ଆଜିର ରାଶିଫଳ:ମଙ୍ଗଳବାର

୨୮ ଜୁଲାଇ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ଅଦ୍ୟ ମକର ରାଶିର ଘାତବାର ।

ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୨/୧୧

ସୂର୍ଯ୍ୟଅସ୍ତ – ସଂଘ ୦୬/୨୩/୨୬

ରାହୁକାଳ – ଦିବା ଘ ୦୩/୦୮ ରୁ ଦିବା ଘ ୦୪/୪୬ ମଧ୍ଯରେ ।

ଆଜି ପାଣିକଖାରୁ ଖାଇବା ମନା ।

ଅମୃତବେଳା : ଦିଘ ୧୦/୦୩ ଗତେ ଦିନ ଘ ୧୦/୪୭ ମଧ୍ଯରେ, ରାଘ ୦୧/୩୫ ଗତେ ୧୧/୨୭ ମଧ୍ୟରେ

ସତର୍କତା – ଦିନ ଘ ୦୯/୪୪ ଗତେ ୧/୩/୫/୭/୧୦/୧୨/୧୪/୧୬/୧୯/୨୧/୨୩/୨୫ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ:ଆଜି ଦିନଟି ମଧ୍ୟମ ଧରଣର କାଟିବ । ଆପଣ ମାନଙ୍କର ଦେହ ତଥା ମନ ସଂପୂଣ୍ଣ ଭଲ ରହିବ । ପାରିବାରିକ ସମ୍ପର୍କକୁ ନେଇ ଉଦବେଗ ସୃଷ୍ଟି ହେବାର ଅଛି । ବ୍ୟବସାୟରେ ସଫଳତା କମ୍ ମିଳିପାରେ । ବିଦ୍ୟାର୍ଥୀ ମାନଙ୍କର ସଫଳତା ହାର ପୂର୍ବ ଅପେକ୍ଷା ଭଲ ରହିବ ।

ବୃଷ:ବୃଷ ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କ ଦେହ ତଥା ମନ ଭଲ ରହିବ । ପରିବାର ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ ,ବ୍ୟବସାୟ କ୍ଷେତ୍ରରେ ନିଶ୍ଚିତ ଭାବରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଆପଣ ମାନେ ସମ୍ମାନିତ ହେବାର ରହୁଅଛି  ।

ମିଥୁନ:ଜନ୍ମିତ ବ୍ୟକ୍ତିବିଶେଷଙ୍କର ଆଜି ଦିନଟି ମଧ୍ୟମ ଧରଣର କଟିବ । ଆଜି ଦିନରେ ଦେହ ତଥା ମନ ପ୍ରାୟତଃ ଭଲ ରହିବ । ପାରିବାରିକ ସମ୍ପର୍କକୁ ନେଇ ଆପଣ ମାନେ
ବିଶାଦିତ ହୋଇପାରନ୍ତି । ବ୍ୟବସାୟରେ ସଫଳତା ହାର ବୃଦ୍ଧି ପାଇପାରେ ଓ ବିଦ୍ୟାର୍ଥୀମାନଙ୍କର ସଫଳତା ସମ୍ଭାବନା ବହୁତ ଅଛି ।

କର୍କଟ:ଏହି ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କ ଆଜିଦିନଟି ଭଲରେ କଟିବ । କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ ,ବ୍ୟବସାୟୀ ବନ୍ଧୁମାନେ ନିଶ୍ଚିତ ଭାବରେ ଲାଭବାନ ହେବେ ।

ସିଂହ:ଆଜି ଏହି ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କର ଆଜି ଦିନଟି ବିଶେଷ ଶୁଭ ହୋଇ ନପାରେ । ଆପଣ ମାନଙ୍କର ଦେହ ସାମୟିକ ଭାବେ ଖରାପ ରହିପାରେ ଓ ଦୁଶ୍ଚିନ୍ତା ମଧ୍ୟ ହୋଇପାରେ । ପାରିବାରିକ ସମ୍ପର୍କକୁ ନେଇ ଆପଣ ମାନେ ଉତେଜିତ ରହିପାରନ୍ତି । ବିଦ୍ୟାର୍ଥୀ ମାନେ ଆଜି ଦିନରେ ଅପେକ୍ଷାକୃତ କମ୍ ସଫଳତା ପାଇବେ ।

କନ୍ୟା :ଆଜି ଦିନରେ ଦେହ ତଥା ମନ ପ୍ରାୟତଃ ଭଲ ରହିବ । କର୍ମକ୍ଷେତ୍ରରେ ଆପଣ ମାନଙ୍କ ବାଧା ଜନିତ ଘଟଣା ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ପାଇବା ବହୁତ କଷ୍ଟ ହୋଇପାରେ ।

ତୁଳା :ଆଜି ଦିନଟି ଭଲ ରହିବ । ପାରିବାରିକ ବୁଝାମଣା ରେ ଦିନଟି ଉତ୍ତମ ରେ କଟିବ । କର୍ମକ୍ଷେତ୍ରରେ ଆପଣ ମାନେ ପ୍ରଶଂସିତ ହେବାର ଅଛି ଓ ବ୍ୟବସାୟରେ ଉନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ଫଳପ୍ରଦ ହେବେ ।

ବିଛା :ଆଜି ଦିନଟି ବହୁତ ଭଲ ରହିବ ଏବଂ ପାରିବାରିକ ସମ୍ପର୍କରେ ବୁଝାମଣା ରହିବ । ବ୍ୟବସାୟ କ୍ଷେତ୍ରରେ ବିଶେଷ ଉନ୍ନତି ଆସିବ ଏବଂ ବିଦ୍ୟାର୍ଥୀମାନଙ୍କର ମଧ୍ୟମ ଧରଣର ଉନ୍ନତି ହେବ ।

ଧନୁ :ଆଜି ଦିନଟି ବିଶେଷ ଶୁଭପ୍ରଦ ହୋଇନପାରେ । ଦେହ ଭଲ ରହିଲେ ମଧ୍ୟ ମାନସିକସ୍ତରରେ ଚିନ୍ତିତ ରହିପାରନ୍ତି । କର୍ମକ୍ଷେତ୍ରକୁ ନେଇ ଆପଣ ମାନେ ବିଶାଦିତ ରହିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନଙ୍କର ସଫଳତା ପୂର୍ବାପେକ୍ଷା କମ୍ ରହିପାରେ ।

ମକର:ଆଜି ଦିନଟି ବହୁତ ଖୁସିରେ କଟିବ ଓ ଆପଣ ଦୂର ଯାତ୍ରା କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବିଶେଷ ଉନ୍ନତି ହୋଇ ନପାରେ । ବିଦ୍ୟାର୍ଥୀମାନଙ୍କର ଆଜି ଦିନଟିରେ କିଛି ଶୁଭ ସମାଚାର ପାଇବେ ।

କୁମ୍ଭ:ଆଜି ଦିନଟି ଆପଣଙ୍କର ବିଶେଷ ଭଲ ନ ରହିପାରେ । ଶତ୍ରୁମାନେ ଆପଣଙ୍କ କ୍ଷତି କରି ପାରନ୍ତି । ବିଦ୍ୟାର୍ଥୀମାନଙ୍କର ବହୁତ ଉନ୍ନତି ଘଟିବ ।

ମୀନ:ଆଜି ଦିନଟି ଆପଣଙ୍କ ବହୁତ ଶୁଭ ଅଛି । ଆଜି ଭଳିଦିନରେ ନୂତନ କାର୍ଯ୍ୟ ଆରମ୍ଭ କଲେ ଲାଭବାନ ହେବେ । ବିଦ୍ୟାର୍ଥୀ ମାନଙ୍କର ବିଶେଷ ଫଳପ୍ରଦ ହେବେ ।

ପଣ୍ଡିତ ମଙ୍ଗରାଜ କର

ସୋମନାଥପୁର କାକଟପୁର

ଫୋନ -୯୪୩୮୬୪୪୪୭୫

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୫/୩୭ ସୂର୍ଯ୍ୟଅସ୍ତ – ସଂଘ ୦୬/୧୮/୩୦ ରାହୁକାଳ – ଦିବା ଘ ୧୦/୧୫ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ସୂର୍ଯ୍ୟଉଦୟ- ପ୍ରାଘ୦୫/୨୨/୫୫, ସୂର୍ଯ୍ୟଅସ୍ତ – ସଂଘ ୦୬/୨୨/୩୬ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ରାହୁକାଳ – ଦିବା ଘ ୦୧/୩୦ ରୁ ଦିବା ଘ ୦୩/୦୮...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ । ଅଦ୍ୟ ମକର ରାଶିର ଘାତବାର  ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮ ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯ ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩...