELIGION

RELATED BY

  • ଗିନିଜ ବିଶ୍ୱ ରେକର୍ଡସ୍ ରେ ସ୍ଥାନ ପାଇଲା

    ତିନୋଟି କ୍ଷେତ୍ରରେ ପ୍ରୟାଗରାଜ କୁମ୍ଭ ମେଳା ୨୦୧୯ ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି । ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ ଅଧୀନରେ ସବୁଠୁ ବଡ଼ ସର୍ବସାଧାରଣ ସ୍ଥାନରେ...
  • Golden Temple to Chief Minister

    Members of Gurudwara Guru Nanak Datan Sahib presenting the Replica of Golden Temple to Chief Minister Shri Naveen Patnaik at Secretariat on 19-1-2019....
  • Kumbh Mela 

    Minister, Sports and Youth Welfare, Government  of Uttar Pradesh  Shri Chetan Chauhan meets Chief Minister Naveen Patnaik For inviting him to attend Kumbh Mela-2019  at Secretariat  on 04.01.2019 ...
  • ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ

    ଭୁବନେଶ୍ୱର : ସର୍ବଭାରତୀୟ ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସହଯୋଗରେ ଥାଇଲାଣ୍ଡର ୪୦ଜଣ ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରରେ ବୌଦ୍ଧ ଭିକ୍ଷୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି । ସେମାନଙ୍କ ସାଙ୍ଗରେ ମହାରାଷ୍ଟ୍ରର ତିନିଜଣ ଯୁବତୀ ମଧ୍ୟ...
WhatsApp chat