ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲ୍‌ଗୁଡ଼ିକ ବନ୍ଦ ହେବାକୁ ବସିଲାଣି । ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଚନ୍ଦନ କର । ଚିରାଚରିତ ଲଭ୍, ରୋମାନ୍ସ୍ ଭଳି ସିନେମାଠାରୁ ଦୂରେଇ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଉଦ୍ୟମ କରୁଛନ୍ତି ଅଭିନେତା ଚନ୍ଦନ । କିଛିଦିନ ପୂର୍ବରୁ ଓଡ଼ିଶାର […]

Bhubaneswar: Chief Minister Shri Naveen Patnaik released the book titled,” Gajapati: A king without A Kingdom’. Written by Shri Ashok Bal, the book deals with the fascinating history of Gajapatis beginning from Suryavanshi Gajapati Kapilendra Deb. After Ganga kings, title of Gajapati was adorned by Kapilendra Deb and his successors […]

ସେଦିନ ଅନିତା ଠାରୁ ଅକସ୍ମାତ ଫୋନରେ ଏକ ମେସେଜ୍ ପାଇ ବିସ୍ମିତ ହୋଇଯାଇଥିଲେ ଅମିତ୍ । ଅନିତା ମେସେଜରେ ତାଙ୍କୁ ସେଦିନ ଅପରାହ୍ନରେ ବହୁତ ଜରୁରୀ କଥା କହିବାକୁ ଅଛି, ଆସି ଦେଖା କରିବାକୁ ଅମିତ୍‌ଙ୍କୁ ଜଣାଇଥିଲା । ଏଇ ଦୁଇ ତିନି ମାସ ହେବ ସେ ଅନିତାର ବହୁ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ । ସେ ଫୋନ କଲେ ଅନିତା ଆଦୌ ଫୋନ୍ ଗ୍ରହଣ କରୁନଥିଲା । ବାରମ୍ବାର […]

ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ । କିନ୍ତୁ କେତେକ ପ୍ରେମର ସଂପୂର୍ଣ୍ଣ ମିଳନ ହେବା ପୂର୍ବରୁ ତାହା ବିଚ୍ଛିନ୍ନ ହୋଇଯାଏ ଯାହା କେବେ ସେମାନେ କଳ୍ପନା କରିପାରିନଥିବେ । ଭଗବାନଙ୍କର ଏହା ଏକ ବିଚିତ୍ର ଲୀଳା । କିନ୍ତୁ […]

ସେଦିନ ଅପରାହ୍ନ, ବୈଶାଖ ମାସର ଝାଞ୍ଜି ପ୍ରବାହରେ ଅତ୍ୟନ୍ତ ଗୁଳୁଗୁଳି ଅନୁଭବ ହେଉଥାଏ । ଅବସନ୍ନ ହୋଇ ଶଯ୍ୟାରେ ବିଶ୍ରାମ ନେଉଥିଲେ ଶଶିକାନ୍ତ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା । ଅପରପଟୁ ଏକ ପରିଚିତ ମହିଳାଙ୍କର ମଧୁୁର କଣ୍ଠସ୍ୱର ଶୁଭିଥିଲା, ସେ ପଚାରିଥିଲା, ଆପଣ କିପରି ଅଛନ୍ତି? ଆପଣ ରହୁଥିବା ସହରରେ କରୋନା ପଜିଟିଭ୍ ବାହାରୁଛି, ପ୍ରତିଷେଧକ ଅବଲମ୍ବନ କରୁଥିବେ ଓ ବାହାରକୁ ବେଶୀ ବାହାରିବେନି । […]

ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି କେବେ ଭାବିନଥାଏ । ସେଦିନ ସୁଶାନ୍ତ ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା ଏବଂ ଅପରପଟରୁ ଏକ ଅଜଣା ଅପରିଚିତା […]

ମନୁଷ୍ୟ ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା ତାର ଜୀବନକୁ ଓଲଟପାଲଟ କରି ଦେଇଥାଏ । ମନର ସୁଖ ହରାଇସାରିବା ପରେ ପୁଣି ଏକ ସୁଖ ନେପଥ୍ୟରେ ତା’ପାଇଁ ଅପେକ୍ଷା କରିଥାଏ ତାର ଦୁଃଖପୂର୍ଣ୍ଣ ହୃଦୟକୁ ରୋମାଞ୍ଚକର ସୁଖ ପ୍ରଦାନ କରି ଏକ ନୂତନ ଜୀବନ ପଥରେ ଅଗ୍ରସର କରାଇଥାଏ । ଜୀବନରେ ହରାଇଥିବା ତାର ପ୍ରଥମ ପ୍ରେମ ତାର ଜୀବନକୁ ଦୁଃଖରେ ଜର୍ଜରିତ କରିଥିବା ବେଳେ ଅପ୍ରତ୍ୟାଶୀତ […]

ଅନ୍ତରର ଅନୁଭବ ହୃଦୟ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା ମନକୁ ମିଳନ ପାଇଁ ବିଚଳିତ କରିଥାଏ । ସେଦିନ ଶିବରାତ୍ରୀ । ଶୈବପୀଠ ସବୁ ଚଳଚଞ୍ଚଳ । ସହସ୍ରାଧିକ ଭକ୍ତ ଶିବ ମନ୍ଦିରକୁ ଶିବ ଦର୍ଶନ ପାଇଁ ଯାଉଥାନ୍ତି […]

ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି କେବେ ଭାବିନଥାଏ । ସେଦିନ ସୁଶାନ୍ତ ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା ଏବଂ ଅପରପଟରୁ ଏକ ଅଜଣା ଅପରିଚିତା […]

ଭୁବନେଶ୍ୱର: ରାମାୟଣ ହେଉଛି ଦିବ୍ୟପ୍ରେମର ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏଥିରେ ଅଛି ସଫଳ ଓ ସାର୍ଥକ ଜୀବନ ଜିଇଁବାର ସୂତ୍ର । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସକଳ ଶାଶ୍ୱତ ଗୁଣର ଆଧାର ଏବଂ ତାଙ୍କ ଆଦର୍ଶର ଚିରନ୍ତନ ପ୍ରାସଙ୍ଗିକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ରାଜଭବନରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ କବି ସଂଗମ ଆନୁକୂଲ୍ୟରେ ଆୟୋଜିତ ଶ୍ରୀରାମ କାବ୍ୟପାଠ କବି […]