ଆଜିର ରାଶିଫଳ:ମଙ୍ଗଳବାର

୦୨ ଜୁନ୍ ୨୦୨୦

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ

ସୂର୍ଯ୍ୟଉଦୟ – ପ୍ରାଘ ୦୫/୦୮/୧୭
ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୫୮

ଅଦ୍ୟ ମକର ରାଶିର ଘାତବାର । ରାହୁକାଳ – ଦିବା ଘ ୦୩/୦୩ ରୁ ଦିବା ଘ ୦୪/୪୨ ମଧ୍ଯରେ ।
ଆଜି ପୋଇ ଖାଇବା ମନା ।
ମୃତେ ଏକ ପାଦ ପୁଷ୍କର ଦୋଷ ଦିବା ଘ ୧୨/୦୮ ଗତେ ୨ ପାଦ ପୁଷ୍କର ଦୋଷ।
ଅମୃତବେଳା : ଦିଘ ୧୦/୦୩ ଗତେ ଦିନ ଘ ୧୦/୪୭ ମଧ୍ଯରେ, ରାଘ ୦୧/୩୫ ଗତେ ୧୧/୨୭ ମଧ୍ୟରେ
ସତର୍କତା – ରାତ୍ରି ଘ ୧୦/୫୭ ଗତେ
୨/୪/୬/୯/୧୧/୧୩/୧୫/୧୮
୨୦/୨୨/୨୪/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ:କୌଣସି ବି ପଦକ୍ଷେପ ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ । ଏକ ଲକ୍ଷ୍ୟ ଉପରେ ମନ କୁ କେନ୍ଦ୍ରୀଭୂତ କରାନ୍ତୁ ନିଶ୍ଚିତ ଭାବେ ସଫଳ ହେବେ । ଗୋଟେ ପରେ ଗୋଟେ କାର୍ଯ୍ୟ କରନ୍ତୁ । ଏକକାଳୀନ ବହୁତ କର୍ମ କରନ୍ତୁନି । ପରିବାରଙ୍କ ସହ ବୁଲିବାକୁ ମଧ୍ୟ ଭଲ ଯୋଗ ଅଛି ।

ବୃଷ:ମାନସିକ ଅଶାନ୍ତି ରହିବ । ଦିନଟି ଆପଣଙ୍କ ପାଇଁ ବହୁତ ଆଳସ୍ୟ ରହିବ ।  ଆୟ କମ ବ୍ୟୟ ଅଧିକ ରହିବ ଆପଣ ମନକୁ ହାଲକା କରିପାରିବେ ଆପଣଙ୍କ ବନ୍ଧୁଙ୍କ ସହ ସମୟ ଅତିବାହିତ କରିପାରିବେ ।

ମିଥୁନ:ଶରୀରକୁ ନେଇ ଚିନ୍ତିତ ହେବେ । ସକାଳୁ ଉଠି ଯୋଗ ପ୍ରାଣୟମ କରନ୍ତୁ । ଶତ୍ରୁଙ୍କ ଠୁ ଦୁରେଇ ରହିବେ । ନିଜର ରାଗ ଆପଣଙ୍କୁ ବହୁତ ଚିନ୍ତା ମଗ୍ନ କରିବ । ଧର୍ଯ୍ୟ ରଖନ୍ତୁ ସବୁ ଠିକ୍ ହୋଇଯିବ । ଛାତ୍ର ମାନେ ପାଠରେ ସଫଳତା ପାଇବେ।

କର୍କଟ:ପିଲାଙ୍କୁ ନେଇ ଚିନ୍ତିତ ରହିବେ । ନିଜସ୍ଵ କାମରେ ମନୋନିବେଶ କରନ୍ତୁ । ଯେ ପର୍ଯ୍ୟନ୍ତ ସଫଳତା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଚେଷ୍ଠା କରିଚାଲନ୍ତୁ । ଛାତ୍ର ଆଉ ପ୍ରେମିକଙ୍କ ଜୀବନ ସୁଫଳ ରହିବ । ସ୍ବାସ୍ଥ୍ୟ ଠିକ୍ ରହିବ ।

ସିଂହ: ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆସିବ । ଗୁରୁଜନଙ୍କ ଆଶିଷ ପାଇବା ହେତୁ ମନ ଖୁସି ରହିବ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି । ଯାନବାହନ ଚାଳକରେ ସତର୍କତା ଅବଲମ୍ବନ କରନ୍ତୁ ।

କନ୍ୟା: ଚାକିରିରେ ନିଜର ସୁରକ୍ଷା ପାଇଁ ମାର୍ଗ ତିଆରି କରିବେ । ଦୂରସ୍ଥାନକୁ ଯିବାକୁ ଯୋଜନା କରିବେ । ପରିବାର ସହିତ ମନୋମାଳିନ୍ୟ ହବାର ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।

ତୁଳା: ଆପଣଙ୍କ ମନୋଭାବ କୌତୁକ ରହିବ । ଜୀବନ ସାଥୀର ସହଯୋଗ ରହିବ । ବ୍ୟବସାୟରେ ଉନ୍ନତି ଘଟିବ । ବନ୍ଧୁଙ୍କ ସହ ମଧୁର ସମ୍ପର୍କ ରହିବ ।

ବିଛା: ବିରକ୍ତି ଭାବ ପ୍ରକାଶ ପାଇବ । ସକଳ ତିଥିରେ ମୁକାବିଲା କରିବାର ଯୋଗ ରହିଛି । ସୁଖ ସୌଭାଗ୍ୟ ବୃଦ୍ଧି ହବାର ଯୋଗ ରହିଛି । ଚାକିରିରେ ଉନ୍ନତି ଯୋଗ ରହିଛି ।

ଧନୁ: ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହବ । ନୂଆ ଘର ନିର୍ମାଣ କିମ୍ବା ମରମାତି ପାଇ ଯୋଜନା କରିବେ । ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷ ଜନକ ଫଳ ମିଳିବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ମକର: ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ । କୌଣସି କାର୍ଯ୍ୟ ଲାଗି କରିଥିବା ପ୍ରୟାସ ରେ ସଫଳତା ପାଇବେ । ରାଜନୀତିରେ ମାନ ସମ୍ମାନ ପାଇବେ ।

କୁମ୍ଭ:ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ  ।ଚାକିରିରେ ଆୟ ବୃଦ୍ଧି ହବାର ଯୋଗ ରହିଛି । କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ । ଛାତ୍ର ମାନେ ପରୀକ୍ଷା ରେ କୃତକାର୍ଯ୍ୟ ହେବେ ।

ମୀନ:କୌଣସି ଲକ୍ଷ୍ୟକୁ ନେଇ ୟାତ୍ରା ପୁରାକରିବାରେ ସଫଳ ହେବେ । ଚାକିରିରେ ସହଯୋଗୀଙ୍କ ସହଯୋଗ ପାଇବେ । ଶିଳ୍ପ ବାଣିଜ୍ୟରେ ସୁଭଫଳ ପାଇବେ। ମହିଳାଙ୍କ ମନ ଚଞ୍ଚଳ ରହିବ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ – ୯୪୩୮୬୪୪୪୭୫

 

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • ଆଜିର ରାଶିଫଳ:ସୋମବାର

    Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...
  • ଆଜିର ରାଶିଫଳ:ରବିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ମେଷ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୩/୫୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୫ ରାହୁକାଳ – ଦିବା ଘ ୦୪/୩୧ ରୁ ସଂଧ୍ଯ ଘ ୦୬/୦୭...
  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୧୩/୩୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୬ ରାହୁକାଳ – ଦିବା ଘ ୦୮/୩୨ ରୁ ଦିବା...
EDITOR
OFFICE