ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ କରୁଅଛି

ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ କରୁଅଛି ।

ପ୍ରଭୁ ଶ୍ରୀରାମ ହେଉଛନ୍ତି ଶୌର୍ଯ୍ୟ, ଶାନ୍ତି, ମୈତ୍ରୀ, ତ୍ୟାଗ, ଧୈର୍ଯ୍ୟ ଓ ସାମାଜିକ ସଦ୍ଭାବନାର ପ୍ରତୀକ । ତେଣୁ ଆମ୍ଭେ ସମସ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟକୁ ସମ୍ମାନ ଦେବା ସହ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ରାଜ୍ୟବାସୀଙ୍କୁ ବିନମ୍ର ଅନୁରୋଧ କରୁଅଛି ।

 

ନିରଞ୍ଜନ ପଟ୍ଟନାୟକ
ସଭାପତି

 

Newsroll
EDITOR
OFFICE