ଆଜିର ରାଶିଫଳ:ଗୁରୁବାର

୩୦ ଜୁଲାଇ ୨୦୨୦

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ

ସୂର୍ଯ୍ୟଉଦୟ- ପ୍ରାଘ୦୫/୨୨/୫୫, ସୂର୍ଯ୍ୟଅସ୍ତ – ସଂଘ ୦୬/୨୨/୩୬

ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର ।

ରାହୁକାଳ – ଦିବା ଘ ୦୧/୩୦ ରୁ ଦିବା ଘ ୦୩/୦୮ ମଧ୍ଯରେ ।

ଆଜି ଶିମ୍ବ ଖାଇବା ମନା ।

ଅମୃତବେଳା : ରାତ୍ର ୦୮/୩୬ ଗତେ ଦି ଘ ୧୧/୩୧ ମଧ୍ଯରେ ସଂଧ୍ଯ ଘ ୦୬/୧୪ ଗତେ ରାତ୍ର ଘ ୧୦/୩୫ ମଧ୍ୟରେ ।

ସତର୍କତା – ଦିବା ଘ ୦୭/୪୩ ଗତେ ୩/୫/୭/୯/୧୨/୧୪/୧୬/୧୮/ ୨୧/୨୩/୨୫/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭ ।

ମେଷ: ପରିବେଶ ଲାଭଜନକ ହେବ । ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ । ସ୍ବାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭ ଜନକ ହୋଇପାରେ ।

ବୃଷ: ବନ୍ଧୁ ମିଳନ ଘଟିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ରେ ଅଗ୍ରଗତି ଘଟିବ । ନିଜର ଲକ୍ଷ୍ୟ ହାସଲ ପାଇଁ ବନ୍ଧୁଙ୍କୁ ମିଠା କଥାରେ ଆପଣାର କରିବେ ।

ମିଥୁନ: ଉଦାସ ମନୋଭାବ ଗ୍ରହଣ କରିବେ । ଲୋଭଗ୍ରସ୍ତ ହୋଇପାରନ୍ତି । ଇଷ୍ଟ ସିଦ୍ଧି ହେବ । ଅର୍ଥ ମିଳିବାର ସୁଯୋଗ ଅଛି । ବିଭିନ୍ନ ସ୍ତରରୁ ସହ ଯୋଗର ହାତ ଲମ୍ବି ଆସିବ । ବ୍ୟବସାୟ ଲାଭଜନକ ହେବ । ବାକି ଅର୍ଥ ମିଳିପାରେ ।

କର୍କଟ: ଅର୍ଥାଭାବ ରହିବ ନାହିଁ । ବିବାଦରେ ବିଜୟୀ ହେବେ । ନୂଆ ବସ୍ତ୍ର ପ୍ରାପ୍ତ ହେବେ । ମିତ୍ର, ଗ୍ରାମ, ଉତ୍ତମ ବାହନ ଓ ନାନା ସୁଖଭୋଗ କରିବେ । ଦେବ ପୂଜାରେ ନିରତ ହେବେ ଓ ନିତ୍ୟାନନ୍ଦ ଭୋଗ କରିବେ ।

ସିଂହ: ଜଞ୍ଜାଳରେ ଛନ୍ଦି ହୋଇ ପ୍ରତାରିତ ହେବେ । ବିବାଦରେ ବିଜୟୀ ହେବେ । ଅର୍ଥ ଓ ବସ୍ତ୍ରଲାଭର ସୂଚନା ମିଳୁଛି । କଥାବାର୍ତ୍ତାରେ ସଂଜମତା ରକ୍ଷା କରିବାକୁ ପଡ଼ିବ । ଦାରିଦ୍ର୍ୟର ଅବସାନ ଘଟିବ । ସୁଖ ମିଳିବ ।

କନ୍ୟା: ନୂତନ ନିଯୁକ୍ତି ସୁଯୋଗ ରହିଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ଚିନ୍ତା ଦୂର ହେବ । ସମ୍ମାନିତ ହେବେ । ଉଚ୍ଚକର୍ତ୍ତୃପକ୍ଷଙ୍କ ସାନ୍ନିଧ୍ୟ ଲାଭ କରିବେ । ପାରିବାରିକ ଶାନ୍ତି ମିଳିବ । ପ୍ରତିଯୋଗିତାରେ ବିଜୟୀ ହେବେ ।

ତୁଳା:ଆଜି ପରାଶ୍ରିତ ହୋଇପାରନ୍ତି । ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଘଟି ପାରେ । ମନରେ ଭୟ ଉପୁଜିବାର ସମ୍ଭାବନା ଅଛି । ଅତ୍ୟଧିକ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ବିଭିନ୍ନ ଦିଗରୁ ଧନାଗମର ଶୁଭ ସୂଚନା ମିଳୁଛି ।

ବିଛା: ଗାଡ଼ି ଚଳା ଚଳରେ ସତର୍କ ରହିବେ । ସୁଖ-ସମ୍ମାନ ଲାଭ କରି ପାରନ୍ତି । ଆୟ ଆଶାନୁରୂପ ହେବ । ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ ହେବେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ ହେବେ ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ରହିବେ । କାର୍ଯ୍ୟରେ ସଫଳତା ମିଳିବ; ମାତ୍ର କଷ୍ଟ ସ୍ବୀକାର କରିବାକୁ ପଡ଼ିବ ।

ମକର: ପରର ଉପକାର କରିବାକୁ ଯାଇ ନିଜେ କ୍ଷତି ଗ୍ରସ୍ତ ହେବାର ସୂଚନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟ କିଣିବେ । ଲୋକପ୍ରିୟତା ଅର୍ଜନ କରିବେ । ଅଧିକ ଦାୟିତ୍ବ ବହନ କରିପାରନ୍ତି । ଆୟ ବୃଦ୍ଧି ହେବ । କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।

କୁମ୍ଭ: ଲୋକମାନଙ୍କର ଆଦରଣୀୟ ହେବେ । ସମ୍ମାନିତ ହେବା ଆଶା କରାଯାଏ । କାର୍ଯ୍ୟ ସିଦ୍ଧି ହେବ, ମାତ୍ର ବିଳମ୍ବରେ । ବ୍ୟବସାୟରେ ଲାଭବାନ ହେବେ । କେତେକ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ସରକାରୀ ଧନ ମିଳିପାରେ ।

ମୀନ: କର୍ମକ୍ଷେତ୍ରରେ ଆଗୁଆ ହେବେ । ପରୋପକାରୀ ହୋଇ ପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତିି । ପାରିବାରିକ ଶାନ୍ତି ମିଳିବ । ପ୍ରିୟଜନଙ୍କ ସହ ଭ୍ରମଣ ସୁଖ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ ।

ପଣ୍ଡିତ ମଙ୍ଗରାଜ କର

ସୋମନାଥପୁର, କାକଟପୁର

ଫୋନ:୯୪୩୮୬୪୪୪୭୫

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୫/୩୭ ସୂର୍ଯ୍ୟଅସ୍ତ – ସଂଘ ୦୬/୧୮/୩୦ ରାହୁକାଳ – ଦିବା ଘ ୧୦/୧୫ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ସୂର୍ଯ୍ୟଉଦୟ- ପ୍ରାଘ୦୫/୨୨/୫୫, ସୂର୍ଯ୍ୟଅସ୍ତ – ସଂଘ ୦୬/୨୨/୩୬ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ରାହୁକାଳ – ଦିବା ଘ ୦୧/୩୦ ରୁ ଦିବା ଘ ୦୩/୦୮...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ । ଅଦ୍ୟ ମକର ରାଶିର ଘାତବାର  ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮ ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯ ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩...