• ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ଉନ୍ମୋଚିତ

    ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍‌ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଡ. ପ୍ରତିଭା ରାୟ କହିଲେ ଯେ, ଉପନ୍ୟାସ ରଚନା ଲେଖକ ବା ଲେଖିକାର ବୃତ୍ତି ନୁହେଁ...
  • ‘ଶ୍ରେଷ୍ଠ ଷାଠିଏ’ ଉନ୍ମୋଚିତ

    ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ ନିଜେ ୬୦ ବର୍ଷରେ ପଦାର୍ପଣ କରିଥିବାବେଳେ ତାଙ୍କ ଦ୍ୱାରା ଲିଖିତ ସୁନିର୍ବାଚିତ ୬୦ଟି ଗଳ୍ପକୁ ନେଇ ଏହି ଗଳ୍ପ ସଂକଳନ ପ୍ରକାଶ ପାଇଛି । ରାଜଭବନଠାରେ ଏକ ନିରାଡ଼ମ୍ବର ପରିବେଶ...
  • କବିତା ସଂକଳନ “ବିମ୍ବସ୍ନାନ”

    ଭୁବନେଶ୍ବର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ “ବିମ୍ବସ୍ନାନ”କୁ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ପିଆରଓ ରକ୍ଷକ ନାୟକ ଉପସ୍ଥିତ ଅଛନ୍ତି ।...
  • ପ୍ରତ୍ୟାବର୍ତ୍ତନ ଏକ ଅଧୂରା ପ୍ରେମର

    ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ । କିନ୍ତୁ କେତେକ ପ୍ରେମର ସଂପୂର୍ଣ୍ଣ ମିଳନ ହେବା ପୂର୍ବରୁ ତାହା ବିଚ୍ଛିନ୍ନ ହୋଇଯାଏ ଯାହା କେବେ ସେମାନେ କଳ୍ପନା କରିପାରିନଥିବେ । ଭଗବାନଙ୍କର ଏହା ଏକ ବିଚିତ୍ର ଲୀଳା ।...
  • ପ୍ରେମ ଏକ ବିଚ୍ଛେଦର

    ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା କେବେ ଭୁଲିହୁଏ ନାହିଁ । ସେହିପରି ଜୀବନରେ ଘଟିଥିବା ପ୍ରେମ ମଧ୍ୟ ଅବିସ୍ମରଣୀୟ ହୋଇ ରହିଯାଏ । ଦୁଇଟି ଆଖିର ଆକର୍ଷଣରେ ପ୍ରେମ ସୃଷ୍ଟି ହୁଏ ଏବଂ ସେହି ପ୍ରେମ ଗଭୀର ହୋଇ ଦୁଇଟି ହୃଦୟର ମିଳନ ହୋଇଥାଏ । ସେହି ପ୍ରେମର ଯଦି ବିଚ୍ଛେଦ ହୋଇଯାଏ, ତେବେ ହୃଦୟରେ ଗଭୀର ଦୁଃଖ ସୃଷ୍ଟି ହୋଇ ସାରା ଜୀବନ ଯନ୍ତ୍ରଣା...
  • ପ୍ରତାରଣା ଏକ ପ୍ରେମର

    ମନୁଷ୍ୟ ଜୀବନରେ ବହୁତ କିଛି ଆଶା କରିଥାଏ, ବହୁତ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଥାଏ । ସେହିପରି ତା ଜୀବନରେ ମଧ୍ୟ ପ୍ରେମ ଘଟିଥାଏ, ପ୍ରେମ ଆପେ ଆପେ ହୋଇଯାଇଥାଏ । କିନ୍ତୁ ସେହି ପ୍ରେମ ଯେ ତାର ଜୀବନକୁ ସୁନ୍ଦର, ସରସ ଓ ଆନନ୍ଦମୟ କରିବା ବଦଳରେ ତା’ ଜୀବନରେ ପଳପଳ ଦୁଃଖ ଆଣି ଦେଇଥାଏ ଏବଂ ସେହି ପ୍ରେମ ଯେ ପ୍ରତାରଣରେ ପରିଣତ ହୋଇ ତା...
  • ପ୍ରତୀକ୍ଷା-ଏକ ମିଳନର

    ମନୁଷ୍ୟ ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା ତାର ଜୀବନକୁ ଓଲଟପାଲଟ କରି ଦେଇଥାଏ । ମନର ସୁଖ ହରାଇସାରିବା ପରେ ପୁଣି ଏକ ସୁଖ ନେପଥ୍ୟରେ ତା’ପାଇଁ ଅପେକ୍ଷା କରିଥାଏ ତାର ଦୁଃଖପୂର୍ଣ୍ଣ ହୃଦୟକୁ ରୋମାଞ୍ଚକର ସୁଖ ପ୍ରଦାନ କରି ଏକ ନୂତନ ଜୀବନ ପଥରେ ଅଗ୍ରସର କରାଇଥାଏ । ଜୀବନରେ ହରାଇଥିବା ତାର ପ୍ରଥମ ପ୍ରେମ ତାର ଜୀବନକୁ ଦୁଃଖରେ ଜର୍ଜରିତ କରିଥିବା ବେଳେ...
  • ସମ୍ପର୍କ ଏକ ଅତୀତର

    ସେଦିନ ଅପରାହ୍ନ, ବୈଶାଖ ମାସର ଝାଞ୍ଜି ପ୍ରବାହରେ ଅତ୍ୟନ୍ତ ଗୁଳୁଗୁଳି ଅନୁଭବ ହେଉଥାଏ । ଅବସନ୍ନ ହୋଇ ଶଯ୍ୟାରେ ବିଶ୍ରାମ ନେଉଥିଲେ ଶଶିକାନ୍ତ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା । ଅପରପଟୁ ଏକ ପରିଚିତ ମହିଳାଙ୍କର ମଧୁୁର କଣ୍ଠସ୍ୱର ଶୁଭିଥିଲା, ସେ ପଚାରିଥିଲା, ଆପଣ କିପରି ଅଛନ୍ତି? ଆପଣ ରହୁଥିବା ସହରରେ କରୋନା ପଜିଟିଭ୍ ବାହାରୁଛି, ପ୍ରତିଷେଧକ ଅବଲମ୍ବନ କରୁଥିବେ ଓ ବାହାରକୁ ବେଶୀ ବାହାରିବେନି...
  • ସ୍ମୃତି-ଏକ ବିଚ୍ଛେଦର

    ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି କେବେ ଭାବିନଥାଏ । ସେଦିନ ସୁଶାନ୍ତ ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା ଏବଂ ଅପରପଟରୁ ଏକ ଅଜଣା...