ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଏହା ଶେଷ ଗ୍ରୁପ୍ ଫୋଟ

08-02-2019

ପଞ୍ଚଦଶ ବିଧାନସଭା ଅଧିବେସନ ଆଜି ଶେଷ ହୋଇଛି ।

ଏହି ଅବସରେ ଏକ ଗ୍ରୁପ୍ ଫୋଟ ଉତ୍ତୋଳନ କରାଯାଇଛି ।

ବାବାଚସ୍ପତି ପ୍ରଦିପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ , ମନ୍ତ୍ରୀବୃନ୍ଦ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ସବୁ ବିଧାୟକ ଉପସ୍ଥିତଥିଲେ ।

ସମସ୍ତଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଏହା ଶେଷ ଗ୍ରୁପ୍ ଫୋଟ । ଜୟ ଜଗନ୍ନାଥ ! ଜୟ ମହାକାଳ….

Categories
KNOWLEDGE

RELATED BY

  • ସପ୍ତଦଶ ନାରଦ ସମ୍ମାନ

    ଭୁବନେଶ୍ୱର: ଅଶୀରେ ଯେଉଁ କେତେଜଣ ଓଡିଆ ଯୁବ ସାମ୍ବାଦିକ ରାଜ୍ୟର ସାମ୍ବାଦିକତାକୁ ପେଶା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ପ୍ରଚେଷ୍ଠା କରି ସଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଅନ୍ୟତମ । ସେ...
  • ଆଜି ମନ ଦୁଃଖରେ ଭରି ରହିଛି : ପ୍ରଧାନମନ୍ତ୍ରୀ

     ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”  ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ  ଜଗତସିଂହପୁରର ଶହୀଦ ପ୍ରସନ୍ନ ସାହୁଙ୍କ ଅଦମ୍ୟ ସାହସ ଓ ପତ୍ନୀଙ୍କ ଧୈର୍ଯ୍ୟକୁ ସଲାମ କରୁଛି ସାରା ଦେଶ  ଶହୀଦଙ୍କ ପରିବାର ପରାକ୍ରମୀ...
  • ସରକାର ସମସ୍ତଙ୍କୁ ଆବାସ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି

    ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ   • ୨୦୧୯ ବର୍ଷ ଆମ ଗଣତନ୍ତ୍ର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ- ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛୁ ।...
  • ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼ : ପ୍ରଧାନମନ୍ତ୍ରୀ

    ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା – ୨.୦ କାର୍ଯ୍ୟକ୍ରମ ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼ ପିଲାଙ୍କୁ ଅନ୍ୟର ରେକର୍ଡ, ର‌୍ୟାଙ୍କିଙ୍ଗ୍ ସହ ତୁଳନା ନ କରିବାକୁ ପରାମର୍ଶ  ମହତ୍ୱାକାଂକ୍ଷା ଠାରୁ ଦୂରେଇ ରହିବାକୁ ଅଭିଭାବକମାନଙ୍କୁ ଆହ୍ୱାନ  ଲକ୍ଷ୍ୟ, ଆଶା,...
WhatsApp chat