• ୫ଟି ଏୟାରପୋର୍ଟ ପାଇଁ ଦାବି

    ଭୁବନେଶ୍ୱର : କେନ୍ଦ୍ର ସରକାର ଆଞ୍ଚଳିକ ଯୋଗାଯୋଗକୁ ବ୍ୟାପକ ଓ ବିକଶିତ କରିବା ସହ ସମସ୍ତଙ୍କ ପାଇଁ ଆକାଶପଥକୁ ସୁଗମ ଓ ଏହା ମାଧ୍ୟମ ରେ ଅର୍ଥନୈତିକ ବିକାଶ କୁ ସୁନିଶ୍ଚିତ କରିବାକୁ ଉଡାଣ ଯୋଜନାରେ ଦେଶରେ ୧୦୦ ଟି ଏୟାରଷ୍ଟ୍ରିପକୁ ବିକଶିତ କରିବାକୁ ଯୋଜନା କରିଛନ୍ତି । ଓଡିଶାରେ ମଧ୍ୟ ତିନୋଟି ଏୟାର ଷ୍ଟ୍ରିପ ଏହି ଯୋଜନାରେ ଅଛି ହେଲେ ଆଉ ପାଞ୍ଚୋଟି ଏୟାରଷ୍ଟ୍ରିପ ରଙ୍ଗେଈଲୁଣ୍ଡା,କୋଣାର୍କ, କଳିଙ୍ଗନଗର,...
  • ମକାରୁ ଇଥାନଲ ପ୍ରସ୍ତୁତ କରାଗଲେ ନବରଙ୍ଗପୁର ଏବଂ ମାଲକାନଗିରିରେ କଳକାରଖାନା ପ୍ରତିଷ୍ଠା ହେବ

    ନୂଆଦିଲ୍ଲୀ/ଭୁବନେଶ୍ୱର :  ଆଗାମୀ ଦିନରେ ରାଜ୍ୟର ଯୁବପିଢିଙ୍କ ମଧ୍ୟରେ ଚାଷ କାର୍ଯ୍ୟ ପ୍ରତି ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଓଡ଼ିଆ ସମାଜ ପରି ସାମାଜିକ ସଂଗଠନ ଦାୟିତ୍ୱ ନେବା ଦରକାର ବୋଲି ଶୁକ୍ରବାର ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ “ଓଡ଼ିଶାର କୃଷି ଓ ଆତ୍ମନିର୍ଭରତା” ଶୀର୍ଷକ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ୮୦ଲକ୍ଷ ଘର ତଥା ପରିବାର ଚାଷ...
  • ASHIT TRIPATHY_CS_IAS_ODISHA_30_06_2020

    ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କଲେ ଲୋକାୟୁକ୍ତ ,୨୩ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ

    ଭୁବନେଶ୍ୱର : ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ସମେତ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ଯନ୍ତ୍ରପାତି କିଣାରେ ଓଡିଶା ମେଡିକାଲ କର୍ପୋରେସନର ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଶ୍ରୀ ସୁଦର୍ଶନ ଦାସ ଲୋକାୟୁକ୍ତରେ ଯେଉଁ ପିଟିସନ ଦାଖଲ କରିଥିଲେ ତା’ର ବୁଧବାର ଦିନ ଶୁଣାଣି ହୋଇଥିଲା । ଏହି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ମେଡିକାଲ କର୍ପୋରେସନର ଏମ୍‌.ଡି. ଶ୍ରୀମତୀ...
  • ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର: ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ତାଙ୍କ ପରିବାର ସଦସ୍ୟ କରୋନା ସଂକ୍ରମିତ ଖବର ଶୁଣିବା ପରେ ରାଜ୍ୟପାଳଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ରାଜ୍ୟପାଳ ଏବଂ ପରିବାର ବର୍ଗଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟପାଳ ପ୍ରଫେସର ଗଣେଶୀ...
  • ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ବଡ ପଦକ୍ଷେପ

    ନୂଆଦିଲ୍ଲୀ/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି...
  • ଏସାର- ଗୁରୁକୁଳର ଭାରତ କାର୍ଯ୍ୟାଳୟ ଉଦଘାଟିତ

    ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର : ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ ସଭା ର ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ମତ ପ୍ରକାଶ କରିଛନ୍ତି । ଏହି ଗୁଣାତ୍ମକ ଏବଂ ଗୌରବାନ୍ବିତ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର ସାମ୍ପ୍ରତିକ ଯୁଗରେ ଖୁବ ପ୍ରାସଙ୍ଗିକ ଓ ବାସ୍ତବିକ ବୋଧ ହେଉଥିବା ଡ଼.ପାତ୍ର ସୁଚାଇଛନ୍ତି । ଭୁବନେଶ୍ୱରର...
  • Expert ମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ମଙ୍ଗଳବାର ଦିନ ରାଜ୍ୟବାସୀଙ୍କ ମଙ୍ଗଳ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କହିଛନ୍ତି ପଢ଼ନ୍ତୁ । ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନକୁ ସମସ୍ତଙ୍କୁ ନମସ୍କାର ଏବଂ ପୂଜା ପାଇଁ ଅଭିନଦନ । ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ହେଉଛି । ବିଶେଷକରି ଆମର...
  • ଗ୍ରାମୀଣ ଅର୍ଥନୀତିକୁ ସଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ଦିଆଯାଉ : ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଇସ୍ପାତ୍ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଆତ୍ମନିର୍ଭର ଭାରତ: ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରରେ ବୃଦ୍ଧି’ରେ ଯୋଗଦେଇ ଗ୍ରାମୀଣ ବିକାଶରେ ଭାରତୀୟ ଇସ୍ପାତ୍ କ୍ଷେତ୍ରର ଭୂମିକା ଏବଂ ଗ୍ରାମୀଣ ଅର୍ଥନୀତିକୁ ସଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି । ନିକଟରେ ଭାରତ...
  • ଛତିଶଗଡ କାର୍ଯ୍ୟକାରିଣୀ ବୈଠକ,ବିଜେପି ସର୍ବଦା ଜନଜାତିଙ୍କ ବିକାଶ ପାଇଁ ସମର୍ପିତ : ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର: ବିଜେପି କ୍ଷମତାରେ ରହୁ କିମ୍ବା ବିରୋଧୀ ଦଳ ଭୂମିକାରେ ସର୍ବଦା ଗରିବ, ବଞ୍ଚିତ ଏବଂ ଜନଜାତିଙ୍କ ବିକାଶ ପାଇଁ ସମର୍ପିତ ରହିବ ବୋଲି ସୋମବାର ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛତିଶଗଡ କାର୍ଯ୍ୟକାରିଣୀ ବୈଠକରେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଆହ୍ୱାନକୁ ସଠିକ୍ ଭାବରେ କ୍ରିୟାନ୍ୱୟନ କରିବା ପାଇଁ ଦାୟିତ୍ୱ ନେବାକୁ କାର୍ଯ୍ୟକର୍ତା ମାନଙ୍କୁ...