-
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଅକ୍ଟୋବର ୧୬ ତାରିଖରେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଜୁ ଜନତା ଦଳର ‘ଜୀବନ ବିନ୍ଦୁ’ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ବିକାଶ ଓ ସ୍ୱାଭିମାନ ପାଇଁ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଶୀର୍ଷକ ପାଲଟିଛନ୍ତି । ଜନସାଧାରଣଙ୍କ ଅକୁଣ୍ଠିତ ସଦିଚ୍ଛା...
-
ଭୁବନେଶ୍ୱର: ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ସଂଗ୍ରାମୀ ଇତିହାସ ଛାତ୍ରସମାଜ ଓ ଯୁବସମାଜ ପାଇଁ ଆଦର୍ଶ ହେଉ ବୋଲି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି । ଆଜି ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୧୭ତମ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ...
-
ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ସେବାକାର୍ଯ୍ୟ, ଦୀନଦରିଦ୍ର, ଦୁଃଖୀରଙ୍କୀଙ୍କ ପାଇଁ ତାଙ୍କ ଜୀବନ ଓ ପରିବାରକୁ ବାଜି ଲଗାଇ ଦେଇଥିଲେ । ଓଡ଼ିଶାର ସ୍ୱାର୍ଥ ପାଇଁ, ଓଡ଼ିଆ ଭାଷା, ଓଡ଼ିଶା ପ୍ରଦେଶ ଗଠନ,ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁତଳନୀୟ ଥିଲା । ଗୋପବନ୍ଧୁଙ୍କ ପ୍ରଦର୍ଶିତ ସେବା, ତ୍ୟାଗ ଓ ଆଦର୍ଶର ଚଲାପଥରେ ଚାଲିବାକୁ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜିର...
-
ବର୍ତମାନର ଧାଁ ଦଉଡ଼ ପୂର୍ଣ୍ଣ ଜୀବନର ଜଟିଳତା ଯୋଗୁଁ ଆମ ମନ ଉଦବେଗ୍ ଓ ଦୁଶ୍ଚିନ୍ତାରେ ଭରି ରହୁଛି । ଏହା ଆମ ମାନସିକ ଶାନ୍ତି ଓ ସୁଖରେ ବ୍ୟାଘାତ ସାଜୁଛି । ଆମେ କ’ଣ ଅଟୁ ଓ କ’ଣ ହେବାକୁ ଚାହୁଁଛୁ, ଆମେ କିଏ ଏବଂ ଅନ୍ୟମାନେ କ’ଣ ଆମଠୁଁ ଚାହାଁନ୍ତି, ଆମର ସ୍ୱପ୍ନ ଓ ତିକ୍ତ ବାସ୍ତବତା ଭିତରେ ଆମେ ବାଣ୍ଟି ହୋଇ ଯାଉଛୁ ।...
-
ଓଡ଼ିଆ ଫିଲ୍ମର ହାସ୍ୟ ଅଭିନେତା ଗୁଡୁଙ୍କ ଜନ୍ମ ଦିନ ଆଜି ଝାରପଡ଼ା ଜେଲ ପାଖରେ ଥିବା ମଧୁରମୟୀ ଶିକ୍ଷା କେନ୍ଦ୍ରରେ ପାଳିତ ହୋଇଛି । ଶ୍ରୀମାନ ଗୁଡୁ ଛୋଟଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ ସହିତ ଉପହାର ପ୍ରଦାନ କରିଥିଲେ । ଓଡ଼ିଶା ନ୍ୟୁଜ୍ ତାଙ୍କୁ ଶୁଭକାମନା ଜଣାଉଛି ।...
-
ଭୁବନେଶ୍ୱର: ଏକ ବଳିଷ୍ଠ ନାରୀ ନେତୃତ୍ୱ ଓ ନାରୀ ଜାଗରଣର ମହାନାୟିକା ତଥା ଲୌହ ମାନବୀ ଦେଶ ମାତୃକା ଓ ରାଜ୍ୟ ପାଇଁ ଉତ୍ସର୍ଗୀକୃତ ସଂଗ୍ରାମ କରିଥିବା ବିଶିଷ୍ଟ ସାହିତ୍ୟ ସାଧିକା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଯୋଜନା କମିଶନ ଅଧ୍ୟକ୍ଷା ଲୌହ ମାନବୀ ସ୍ୱର୍ଗତା ନନ୍ଦିନୀ ଶତପଥିଙ୍କ ୧୩ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ‘ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ’...
-
ଭୁବନେଶ୍ୱର: ପ୍ରସିଦ୍ଧ ଅହମୀୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରସ୍ଥ ବାସଗୃହ ଓ ସାଧନାଗୃହର ପୁନରୁଦ୍ଧାର ପାଇଁ ଆସାମରେ କାର୍ଯ୍ୟରତ ବେଜବରୁଆ ସ୍ମୃତି-କମିଟିର ତିନି ଜଣ ସଦସ୍ୟ ଆଜି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ତାଙ୍କର ବିଧାନସଭା କକ୍ଷରେ ସୌଜନ୍ୟମୂଳକ ସାକ୍ଷାତ କରି ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ଟାକ୍ ଦ୍ୱାରା ପୁନରୁଦ୍ଧାର...
-
Chief Minister Shri Naveen Patnaik tribute to the statue of Late Utkalmani Pandit Gopabandhu Das on occasion of 91st Shradhotsav at OLA Premises on 2-7-2019....
-
ଭୁବନେଶ୍ୱର: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥୀ । ଏହି ଅବସରରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ବିଜେପି ନେତୃବୃନ୍ଦ ସତସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ।...