• Pandemic impact on mental health : Dr. A.Singh

    Bhubaneswar:The Covid-19 pandemic has seriously affected people’s mental health requiring medical and psychological support says Eminent Psychologist Dr. A.Singh engaged in counseling. “The psychological impact of Covid-19 has begun to show now after the physical side effects such as deaths,” says Dr. Singh. He further says, “Pandemic impact on...
  • ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ଖୋଲିବା ଉଚିତ

    ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅନେକ ଯୁବକ ଚାକିରି ହରାଇଛନ୍ତି । ବର୍ତମାନ ଦେଶବ୍ୟାପୀ ତାଲା ଖୋଲାଯାଇ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସାରା ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ବନ୍ଦ ହେବା ଠିକ୍ ନୁହେଁ । ସାମାଜିକ ଦୂରତା ସହିତ ଜିମ୍ ଏବଂ ଜିମ୍ନାସିୟମ୍ ଖୋଲିବାକୁ ଦିଆଯାଉ ବୋଲି ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସ ବି ଭି କେନ୍ଦ୍ର ସରକାରଙ୍କ...
  • ଅଁଳାର ଉପକାରୀତା

    ଅଁଳାଗଛ ଓଡ଼ିଶାର ଉଦ୍ୟାନ ଓ ପାହାଡ଼ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଗାଁମାନଙ୍କରେ ମଧ୍ୟ ଏହି ଗଛ ଦେଖିବାକୁ ମିଳେ । ଏହି ଗଛକୁ କାର୍ତ୍ତିକ ମାସ ଅଁଳା ନବମୀ ଦିନ ସ୍ତ୍ରୀ ଲୋକମାନେ ପୂଜା କରନ୍ତି । କେତେକ ମଧ୍ୟ ପ୍ରତିଦିନ ପୂଜା କରନ୍ତି । ଏହାର ଫୁଲ, ଫଳ, ଛେଲି, ଚେର, ପତ୍ର ସବୁଥିରେ ଔଷଧୀୟ ଗୁଣ ଭରପୁର ରହିଅଛି । ତେଣୁ ଏହାକୁ ଅମୃତ...
  • ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ଭୁବନେଶ୍ୱର:ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଛ ଗୁଡିକ ସୁନ୍ଦର ଏବଂ ଜୀବନ ମଧ୍ୟ ଦେଇଥାଏ । ବିଶ୍ୱକୁ ଅଧିକ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ କରିବାର...
  • ଔଷଧୀୟ ବୃକ୍ଷ ଚାଷ ପାଇଁ ୪ହଜାର କୋଟି ଟଙ୍କାର ସହାୟତା

    ନୂଆଦିଲ୍ଲୀ:ଆତ୍ମ ନିର୍ଭର ଭାରତ ଯୋଜନାରେ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ଔଷଧୀୟ ବୃକ୍ଷ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୪ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଔଷଧୀୟ ବୃକ୍ଷ ଚାଷୀ ଏବଂ ଏହା ସହ ଜଡ଼ିତ ଉଦ୍ୟୋଗୀମାନେ । ଏହି ଘୋଷଣା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ...
  • ଭୁବନେଶ୍ୱର ଏମ୍ସରେ ୬ହଜାର ରୋଗୀଙ୍କୁ ଟେଲି ମେଡ଼ିସିନ ଜରିଆରେ ଚିକିତ୍ସା ପରାମର୍ଶ

    ଭୁବନେଶ୍ୱର  : କୋଭିଡ-୧୯ ମହାମାରୀ ସମୟରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରାଯାଇ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଆସୁଛି । ଏହାବ୍ୟତୀତ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଏହି ଜାତୀୟସ୍ତରର ପ୍ରତିଷ୍ଠାନ ପକ୍ଷରୁ ଟେଲି ମେଡ଼ିସିନ ସେବା, ଆପାତକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଏମ୍ସ ପକ୍ଷରୁ ମାର୍ଚ୍ଚ ୧୭...
  • ଗୋଡ଼ ମାଧ୍ୟମରେ ହାତକୁ ସାନିଟାଇଜ କରିହେବ

    ମାଲକାନଗିରି: କରୋନା ଭୂତାଣୁ (କୋଭିଡ-୧୯)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ । ଏହି ଭୂତାଣୁ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ ସଫା ରଖିବା ଅତ୍ୟନ୍ତ ଜରୁରି । ଏହାକୁ...
  • ରକ୍ତଦାନ ଶିବିର ଅନୁଷ୍ଠିତ

    ଭୁବନେଶ୍ୱର :ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସଭବନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଆଜିର ଏହି କରୋନା ମହାମାରୀ ସମୟରେ ସାଧାରଣ ରୋଗୀ ଙ୍କ ପାଇଁ ରକ୍ତର ଆବଶ୍ୟକତା ଜରୁରୀ ହୋଇପଡିଛି ସେତିକିବେଳେ ଯେତିକି ସଂଖ୍ୟକ ରକ୍ତ ମିଳିବା କଥା ଆବଶ୍ୟକତା ମୁତାମକ ସେତିକି ରକ୍ତଭଣ୍ଡାରରେ ମିଳୁନାହିଁ । ସେହି ଅସୁବିଧାକୁ ଦୃଷ୍ଟିରେ ରଖି ଆଜି ଓଡିଶା ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଯକ ଆଦିତ୍ୟ ପ୍ରିତମ...
  • ସରକାରୀ ଡାକ୍ତରଖାନାରେ ହଜାର ହଜାର ଷ୍ଟାଫ ନର୍ସ ପଦବୀ ଖାଲି ,କରୋନାର ମୁକାବିଲା ହେବ କେମିତି ?

    ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଉଥିବା କହୁଛନ୍ତି, ଏ ଯୁଦ୍ଧରେ ଅନେକ ସିପାହୀ ସାମିଲ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ହେଲେ ପ୍ରକୃତରେ ଯିଏ କରୋନା ରୋଗୀକୁ ନିଜ ପରିବାରର ଜଣେ ସଦସ୍ୟ ଭଳି ୨୪ ଘଣ୍ଟା ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ଥାଏ ସେ ହେଉଛି ଜଣେ ନର୍ସ (ସେବିକା) । ଆପଣ ମାନେ ଛୋଟ...