• ଏ ପର୍ଯ୍ୟନ୍ତ ବାହାର ରାଜ୍ୟରୁ ୩୫,୫୪୦ ଜଣ ବ୍ୟକ୍ତି ଫେରିଛନ୍ତି, ସମୁଦାୟ ୧୮୫ ଜଣ ପଜିଟିଭ୍‌ ଚିହ୍ନଟ,୨୩୪ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି

    ଭୁବନେଶ୍ୱର :  କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ...
  • ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିରୋଧୀ ଦଳ ନେତା

    ଭୁବନେଶ୍ୱର: ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ କାରଣରୁ ସମସ୍ତେ ଆଜି ନିଜ ନିଜ ଘରେ ଆବଦ୍ଧ । ବିଶେଷ ଭାବେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଚାଷୀକୂଳ ଆଜି ଘୋର ସଂକଟ ଦେଇ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତମାନର ଘଡିସନ୍ଧି ମୁହୁର୍ତରେ ଚାଷୀଙ୍କ ଠାରୁ ଧାନ କିଣା ତଥା ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ବିରୋଧୀ ଦଳ ନେତା  ପ୍ରଦୀପ୍ତ କୁମାର ନାଏକ  ମୁଖ୍ୟମନ୍ତ୍ରୀଙ୍କୁ...
  • ବିଶ୍ୱର ୧୦ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ବାନି

    ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ ପାଇଁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍ ଓ ଜିମ୍ନାଷ୍ଟିକ୍ କ୍ରୀଡ଼ାବିତ ସିମୋନ ବାଇଲ୍‌ସଙ୍କ ନାମ ସହିତ ନୀତାଙ୍କ ନାମ ରହିଛି । କ୍ରୀଡ଼ା ବ୍ୟବସାୟ ନେଟୱର୍କ “ଆଇସ୍ପୋର୍ଟସକନେକ୍ଟ’ ପକ୍ଷରୁ...
  • ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

    କଟକ: କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିବା ସହ ଷ୍ଟାଡିୟମରେ ଉପସ୍ଥିତ କ୍ରୀଡ଼ାପ୍ରେମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ସହିତ ଓଡ଼ିଶା ପାଇଁ ଏକ...
  • ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ଓଡ଼ିଶାରେ ଖେଳା ଯିବାକୁ ଥିବା ଦେଶର ସର୍ବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଆସନ୍ତା କାଲି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମଠାରେ ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ ରିିିଜିଜୁ ମଧ୍ୟ ଉପସ୍ଥିତ ରହିବେ । ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ...
  • ସାଇକେଲିଂରେ ଯୁବ ଆଇନଜିବୀଙ୍କ ସଫଳତା

    ଭୁବନେଶ୍ୱର: ଯୁବ ଆଇନଜିବୀ ସୂର୍ଯ୍ୟ ନାରାୟଣ ପଣ୍ଡା ସାଇକେଲିଂରେ ବଡ଼ ସଫଳତା ହାସଲ କରିଛନ୍ତି । ଶ୍ରୀ ପଣ୍ଡାଙ୍କୁ ଫ୍ରାନ୍ସର “ଅଡାକ୍ସ କ୍ଲବ୍‍ ପରିସିଆନ’ପକ୍ଷରୁ ସିନିୟର ସୁପର ରାନ୍‍ଡୋନର ସାର୍ଟିଫିକେଟ୍‍ ପ୍ରଦାନ କରାଯାଇଛି । ସେ ଗୋଟିଏ ସିଜନରେ ସାଇକେଲିଂରେ ୨୦୦କମି,୩୦୦କିମି,୪୦୦କିମି ଓ ୬୦୦କିମି ଦୂରତା ଅତିକ୍ରମ କରିଥିଲେ । ୨୦୦କିମି ଦୂରତା ପାଇଁ ୧୩ଘଣ୍ଟା,୩୦୦କିମି ଦୂରତା ପାଇଁ ୨୦ଘଣ୍ଟା,୪୦୦କିମି ପାଇଁ ୨୭ଘଣ୍ଟା ଓ ୬୦୦କିମି ୪୦ଘଣ୍ଟା ସମୟ...
  • ରାଜ୍ୟରେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ମିଳୁନଥିବା ପ୍ରତିବାଦରେ କେନ୍ଦ୍ରୀୟ ଓବିସି କମିଶନଙ୍କୁ ଦାବି ପତ୍ର

    ଭୁବନେଶ୍ୱର : ୨୦ ବର୍ଷର ଲମ୍ବା ଶାସନରେ ଏସଇବିସି ଓ ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାରେ ରାଜ୍ୟସରକାର ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ମିଳୁନଥିବା ପ୍ରତିବାଦରେ କେନ୍ଦ୍ରୀୟ ଓବିସି କମିଶନଙ୍କୁ ବିଜେପିର ଏକ ପ୍ରତିନିଧୀ ଦଳ ଦାବି ପତ୍ର ପ୍ରଦାନ କରିଛି । ଏହା ସହ ଏସଇବିସି ଓ ଓବିସିଙ୍କୁ ରାଜ୍ୟ ସରକାର ପ୍ରଥମେ ସାମ୍ବିଧାନିକ...
  • କଳିଙ୍ଗ ଷ୍ଟାଡିୟମ୍‌କୁ ଅଚାନକ ଗସ୍ତ କଲେ କ୍ରୀଡ଼ା ମନ୍ତ୍ରୀ

    ଭୁବନେଶ୍ୱର:ଇଲେକ୍‌ଟ୍ରୋନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍‌କୁ ଅଚାନକ ଗସ୍ତ କରିବା ସହ ଷ୍ଟାଡିୟମ୍‌ର ଭିତ୍ତିଭୂମି ଏବଂ ଏଠାରେ ଥିବା ହାଇ ପରଫରମାନ୍ସ ସେଣ୍ଟରଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ । ଷ୍ଟାଡିୟମ୍‌ ପରିସରରେ ଥିବା ଫୁଟବଲ ପଡ଼ିଆ, ଗଗନ ନାରଙ୍ଗ ୨୫ ମିଟର ସୁଟିଂ ରେଞ୍ଜ,ରିଲାୟନ୍ସ ଆଥ୍‌ଲେଟିକ୍‌ ହାଇ ପରଫରମାନ୍ସ ସେଣ୍ଟର, ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ...
  • କେନ୍ଦ୍ର ବଜେଟ୍ ଚାଷୀଙ୍କ ପାଇଁ ଆଶାଶୂନ୍ୟ : ସୁରେନ୍ଦ୍ର ସୋଲାଙ୍କି

    ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ପ୍ରଦେଶ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ସୋଲାଙ୍କି ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ଚାଷୀ...
  • ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ । କିନ୍ତୁ କେତେକ...
  • ଭୁବନେଶ୍ୱର : ସୋମବାର ଦିନ ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ-ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ...
  • ଭୁବନେଶ୍ୱର : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୋମବାର ଦିନ ଫକୀରମୋହଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି...
  • ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓପିସିସି ପକ୍ଷରୁୁ ଗୋପବନ୍ଧୁ ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀମାନେ ପଦଯାତ୍ରାରେ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଦ୍ୱାରା ଅଧିକୃତ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ସଂସଦରେ...
  • ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟିର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ ଏକ ଟିଭି ଡିବେଟ୍‌ରେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଯିଏକି ଜଣେ ଓଡ଼ିଆଙ୍କୁ ୫ଟ୍ରିଲିୟନରେ କେତୋଟି ଶୂନ ଅଛି ବୋଲି ପ୍ରଶ୍ନ ପଚାରିଥିଲେ ।...