ଆଜିର ରାଶିଫଳ:ବୁଧବାର

୦୩ ଜୁନ୍ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ

ସୂର୍ଯ୍ୟଉଦୟ- ପ୍ରାଘ୦୫/୦୮/୧୪ ,ସୂର୍ଯ୍ୟଅସ୍ତ – ସଂଘ ୦୬/୨୧/୪୪

ଅଦ୍ୟ କର୍କଟରାଶିର ଘାତବାର । ରାହୁକାଳ – ଦିବା ଘ ୧୧/୪୫ ରୁ ଦିବା ଘ ୦୧/୨୪ ମଧ୍ଯରେ ।
ଆଜି ବାଇଗଣ ଖାଇବା ମନା ।
ଅମୃତବେଳା : ରାତ୍ର ୦୮/୩୬ ଗତେ ଦି ଘ ୧୧/୩୧ ମଧ୍ଯରେ ସଂଧ୍ଯ ଘ ୦୬/୧୪ ଗତେ ରାତ୍ର ଘ ୧୦/୩୫ ମଧ୍ୟରେ ।
ସତର୍କତା – ଦିନ ଘ ୦୮/୪୬ ଗତେ
୧/୩/୫/୭/୧୦/୧୨/୧୬/୧୯
୨୧/୨୩/୨୫ ନକ୍ଷତ୍ରଙ୍କ ପାଇଁ ଅଶୁଭ ।

 

ମେଷ:ବାଧାବିଘ୍ନ ଥାଇ ମଧ୍ୟ ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି ବ୍ୟବସାୟ ଠିକ୍‍ ଚାଲିବ ।

ବୃଷ: ଅର୍ଥଲାଭ ଦେଖାଯିବ, ଶାରୀରିକ ଦୁର୍ବଳତା ଅନୁଭବ କରିବେ, ମନରେ ଅସନ୍ତୋଷ ପ୍ରକାଶ ପାଇବ, ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହେବେ, ଚଞ୍ଚଳ ପ୍ରକୃତିର ହେବେ ।

ମିଥୁନ : ଶରୀର ସୁସ୍ଥ ରହିବ, ଆୟ ଆଶାନୁରୂପ ହୋଇପାରେ, ଲୋକପ୍ରିୟତା ଅର୍ଜନ କରିବେ, ସରକାରୀ ସ୍ତରରେ ସମ୍ମାନୀତ ହେବେ, ମନ ପ୍ରସନ୍ନ ରହିବ, ମିତ୍ର ସୁଖ ଲାଭ କରିବେ ।

କର୍କଟ : ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି, ମଧୁରଭାସି ହେବେ ଅଶାନ୍ତିର ଅବସାଦ ଘଟିବ, ଭାତୃ ଭାବ ଅତୁଟ ରହିବ, ଏକାନ୍ତ ପ୍ରିୟ ହେବେ, ଖର୍ଚ୍ଚାନ୍ତ ହେବେ ।

ସିଂହ : ଲୋଭଗ୍ରସ୍ତ ହୋଇପାରନ୍ତି, କର୍ମ କ୍ଷେତ୍ରରେ ଉତ୍ସାହିତ ହେବେ, କର୍ମ ଚଞ୍ଚଳ ହୋଇପାରନ୍ତି, ପର ଉପକାରୀ ହେବେ, ପତ୍ନୀଙ୍କ ପ୍ରତି ଯତ୍ନବାନ ହେବେ ।

କନ୍ୟା : ଭାତୃବିବାଦ ଉପୁଜିବାର ସମ୍ଭାବନା ଅଛି, ଯେତେ ସାହାଯ୍ଯ ପାଇ ମଧ୍ଯ କାର୍ଯ୍ୟରେ ସଫଳତା ମିଳିବା କଷ୍ଟ ହେବ, ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ନିଜକୁ ଦୁର୍ବଳ ଅନୁଭବ କରିବେ ।

ତୁଳା : ପଠନ ଲିଖନ ଉପରେ ଗୁରୁତ୍ଵ ଦେଇପାରନ୍ତି, ଧର୍ମକାର୍ଯ୍ୟରେ ମନଦେଇ ପାରନ୍ତି, ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ, ସାଧାରଣ ବିନୟଭାବ ପ୍ରଦର୍ଶନ କରିବେ ।

ବିଛା : ବ୍ୟବସାୟରେ ଲାଭବାନ ହେବେ, ମନ ଶାନ୍ତ ରହିବ, ନିଜକୁ ନିଜେ ଉଚ୍ଛ୍ୱସିତ ବୋଲି ମନେ କରିପାରନ୍ତି, ଚାକିରିରେ ସୁନାମ ଅର୍ଜନ କରିବେ ଶୁଭ ଖବର ପାଇଁ ଖୁସି ଅନୁଭବ କରିବେ ।

ଧନୁ : ଶୁଭ ସମାଚାର ପାଇ ଖୁସି ହେବେ । ଲିଖନ ପଠନରେ କୃତ୍ତିତ୍ତ୍ୱ ହାସଲ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନଲାଭ ହେବ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

ମକର : ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ତରବର ନହୋଇ ଅପେକ୍ଷାରତ ହେଲେ ସଫଳତା ଅବଶ୍ୟ ମିଳିବ । ସୌଭାଗ୍ୟଶାଳୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।

କୁମ୍ଭ :ବ୍ୟବସାୟରେ ପ୍ରଭୂତ ଉନ୍ନତି ସାଧନ କରିବେ । ସୁଖ ଶାନ୍ତିରେ ଦିନଟି ଅତିବାହିତ ହୋଇପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ।

ମୀନ : ପ୍ରତ୍ୟେକ କାର୍ଯ୍ୟ ବୁଝି ବିଚାରି କରିବେ । ଚଞ୍ଚଳ ସ୍ୱାଭବର ହୋଇପାରନ୍ତି । ନିରୋଳା ସ୍ଥାନରେ ସମୟ କଟାଇବାକୁ ଇଚ୍ଛାପ୍ରକାଶ କରିପାରନ୍ତି । ମଧୁର ଭାଷୀ ହେବେ । ଖର୍ଚ୍ଚାନ୍ତ ହେବେ ।  ସ୍ୱାଭିମାନୀ ହୋଇପାରନ୍ତି । ସୁଶୀଳ ଓ ବିଧିଜ୍ଞ ହେବେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ : ୯୪୩୮୬୪୪୪୭୫

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • ଆଜିର ରାଶିଫଳ:ସୋମବାର

    Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...
  • ଆଜିର ରାଶିଫଳ:ରବିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ମେଷ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୩/୫୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୫ ରାହୁକାଳ – ଦିବା ଘ ୦୪/୩୧ ରୁ ସଂଧ୍ଯ ଘ ୦୬/୦୭...
  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୧୩/୩୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୬ ରାହୁକାଳ – ଦିବା ଘ ୦୮/୩୨ ରୁ ଦିବା...
EDITOR
OFFICE