• Bijay Kumar Naik

      Shri Bijay Kumar Naik presenting cheques of Rs. 95 thousand  to Chief Minister Sri Naveen Patnaik for CMRF at Loka Seva Bhavan on 10-10-2019....
  • ସନ୍ଧ୍ୟାବତୀ ପ୍ରଧାନଙ୍କୁ ‘ଭାରତ ଚାମ୍ପିୟନ୍‌ ସମ୍ମାନ’

    ଭୁବନେଶ୍ୱର: ଶିଶୁର ଅଧିକାର ପାଇଁ ବିଶ୍ୱର ୧୨୦ଟି ଦେଶରେ କାର୍ଯ୍ୟ କରୁଥିବା ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ସାରା ପୃଥିବୀରେ ଏହାର ଶତବାର୍ଷିକୀ ପାଳନ କରୁଥିବା ଅବସରରେ ଦିଲ୍ଲୀର ହାବିଟାଟ୍‌ ସେଣ୍ଟରଠାରେ ଆୟୋଜିତ “The Right Start National Summit”ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦ଟି ରାଜ୍ୟର ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷମାନଙ୍କୁ ଶିଶୁ ଅଧିକାର ସୁରକ୍ଷା ପାଇଁ ଭାରତ ଚାମ୍ପିୟନ୍‌ ସମ୍ମାନ ପ୍ରଦାନ କରାଯାଇଛି ।...
  • ଜନ୍ମଦିନ ପାଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଭୁବନେଶ୍ୱର : ବିଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଶାବାସୀଙ୍କ ସେବା କରିଆସୁଥିବା ବିଜୁ ଜନତା ଦଳ ନିଜ ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ‘ଜୀବନ ବିନ୍ଦୁ’ ବିଶିଷ୍ଟ ଜନନାୟକ ବିଜୁ ବାବୁଙ୍କ ୯୯ତମ ଜୟନ୍ତୀ ୫ ମାର୍ଚ୍ଚ, ୨୦୧୫ ମସିହାରେ ଶୁଭାରମ୍ଭ କରିଥିଲା । ରାଜ୍ୟର ଅଗଣିତ ଛାତ୍ର, ଯୁବକ, ମହିଳା, ଶ୍ରମିକ, କୃଷକ, ସଂଖ୍ୟାଲଘୁ, ଆଇନଜୀବୀ, ବିଭିନ୍ନ ସ୍ୱେଚ୍ଛାସେବୀ...
  • ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ଏକ ନିୟମିତ ରାସ୍ତା ହୋଇପାରିନାହିଁ

    ଭୁବନେଶ୍ୱର : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ସାକ୍ଷୀଗୋପାଳ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋ ଗ୍ରାମ ଏବଂ ବକୁଳବନସ୍ଥିତ ସମାଧି ପୀଠରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବାସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।...
  • ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୋପବନ୍ଧୁଙ୍କ ଜନ୍ମଦିବସ ପାଳିତ

    ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗୋପବନ୍ଧୁ ଛକସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।...
  • ବିଦେଶ ଗସ୍ତରୁ ଫେରିଲେ

    ଭୁବନେଶ୍ୱର:ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି । ସେପ୍ଟମ୍ବର୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଡ. ପାତ୍ର ଉଗାଣ୍ଡାର ରାଜଧାନୀ କାମ୍ପାଲା ଗସ୍ତ କରିଥିଲେ । କାମ୍ପାଲାରୁ ବାଚସ୍ପତି ଡ. ପାତ୍ର ଏକ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଆଦି ଦେଶ ଯାଇଥିଲେ । ଆଜି ଡ. ପାତ୍ର...
  • ରାଜ୍ୟ ସରକାର ବୃହତ ଖଣି ଗୁଡିକୁ ନିଜ ଅଧିନରେ ରଖନ୍ତୁ

    ଭୁବନେଶ୍ୱର :ସଂପ୍ରତି ରାଜ୍ୟରେ ୨୦୨୦ ମାର୍ଚ୍ଚ ୩୧ ରିଖ ପୂର୍ବରୁ ପାଖାପାଖି ୨୦ଟି ଖଣିର ନିଲାମ ନିମନ୍ତେ ରାଜ୍ୟ ସରକାର ଖଣି ଏବଂ ଖଣିଜ ସଂପଦ ବିକାଶ ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୫୭କୁ ଆଳ କରି ବିଜ୍ଞପ୍ତି ପ୍ରକାଶ କରିବାରେ ଲାଗିଛନ୍ତି । ପ୍ରକାଶଥାଉକି ଉକ୍ତ ଲୁହାପଥର ଖଣିଗୁଡିକ ୫୦ ବର୍ଷରୁ ପ୍ରାୟ ଉର୍ଦ୍ଧ୍ଵ ହେବ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ଖଣି ମାଲିକମାନେ ଖଣିଗୁଡିକୁ ବିକଶିତ...
  • ଆଗାମୀ ୧୦୦ ବର୍ଷରେ ଓଡ଼ିଶା ପୃଥିବୀର ଏକ ଶକ୍ତିଶାଳୀ ଅଞ୍ଚଳ ହେବ- ଧର୍ମେନ୍ଦ୍ର ପ୍ରଧାନ

    କଟକ:ଓଡିଶାକୁ ବିଶ୍ୱର ଆଗୁଆ ଅଞ୍ଚଳ କରିବା ସଂଘର୍ଷର ନେତୃତ୍ୱ ‘ସମାଜ’ ନେଉ ବୋଲି ଦୈନିକ ଓଡିଆ ସମ୍ବାଦପତ୍ର ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡିଆ...
  • ଆମ୍ବୁଲାନ୍ସରୁ ତେଲ ସରିବା କାରଣରୁ ଅଧା ରାସ୍ତାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ,ଏହା କଣ ‘ମୋ ସରକାର’ର ନମୂନା ?

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗର ଖାମ ଖିଆଲି ନୀତି ଯୋଗୁଁ ରୋଗୀ ସେବା ଅନେକ ସ୍ଥାନରେ ବାଧାପ୍ରାପ୍ତ ହେଉଛି । ମେଡିକାଲରେ ଡାକ୍ତର , ଆବଶ୍ୟକୀୟ ଉପକରଣର , ଉନ୍ନତ ମାନର ଔଷଧର ଅଭାବ, ନିମ୍ନ ମାନର ଚିକିତ୍ସା ଏବଂ ଆମ୍ବୁଲାନ୍ସ ସେବାରେ ବିଭ୍ରାଟ ଯୋଗୁଁ ରାଜ୍ୟରେ ଅନେକ ରୋଗୀଙ୍କ ଜୀବନ ଯାଉଛି । ବାଙ୍ଗିରୀପୋଷି ବ୍ଲକର...
Newsroll