ଆଜିର ରାଶିଫଳ:ଶୁକ୍ରବାର

୨୯ ମେ  ୨୦୨୦

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ସୂର୍ଯ୍ୟଉଦୟ – ପ୍ରାଘ ୦୫/୦୮/୪୦
ସୂର୍ଯ୍ୟଅସ୍ତ – ସଂଘ ୦୬/୧୯/୨୮
 
ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର ।  ରାହୁକାଳ – ଦିବା ଘ ୧୦/୦୫ ରୁ ଦିବା ଘ ୧୧/୪୪ ମଧ୍ୟରେ । 
ଆଜି ତାଳ ଖାଇବା ମନା ।
ଅମୃତବେଳା :ଦି ଘ ୦୭/୦୦ ଗତେ ଦି ଘ ୧/୧୦ ମଧ୍ୟରେ, ଦି ଘ ୦୪/୧୫ ଗତେ ଦି ଘ ୦୫/୦୧ ମଧ୍ୟରେ ।
ସତର୍କତା – ଦିବା ଘ ୦୭/୦୧ ଗତେ
୧/୪/୬/୮/୧୦/୧୫/୧୭/୧୯
୨୨/୨୪/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ:ଚାକିରିରେ ନିଜର ସୁରକ୍ଷା ପାଇଁ ମାର୍ଗ ତିଆରି କରିବେ । ଦୂରସ୍ଥାନକୁ ଯିବାକୁ ଯୋଜନା କରିବେ । ପରିବାର ସହିତ ମନୋମାଳିନ୍ୟ ହେବାର ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଭାବନାତ୍ମକ ଓ ଆତ୍ମୀୟ ସମ୍ବନ୍ଧ ପ୍ରତି ପୂର୍ଣ୍ଣ ବିଚାର କରନ୍ତୁ । ପରିସ୍ଥିତି କୁ ମୁକାବିଲା କରନ୍ତୁ । ସଫଳ ଆପଙ୍କର ଚରଣରେ ଅଛି ।

ବୃଷ:ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆସିବ । ଗୁରୁଜନଙ୍କ ଆଶିଷ ପାଇବା ହେତୁ ମନ ଖୁସି ରହିବ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି । ଯାନବାହନ ଚାଳକରେ ସତର୍କତା ଅବଲମ୍ବନ କରନ୍ତୁ । ଉର୍ଜା ସହ କାର୍ଯ୍ୟକ୍ଷେତ୍ରରେ ନିଜର ସ୍ଥାନକୁ ବଜାଇ ରଖିବାରେ ସମର୍ଥ ହେବେ । ଆଧ୍ୟାତ୍ମିକ ସ୍ତରରେ ଅଲୌକିତ ଅନୁଭବ କରିବେ ।

ମିଥୁନ:ପିଲାଙ୍କୁ ନେଇ ଚିନ୍ତିତ ରହିବେ । ନିଜସ୍ଵ କାମରେ ମନୋନିବେଶ କରନ୍ତୁ । ଯେ ପର୍ଯ୍ୟନ୍ତ ସଫଳତା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଚେଷ୍ଠା କରିଚାଲନ୍ତୁ  । ଛାତ୍ର ଆଉ ପ୍ରେମିକଙ୍କ ଜୀବନ ସୁଫଳ ରହିବ । ସ୍ବାସ୍ଥ୍ୟ ଠିକ୍ ରହିବ । ମନରେ ଥିବା କଥାକୁ ବିସ୍ତାର କରିବେ । ବାହାର  ଦେଖଣା ଠାରୁ ଦୂରେଇ ରୂହନ୍ତୁ । କାର୍ଯ୍ୟଭାରକୁ ସମ୍ଭାଳିବା ଲାଗି ପ୍ରସ୍ତୁତ ହେବେ ।

କର୍କଟ:ଶରୀରକୁ ନେଇ ଚିନ୍ତିତ ହେବେ । ସକାଳୁ ଉଠି ଯୋଗ ପ୍ରାଣୟମ କରନ୍ତୁ । ଶତ୍ରୁଙ୍କ ଠୁ ଦୂରେଇ ରହିବେ ।  ଇମୋସନ ଅପଣକୁ ବହୁତ ଚିନ୍ତା ମଗ୍ନ କରିବ । ଧର୍ଯ୍ୟ ରଖନ୍ତୁ ସବୁ ସବୁ ଠିକ୍ ହୋଇଯିବ । ଛାତ୍ରମାନେ ପାଠରେ ସଫଳତା ପାଇବେ । ଆର୍ଥିକ କ୍ଷେତ୍ରରେ ଓ ଜୀବନରେ ଅନେକ ଉନ୍ନତିକରିବେ ।

ସିଂହ:ମାନସିକ ଅଶାନ୍ତି ରହିବ । ଦିନଟି ଅପଣକ ପାଇଁ ବହୁତ ଆଳସ୍ୟ ରହିବ । ତେଣୁ ଯେତେ ବେଳେ ଆପଣଙ୍କୁ ବିରକ୍ତ ଲାଗିବ ବନ୍ଧୁଙ୍କ ସହ ସମୟ ଅତିବାହିତ କରିପାରିବେ । ଯେତେବଳେ ଟେନସନ୍ ଆସିବ ଗୀତ ଶୁଣି ପାରିବେ । ଆୟ କମ ବ୍ୟୟ ଅଧିକ ରହିବ ଆପଣ ମନକୁ ହାଲକା କରିପାରିବେ ଆପଣଙ୍କ ବନ୍ଧୁଙ୍କ ସହ ସମୟ ଅତିବାହିତ କରିପାରିବେ ।

କନ୍ୟା:ବିଦ୍ୟାରେ ଉନ୍ନତି କରିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ପରିସ୍ଥିତି ଯୋଗୁ କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂମ୍ପୂର୍ଣ୍ଣ ହେବ ।

ତୁଳା:ମନଭିତରେ ରାଗରେ ଜଳୁଥିଲେ ମଧ୍ୟ କିଛି କାହାକୁ କହିବାକୁ ସାହସ ହେବ ନାହିଁ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ସନ୍ତାନ ଯୋଗେ ଚିନ୍ତିତ ରହିବେ ।

ବିଛା:ଭୁଲ୍ ବୁଝାମଣା ଯୋଗୁ ପରିବାରରେ ଦ୍ଵନ୍ଦ ଦେଖାଦେବ । ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରନ୍ତୁ । ସମ୍ବେଦନଶୀଳ ହେବେ । ଗହଳି ମଧ୍ୟରେ ନିଜର ପରିଚୟକୁ ଖୋଜି ବାହାର କରିବେ । ଅପଣଙ୍କ ସ୍ୱପ୍ନ ପୁରଣ ହେବ। ଉତ୍ତମ ଫଳ ପାଇବେ । ନୂଆ ପଦ ବା ମାନ ସମ୍ମାନ ପାଇବା ଲାଗି ଅପେକ୍ଷା କରିବେ ।

ଧନୁ:ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପରିବହନରେ ବିଶେଷ ଲାଭବାନ ହେବେ । ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ହେବ । କୋର୍ଟ କଚେରୀ ମାମଲାର ଶୁଣାଣି ସପକ୍ଷରେ ଯିବ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇପାରନ୍ତି ।

ମକର:ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ । ପରକଥାରେ ପଡି ପରିବାରଲୋକଙ୍କୁ ଭୁଲ୍ ବୁଝନ୍ତୁ ନହିଁ । ଆତ୍ମସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ । କଷ୍ଟ ଦେଉଥିବା ଓ ବାଧକ ସାଜୁଥିବା ଲୋକ ବା କାର୍ଯ୍ୟକୁ ସହ୍ୟ କରିବା ପରିବର୍ତ୍ତେ ତା ଠୁ ଦୁରଇରହିବା ଆବଶ୍ୟକ ।

କୁମ୍ଭ:ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା, ମନ ବିଷାଦଗ୍ରସ୍ତ ହେବ । ପିତ୍ତଦୋଷ ବୃଦ୍ଧି ପାଇବ ଓ ଶରୀରପୀଡା ଅତି କଷ୍ଟକର ହେବ । ପାରିବାରିକ କ୍ଷେତ୍ରରେ କିଛି ହରାଇ ମନକଷ୍ଟ ହେବ । କେତେକ କର୍ମରେ ସଫଳତା ପ୍ରାପ୍ତି ହେବ ।

ମୀନ:ଖୁସିରେ  ନିଜ ବର୍ତ୍ତାଳାପ କରି ସଫଳତା ହାସଲ କରିବେ । ଧାର୍ମିକ ତୀର୍ଥ ୟାତ୍ରା କରିବାରେ ସୁଯୋଗ ରହିଛି । ପିଲାଙ୍କ ଗହଣରେ ରହି ଚଞ୍ଚଳ ହେବେ । ସ୍ୱପ୍ନ ଓ ଆଦର୍ଶର ଯେଉଁ ମଞ୍ଜି ବୁଣିବେ ତାହା ଫଳଦୟକ ହେବ । ବିଶ୍ରାମ ନେବା ଜରୁରୀ । ଭଲ ମଉକା ପାଇବାର ସୁଯୋଗ ଅଛି ।

ପଣ୍ଡିତ ମଙ୍ଗରାଜ କର
ସୋମନାଥ ପୁର କାକଟପୁର
ଫୋନ -୯୪୩୮୬୪୪୪୭୫

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • ଆଜିର ରାଶିଫଳ:ସୋମବାର

    Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...
  • ଆଜିର ରାଶିଫଳ:ରବିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ମେଷ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୩/୫୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୫ ରାହୁକାଳ – ଦିବା ଘ ୦୪/୩୧ ରୁ ସଂଧ୍ଯ ଘ ୦୬/୦୭...
  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୧୩/୩୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୬ ରାହୁକାଳ – ଦିବା ଘ ୦୮/୩୨ ରୁ ଦିବା...
EDITOR
OFFICE