ରୋଜି ଦାସଙ୍କ “ଶିବ ତାଣ୍ଡବ” ଓଡ଼ିଶୀ ନୃତ୍ୟ

ସମସ୍ତଙ୍କର ମନକୁ ଜିଣିନେଇଥିଲେ

Share this:

ଭୁବନେଶ୍ଵର: ଭୁବନେଶ୍ଵର ଠାରେ ଇତିମଧ୍ୟରେ ସର୍ବଭାରତୀୟ ମେଡିକାଲ୍ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ   ବିଭିନ୍ନ ରାଜ୍ୟର ମେଡ଼ିକାଲ୍ ଅଫିସରମାନେ ଯୋଗଦେଇଥିଲେ । ଏହି ଉପଲକ୍ଷେ ଏକ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ରୋଜି ଦାସ ଚତ୍ମକାର “ଶିବ ତାଣ୍ଡବ” ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କର ମନକୁ ଜିଣିନେଇଥିଲେ । ସୁଶ୍ରୀ ଦାସ ଆଡିସନାଲ୍ ଚିଫ୍ ମେଡିକାଲ ଡାରେକ୍ଟର ହରିହର ଦାସଙ୍କ ଧର୍ମପତ୍ନୀ ଅଟନ୍ତି ଏବଂ ଅବସରପ୍ରାପ୍ତ ସେଲଟ୍ୟାକ୍ସ କମିଶନର, ବିଶିଷ୍ଟ ଦାର୍ଶନୀକ,ପ୍ରକୃତି ବନ୍ଧୁ ତଥା ଔପନ୍ୟାସିକ ରାଧାମୋହନ ମହାପାତ୍ର ଏବଂ ଶିଳ୍ପଉଦ୍ୟୋଗୀ ପ୍ରତିଭା ମହାପାତ୍ରଙ୍କ କନ୍ୟା ଅଟନ୍ତି । ନୃତ୍ୟର କିଛି ଫୋଟ ଝଲକ…..

RELATED BY