-
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୧୯୧୬ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୭୦୩ ରହିଛି । ୭୦୩ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ରହିଛନ୍ତି ।...
-
ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ବାର୍ଷିକ ସାରସ୍ୱତ ସମାଗମ ‘ଶୀତ ଉତ୍ସବ’ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ...
-
ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍ ଏବଂ ମୋଏଲ ଲିମିଟେଡର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ଦେଢ କୋଟି ଟଙ୍କାର ପ୍ରକଳ୍ପ ତଥା କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ...
-
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଦଳର କାର୍ଯ୍ୟକର୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିବା ସହ ଏହି କାର୍ଯ୍ୟକ୍ରମରେ ନିଜ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଓଡ଼ିଶା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକ ବା ସିଲୁ ସାରଙ୍କୁ ସାଧୁବାଦଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍ କି ବାତ୍’...
-
Bhubaneswar: Chief Minister Shri Naveen Patnaik Friday appreciated the efforts of Banks and districts for making coordinated efforts to improve lending to priority sectors. Reviewing the performance over credit linkages with bankers, collectors and top officers of the state government today on virtual platform, the Chief Minister said that...
-
ଭୁବନେଶ୍ୱର : ଅଢ଼େଇ ହଜାର ବର୍ଷରୁ ଅଧିକ ସମୟ ଧରି ଓଡ଼ିଶୀ ସଙ୍ଗୀତର ଦୀର୍ଘ ପରମ୍ପରା, ସମୃଦ୍ଧ ଉତ୍ତରାଧିକାରୀ, ସମ୍ପନ୍ନ ଐତିହ୍ୟ ଏବଂ ଲିଖିତ ଇତିହାସ ରହିଛି । ରାଜା ରାଜୁଡାଙ୍କ ଦରବାର ଏବଂ ସରକାରଙ୍କ ପୃଷ୍ଠପୋଷକତା ହେତୁ ଏହା ବିକଶିତ ହୋଇ ଅଭିବୃଦ୍ଧି ହାସଲ କରିଛି । ଏଥିରେ ଲିପିବଦ୍ଧ ପ୍ରମାଣ ଏବଂ କଳା-ସ୍ଥାପତ୍ୟ ଏବଂ ମୂର୍ତ୍ତିକଳାର ଚମତ୍କାରତା ଅଛି । ଏହା ଶାସ୍ତ୍ରୀୟ ଓଡିଆ ଭାଷାରେ...
-
ଭୁବନେଶ୍ୱର: ସରକାରଙ୍କ ଘୋଷଣା ଅନୁଯାୟୀ ୨୦୨୦ ଖରିଫ୍ ଚାଷରେ ଧାନ ବିକ୍ରି କରିବା ପାଇଁ ରାଜ୍ୟରେ ୧୪ ଲକ୍ଷ ୭୨ ହଜାର ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କରିଥିବା ମୋଟ୍ ଚାଷୀଙ୍କ ମଧ୍ୟରୁ ୧୦ ଲକ୍ଷ ୩୫ ହଜାର ଚାଷୀଙ୍କଠାରୁ ସରକାର ଧାନ କ୍ରୟ କରିଥିବାର ସୂଚନା ମିଳିଛି । କିନ୍ତୁ ମାର୍ଚ୍ଚ୩୧, ଧାନ କ୍ରୟ କରିବାର ସମୟସୀମା ଥିଲେ...
-
ଭୁବନେଶ୍ୱର : ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଜାତୀୟ ଆବାହକ ଶ୍ରୀ କୁନାଲ୍ ବାନାର୍ଜୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସଙ୍କ ଉପସ୍ଥିତିରେ ବିଭିନ୍ନ ଜିଲ୍ଲା ଓ ଆଞ୍ଚଳିକ ସଂଯୋଜକମାନେ ଯୋଗଦେଇ ସଂଗଠନର କାର୍ଯ୍ୟାବଳୀକୁ ସମୀକ୍ଷା କରିବା ସହିତ ଆଗାମୀ ଦିନର କାର୍ଯ୍ୟଖସଡା ପ୍ରସ୍ତୁତ କରିଥିଲେ । ସମ୍ବିଧାନର ୭୩ ତମ ଓ ୭୪ ତମ ସଂଶୋଧନ...
-
ଭୁବନେଶ୍ୱର:ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨)...