ଆଜିର ରାଶିଫଳ:ମଙ୍ଗଳବାର

୩୦ ଜୁନ୍ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ଅଦ୍ୟ ମକର ରାଶିର ଘାତବାର ।

ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୨/୧୮

ସୂର୍ଯ୍ୟଅସ୍ତ – ସଂଘ ୦୬/୨୯/୦୫

ରାହୁକାଳ – ଦିବା ଘ ୦୩/୦୯ ରୁ ଦିବା ଘ ୦୪/୪୯ ମଧ୍ଯରେ ।

ଆଜି କଳମ୍ବି ଶାଗ ଖାଇବା ମନା ।

ମୃତେ ଏକ ପାଦ ରାତ୍ରି ଘ ୦୪/୦୭ ଗତେ ୨ ପାଦ ପୁଷ୍କର ଦୋଷ ।

ଅମୃତବେଳା : ଦିଘ ୧୦/୦୩ ଗତେ ଦିନ ଘ ୧୦/୪୭ ମଧ୍ଯରେ, ରାଘ ୦୧/୩୫ ଗତେ ୧୧/୨୭ ମଧ୍ୟରେ

ସତର୍କତା – ପ୍ରାତଃ ଘ ୦୫/୪୧ ଗତେ ୨/୪/୭/୯/୧୧/୧୩/୧୬/୧୮/ ୨୦/୨୨/୨୪/୨୭ ନକ୍ଷତ୍ର ଏବଂ ରାତ୍ରି ଘ ୦୪/୦୭ ଗତେ ୧/୩/୫/୭/୧୦/୧୨/୧୪/୧୬/ ୧୯/୨୧/୨୩/୨୫ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ: ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ମନ ବଳାଇ ପାରନ୍ତି ।  ସତର୍କତାର ସହ ଚଳିବେ । ଆୟ ପରିମାଣ ବୃଦ୍ଧି ପାଇବ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନ ମିଳିବ । ବଳବାନ୍‌ ହେବେ ।

ବୃଷ: ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହିବ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର କଥାରେ ଲୋକଙ୍କର ପ୍ରିୟପାତ୍ର ହୋଇପାରନ୍ତି।

ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ । ଆୟ ଆଶାନୁରୂପ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ଲାଭ ଯୋଗ ଅଛି । କୀର୍ତ୍ତିମାନ୍‌ ହେବେ । ଭୋଗବିଳାସ କରିପାରନ୍ତି । ଗୁଣବାନ୍‌ ହେବେ । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ ।

କର୍କଟ: ସବୁ ବାଧା-ବିଘ୍ନକୁ ଏଡାଇ କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ମନରେ ପ୍ରସନ୍ନତା ଆସିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ସରକାରଙ୍କ ତରଫରୁ ଅର୍ଥ ପ୍ରାପ୍ତ ହେବେ ।

ସିଂହ: ସହଜ ସୁଲଭ ଭାବେ ଅର୍ଥ ପ୍ରାପ୍ତ ହେବେ । ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ । ଧର୍ମକର୍ମ ସଂପାଦନ କରିପାରନ୍ତି । ଇଚ୍ଛା ପୂରଣ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭୋଗବିଳାସରେ ସମୟ ବିତାଇ ପାରନ୍ତି ।

କନ୍ୟା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କିଛି ସମସ୍ୟା ଉପୁଜି ପାରେ । ଚିନ୍ତିତ ହୋଇପାରନ୍ତି । ଅପରାହ୍ନରେ ଉପୁଜି ଥିବା ଅସ୍ଥିରତାର ଅବସାନ ଘଟିବ । ଭାଗବ୍ୟସାୟ ଲାଭଜନକ ହେବ ।

ତୁଳା: ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି । ବନ୍ଧୁ ମିଳନ ଆପଣଙ୍କ ପାଇଁ ଉପାଦେୟ ହେବ । ଚାଲୁ ରହିଥିବା କାର୍ଯ୍ୟଟି ଆପଣଙ୍କ ପାଇଁ ଉତ୍ସାହ ବୋଧ ହେବ । ଦେବ ଦର୍ଶନ କରି ଶାନ୍ତି ପାଇବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।

ବିଛା: ଯାତ୍ରାକାଳୀନ ସଫଳତା ମିଳିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ । ସମ୍ମାନିତ ହେବେ । ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶାସ୍ତ୍ରାନୁରକ୍ତ ହେବେ । ଶତ୍ରୁ ବିନାଶ କରିବେ । ଦେବ-ଦ୍ୱିଜ ଭକ୍ତ ହେବେ ।

ଧନୁ: ବିଚାର-ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବ ହୋଇପାରେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦେବ-ବ୍ରାହ୍ମଣଙ୍କ କୃପା ଲାଭ କରିବେ । ଦୃଢ଼ମନା ହେବେ ।

ମକର: କଳହଠାରୁ ଦୂରେଇ ରହିବେ । ଧର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ଧନାଗମ ହେବ । ସାମର୍ଥ୍ୟର ପରିପ୍ରକାଶ ଘଟିବ ।

କୁମ୍ଭ: ବନ୍ଧୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ନିକଟତର ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଲକ୍ଷ୍ମୀ ବରଦାୟିକା ଅଛନ୍ତି । ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ । ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ । ଗୁପ୍ତ ବିଦ୍ୟାରେ ପରିପ୍ରକାଶ ଘଟାଇବେ ।

ମୀନ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ । ଲୋଭଗ୍ରସ୍ତ ହୋଇପାରନ୍ତି । ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗ ମନୋବୃତ୍ତିର ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ୍‍ ହୋଇପାରନ୍ତି ।

ପଣ୍ଡିତ ମଙ୍ଗରାଜ କର

ସୋମନାଥପୁର, କାକଟପୁର

ଫୋନ- ୯୪୩୮୬୪୪୪୭୫

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • ଆଜିର ରାଶିଫଳ:ସୋମବାର

    Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...
  • ଆଜିର ରାଶିଫଳ:ରବିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ମେଷ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୩/୫୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୫ ରାହୁକାଳ – ଦିବା ଘ ୦୪/୩୧ ରୁ ସଂଧ୍ଯ ଘ ୦୬/୦୭...
  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୧୩/୩୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୬ ରାହୁକାଳ – ଦିବା ଘ ୦୮/୩୨ ରୁ ଦିବା...
EDITOR
OFFICE