• NARENDRA MODI-10-07-2020

    ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସୌର ଶକ୍ତି କେବଳ ଆଜି ନୁହେଁ ବରଂ ଏକବିଂଶ ଶତାବ୍ଦୀରେ ଉର୍ଜା ଆବଶ୍ୟକତାର ଗୋଟିଏ ବଡ ମାଧ୍ୟମ ହେବ । କାରଣ ସୌର ଉର୍ଜା ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସି ଜରିଆରେ ମଧ୍ୟପ୍ରଦେଶରେ ୭୫୦ ମେଗାୱାଟ ବିଶିଷ୍ଟ ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ(ଆରୟୁଏମଏସଏଲ) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁଭଳି...
  • ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଆଜି ମଧ୍ୟ ପ୍ରାସଙ୍ଗିକ : ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣରେ ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ବାଲେଶ୍ଵର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା । ଡା. ମହତାବଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଏକ ଜାତୀୟ ଆବଶ୍ୟକତାର ପ୍ରଥମ କାମ ଓଡ଼ିଶାରେ କରାଯାଇଥିଲା । ତାଙ୍କର ବିଚାରଧାରା ଓ ପରମ୍ପରା ଆଜି ମଧ୍ୟ ବହୁତ ପ୍ରାସଙ୍ଗିକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ପକ୍ଷରୁ...
  • ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ବୃଦ୍ଧି ଦେଶର ଗରିବ ମାଆ ଓ ଭଉଣୀଙ୍କୁ ଲାଭ ଦେବ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ବୁଧବାର ଦିନ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନିଷ୍ପତି ଦେଶର ଗରିବ ମାଆ ଓ ଭଉଣୀମାନଙ୍କୁ ଲାଭ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା...
  • ଗଣମାଧ୍ୟମକୁ ହାତକରି ନିଜକୁ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଅଭିହିତ କରୁଥିବା ନବୀନ ପଟ୍ଟନାୟକ ବାସ୍ତବରେ ଏକ ଗରୀବ ରାଜ୍ୟର ଦୁର୍ବଳ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ରାଜ୍ୟ ସରକାର କରୋନା ମହାମାରୀ ଆଳରେ ଦୁଇବର୍ଷ ପାଇଁ ଆର୍ଥିକ କଟକଣା ଲଗାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟବନ୍ଦ କରିବା ସହ ନିଯୁକ୍ତି ବନ୍ଦ କରିବାପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହା ରାଜ୍ୟର ଛାତ୍ର, ଯୁବ ସମାଜ ଓ ବିଶେଷକରି ବେକାର ଯୁବକଯୁବତୀଙ୍କୁ ହତାସ କରିଛି ବୋଲି ଭୁବନେଶ୍ୱର ମଧ୍ୟମ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ  ରାଜୀବ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନିନରେ କ୍ଷୋଭ ପ୍ରକାଶ...
  • ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଲେ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରଥଯାତ୍ରା ତଥା ଆନୁଷଙ୍ଗିକ ନୀତିଗୁଡ଼ିକ ନିମନ୍ତେ ପୂର୍ଣ୍ଣ ସହଯୋଗ ପାଇଁ ସେବାୟତ, ପ୍ରଶାସନ ଓ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ଫେରିଛନ୍ତି । ରଥଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସଂପନ୍ନ ହୋଇଛି । ସବୁ ସେହି ଲୀଳାମୟଙ୍କ ଇଚ୍ଛା ।...
  • DHARMENDRA PRADHAN-04-07-2020

    ସବକା ସାଥ୍‌, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ମୂଳମନ୍ତ୍ର କରି ସମସ୍ତଙ୍କ ବିକାଶ ମୋଦି ସରକାରର ପ୍ରାଥମିକତା

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ରାସ୍ତାଘାଟ, ରେଳ, ବିମାନ ସେବା ଓ ଶିଳ୍ପ କ୍ଷେତ୍ରରେ କେବଳ ସାମୂହିକ ବିକାଶ କରିବା ନୁହେଁ ବରଂ ପ୍ରତ୍ୟକ୍ଷ ଘର ଏବଂ ବ୍ୟକ୍ତି ପିଛା କଲ୍ୟାଣକାରୀ ଯୋଜନା କରି ନୂଆ ଉଦାହରଣ ତିଆରି କରିପାରିଛନ୍ତି ବୋଲି ରାଜ୍ୟସ୍ତରୀୟ ଅନୁସୂଚିତ ଜାତି ଜନସମ୍ବାଦ ଭର୍ଚୁଆଲ ରାଲିରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୋଦି ସରକାରଙ୍କ ଦ୍ୱିତୀୟ...
  • ଚଳିତବର୍ଷ ଶେଷ ସୁଦ୍ଧା କୋଟାରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ଭୁବନେଶ୍ୱର:  ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ମିଳିତ ଭାବେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଚଳିତବର୍ଷ ଡିସେମ୍ବର ସୁଦ୍ଧା କୋଟାରେ ଆରଏସଜିଲ ତଥା ଆରଏସପିସିଏଲ ଏବଂ ଗେଲ୍ ଗ୍ୟାସର ମିଳିତ ଉଦ୍ୟମରେ ୧୦ ହଜାର ଘରକୁ ନୂଆ ପିଏନଜି...
  • ୩ ଜୁଲାଇ ଦେଶବ୍ୟାପି ପ୍ରତିବାଦ

    ଭୁବନେଶ୍ଵର:କେନ୍ଦ୍ରରେ ମୋଦୀ ସରକାର, ଉତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ଓଡ଼ିଶା ରାଜ୍ୟ ସରକାରଙ୍କର ଅପରିଣାମ ଦର୍ଶିତା ନୀତି ବିରୋଧିରେ ଆଗାମୀ ୩ ଜୁଲାଇ ତାରିଖରେ ଦେଶର ସମସ୍ତ କେନ୍ଦ୍ରୀୟ ସଂଗଠନ ତରଫରୁ ଦେଶବ୍ୟାପି ଜୁଲାଇ-୩ ପ୍ରତିବାଦ ଦିବସ ପାଳନ କରିବା ପାଇଁ ନିଷ୍ପତି କରାଯାଇଛି । ସାରା ଦେଶ କୋଭିଡ଼-୧୯ କବଳରେ ଥିବାବେଳେ ତରବରିଆ ଭାବେ କୌଣସି ଯୋଜନା ବା ପ୍ରସ୍ତୁତି ବିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ...
  • NARENDRA MODI_30_06_2020

    ମଙ୍ଗଳବାର ଦିନ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ,ମଙ୍ଗଳବାର ମୋର ପ୍ରିୟ ଦେଶବାସୀ, ନମସ୍କାର! କରୋନା ବୈଶ୍ୱିକ ମହାମାରୀ ବିରୋଧରେ ମୁକାବିଲା କରି ଏବେ ଆମେ ଅନଲକ-୨ରେ ପ୍ରବେଶ କରୁଛୁ । ଆମେ ସେ ଋତୁରେ ମଧ୍ୟ ପ୍ରବେଶ କରୁଛୁ ଯେତେବେଳେ ଥଣ୍ଡା-ସର୍ଦ୍ଦି, କାଶ-ଜ୍ୱର ଏ ସବୁ କେତେ କ’ଣ ହୋଇଥାଏ, ଏସବୁର ମାତ୍ରା ବଢ଼ିଯାଇଥାଏ । ଏପରି ସ୍ଥିତିରେ ମୁଁ ଆପଣମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ପ୍ରାର୍ଥନା କରୁଛି ଯେ ଆପଣ ନିଜର ଯତ୍ନ ନିଅନ୍ତୁ ।...
EDITOR
OFFICE