ଛଳ, କପଟ, ମିଥ୍ୟା କହୁଥିବା ମନୁଷ୍ୟ କେବେହେଲେ ସତ୍‍ ମାର୍ଗରେ ଚାଲିବା ପାଇଁ ସାହସ କରିପାରନ୍ତି ନାହିଁ । ମିଥ୍ୟା ବଚନ ଦ୍ୱାରା ମନୁଷ୍ୟ ସୁଖ ସୁବିଧା ଚାହିଁଥାଏ । କପଟ କରି ଅନୁଶାସନ ଏବଂ କର୍ମରୁ ରକ୍ଷା ପାଇବା ପାଇଁ ଚାହିଁଥାଏ । ଅନ୍ୟକୁ ଠକି କେବଳ ନେବା ପାଇଁ ଚାହେଁ କିନ୍ତୁ ଦେବା ପାଇଁ ଚାହେଁ ନାହିଁ । ଅହିଂସା ଓ ପ୍ରେମରେ ରହିଥିବା ମନୁଷ୍ୟ ଦେବା […]

ଓଡ଼ିଆଙ୍କ ପ୍ରାଣ,ମୂଳ ଅଧିବାସୀ, ବିଶିଷ୍ଟ ଦାର୍ଶନୀକ, ମହାପୁରଷ ଉତ୍କଳ ଗୌରବ ଶ୍ରୀ ଶ୍ରୀ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅପ୍ରେଲ ୨୮ ତାରିଖ ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ବିଶେଷ କରି ଆଇନଜୀବିମାନେ ହିଁ ଅଧିକ ଉତ୍ସାହର ସହ ପାଳନ କରିଥିବା ନଜରକୁ ଆସିଛି । କାରଣ ଏହି ଦିନ ଆଇନଜୀବି ଦିବସ ମାନ୍ୟତା ପାଇଛି । ଶ୍ରୀ ଶ୍ରୀ ମଧୁବାବୁ ଅନ୍ୟାନ୍ୟ ଅଲୌକିକ […]

ଦେଶରେ ଏକ ସେବକ କହୁଥିବା, ଗୋଷ୍ଠି ଏହା ସହିତ ଜଡ଼ିତ ଅନେକ ସଂଘ ଏବେ ବିଭିନ୍ନ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି । କିଏ ମାଂସ ଖାଇବ, ନ ଖାଇବ , ଧର୍ମ ଅନୁଷ୍ଠାରେ ମାଇକ / ଶ୍ରବଣ ଯନ୍ତ୍ର ବାଜିବ – ନବାଜିବ , କିଏ ପୋଷାକ ପିନ୍ଧିବ ନ ପିନ୍ଧିବ ତାହାକୁ ନେଇ ଗଣ୍ଡଗୋଳ,ମାରପିଟ୍‌, ଯୁକ୍ତିତର୍କ ସହିତ ଅନେକ ବେଆଇନ କାର୍ଯ୍ୟ କରୁଛନ୍ତି । ଏମାନେ […]

ଓଡ଼ିଶା ପୋଲିସ ବିଭିନ୍ନ ଘଟଣାକୁ ନେଇ ବଦନାମ ହେଉଛି । ଆମ ଓଡ଼ିଶା ପୋଲିସରେ ମାନବିକତା, ନୈତିକତା ଏବଂ ଦକ୍ଷତାର ଘୋର ଅଭାବ ଅଛି । ଅର୍ଦ୍ଧ ଆଇନ କାନୁନ୍ ଜଣାଥିବା ଅନେକ ପୋଲିସ ଅଧିକାରୀ ଏବେ ଓଡ଼ିଶାରେ କର୍ତ୍ତବ୍ୟରତ, ଏହା ବାଲେଶ୍ୱରର ନୀଳଗିରି ଥାନାରୁ ପ୍ରମାଣିତ ହୋଇଛି । ଟଙ୍କା ଏବଂ ଅଯୋଗ୍ୟ ରାଜନେତାଙ୍କ ମଧ୍ୟରେ ରହିବାକୁ ଏମାନେ ପସନ୍ଦ କରୁଛନ୍ତି । ଜ୍ଞାନ ବାଣ୍ଟୁ ଥିବା / […]

1

ଜଣେ ସଫଳ ମନୁଷ୍ୟ ମଧ୍ୟରେ ନିଜର ଲକ୍ଷ୍ୟ, ନିଜର ବିଚାର ଲେଖିବାର ଗୁଣ ଥାଏ । ଏହି ଗୁଣ ମନକୁ ଦୃଢ଼ତା ବଢ଼ାଏ । ଯେଉଁ ମନୁଷ୍ୟ ବିଶ୍ୱସନୀୟ ହେବାର ମହତ୍ୱ ଜାଣେ ନାହିଁ ସେ ନିଜର କାର୍ଯ୍ୟକୁ ଡାଇରୀରେ ଲିଖିତ ଆକାରରେ ରଖେନାହିଁ ଏବଂ ଅନେକ କାର୍ଯ୍ୟ କରିବା ପାଇଁ ଭୁଲିଯାଏ । ଯେକୌଣସି କାର୍ଯ୍ୟକୁ ଲେଖିବାର କୌଶଳ ବହୁତ ପ୍ରଭାବଶାଳୀ, ଯାହା କାର୍ଯ୍ୟକୁ ଟାଳିବା ବା ଭୁଲିଯିବାର […]

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ନିର୍ଭୀକତା ଏବଂ ଅସ୍ଥିରତାର କିଛି ପ୍ରଭାବ ଅଛି । ଏହାକୁ ଆଦୌ ଅସ୍ୱୀକାର କରାଯାଇପାରିବ ନାହିଁ । ଏସବୁର ମାନସିକ ପ୍ରତିକ୍ରିୟା ସମ୍ବନ୍ଧରେ ମଧ୍ୟ ଅନେକ ଗବେଷଣା ହୋଇଛି । ଅସ୍ଥିରତା ଓ ଦ୍ୱିଧା ଚଲାପଥରେ ପ୍ରତିବନ୍ଧକ ଆଣେ । ଯେଉଁ କାର୍ଯ୍ୟରେ ମଣିଷ ହାତ ଦିଏ, ସେ ଅସଫଳ ହୁଏ । କିନ୍ତୁ ନିର୍ଭୀକତା ସବୁ ବାଧାକୁ ଅତିକ୍ରମ କରିପାରେ । ଯଦି ଏହି […]

1

ଆତ୍ମାର ଶତ୍ରୁ ହେଉଛି ଅଶୁଦ୍ଧ ମନ, ଯାହାକି ଅତ୍ୟଧିକ ପ୍ରତାରଣା ଏବଂ ଅନେକ ଭାବନାରେ ପରିପୂର୍ଣ୍ଣ । ନିମ୍ନ ମନର ଏକ ଅନିଷ୍ଟକାରୀ ଶକ୍ତିଶାଳୀ ଶୈତାନ୍‍ ହେଉଛି ସମସ୍ତ ଯନ୍ତ୍ରଣାର ଏବଂ ସମସ୍ତ ଭୟର ସୃଷ୍ଟିକର୍ତ୍ତା । ସମସ୍ତ ମହତ୍‍ ଆଧ୍ୟାତ୍ମିକ ସମ୍ପତ୍ତିର ଧ୍ୱଂସକର୍ତ୍ତା । ଆମର ପ୍ରକୃତ ଶତ୍ରୁ ହେଉଛି ଏହି ଅଶୁଦ୍ଧ ମନ, ଯାହାକୁ ପ୍ରତାରଣା, ତୃଷ୍ଣା, ବାସନା ଏବଂ ଆହୁରି ଅନକେ ଅଶୁଦ୍ଧତାରେ ପରିପୂର୍ଣ୍ଣ । […]

ଯଦି ସବୁ ଦୃଷ୍ଟିରୁ ଆପଣ ଜଣେ ଶକ୍ତିଶାଳୀ ବ୍ୟକ୍ତି ହେବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କ ଆବେଗକୁ ଆପଣ ନିଜ ଅକ୍ତିଆରକୁ ଆଣିବା ଆବଶ୍ୟକ । ଆପଣ ନିଜକୁ ସଂଯତ ଏବଂ ଆୟତ୍ତ କରିସାରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିବ ନାହିଁ । କାରଣ ଏଥିପାଇଁ ଆପଣଙ୍କୁ ଆପଣଙ୍କ ଚାରିପଟରେ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ, ଯାହା ସର୍ବଦା ସମ୍ଭବ ନୁହେଁ । ଏଥିପାଇଁ କୌଣସି […]

ଜଙ୍ଗଲରେ ଗୁଳ୍ମଲତାଗୁଡ଼ିକ ଅନ୍ୟ ବୃକ୍ଷକୁ ସାହାରା କରି ଉପରକୁ ଉଠନ୍ତି । ଯେଉଁ ଗଛଗୁଡ଼ିକ ଏମାନଙ୍କୁ ଆଶ୍ରାଦିଏ ଏବଂ ଯେଉଁମାନଙ୍କ ଉପରେ ନିଜ କଣ୍ଟା ବା ପାଦ ରଖି ଏମାନେ ଉପରକୁ ଉଠନ୍ତି, ସେମାନଙ୍କୁ ଏମାନେ ଆଦୌ ମୁଣ୍ଡ ଟେକିବାକୁ ସୁଯୋଗ ଦିଅନ୍ତି ନାହିଁ । ଯେଉଁ ସମୟରେ ଟିକିଏ କେହି ମୁଣ୍ଡ ଟେକେ, ସଙ୍ଗେ ସଙ୍ଗେ ତାକୁ ନିଜ ଅକ୍ତିଆରକୁ ନେଇ ଆସିବାକୁ ଅବିରତ ସୁଯୋଗ ଉଣ୍ଡି ବୁଲନ୍ତି […]

ଅନ୍ୟମାନଙ୍କୁ ଆପଣ ସମବେଦନା ଜଣାଇପାରନ୍ତି, ତାଙ୍କ ଦୁଃଖରେ ଦୁଃଖି ହୋଇପାରନ୍ତି । କିନ୍ତୁ ମନେ ରଖନ୍ତୁ, ଏସବୁ ଠିକ୍‍ ସଂକ୍ରାମକ ରୋଗ ଭଳି । ହୁଏତ ଆପଣ ଅନୁଭବ କରୁଥିବେ ଯେ ଆପଣ ଜଣେ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ପରୋକ୍ଷ ଭାବରେ ଆପଣ ଯେ ନିଜେ ଧ୍ୱଂସାଭିମୁଖୀ ହେଉଛନ୍ତି, ତାହା ଆଦୌ ଆପଣ ଜାଣିପାରନ୍ତି ନାହିଁ । ହତଭାଗ୍ୟ ବ୍ୟକ୍ତିମାନେ ନିଜ ପାଇଁ ଦୁଃଖ ତ […]