ଆଜିର ରାଶିଫଳ:ରବିବାର

୦୨ ଅଗଷ୍ଟ ୨୦୨୦

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

 ଅଦ୍ୟ ମେଷ ରାଶିର ଘାତବାର ।

ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୩/୫୮

ସୂର୍ଯ୍ୟଅସ୍ତ – ସଂଘ ୦୬/୨୧/୧୧

ରାହୁକାଳ – ଦିବା ଘ ୦୪/୪୪ ରୁ ସଂଧ୍ଯ ଘ ୦୬/୨୧ ମଧ୍ଯରେ ।

ଆଜି  ମାଛମାଂସ ଖାଇବା ମନା

ମୃତେ ଏକ ପାଦ ପୁଷ୍କର ଦୋଷ ପ୍ରାତଃ ଘ ୦୬/୫୫ ଗତେ ଦୁଇ ପାଦ ପୁଷ୍କର ଦୋଷ ।

ଅମୃତବେଳା : ଦିଘ ୦୬/୫୯ ଗତେ ଦିନ ଘ ୧/୦୨ ମଧ୍ଯରେ,  ରାତ୍ର ଘ ୦୮/୧୭ ଗତେ ରାତ୍ରି ଘ ୧୦/୪୫ ମଧ୍ୟରେ ରା ଘ ୪/୩୩ ଗତେ ନି ଘ ୬/୧୧ ମଧ୍ୟରେ ।

ସତର୍କତା – ପ୍ରାତଃ ଘ ୦୬/୫୫ ଗତେ ୧/୩/୬/୮/୧୦/୧୨/୧୫/୧୭/ ୧୯/୨୧/୨୪/୨୬ ନକ୍ଷତ୍ରଙ୍କପାଇଁ ଅଶୁଭପ୍ରଦ ।

ମେଷ: ବାଧାବିଘ୍ନ ଥାଇ ମଧ୍ୟ ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି  । ଆକସ୍ମିକ ଧନଲାଭର ସୂଚନା ମିଳୁଛି ବ୍ୟବସାୟ ଠିକ୍‍ ଚାଲିବ ।

ବୃଷ: ଅର୍ଥଲାଭ ଦେଖାଯିବ, ଶାରୀରିକ ଦୁର୍ବଳତା ଅନୁଭବ କରିବେ, ମନରେ ଅସନ୍ତୋଷ ପ୍ରକାଶ ପାଇବ, ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହେବେ, ଚଞ୍ଚଳ ପ୍ରକୃତିର ହେବେ ।

ମିଥୁନ : ଶରୀର ସୁସ୍ଥ ରହିବ, ଆୟ ଆଶାନୁରୂପ ହୋଇପାରେ, ଲୋକପ୍ରିୟତା ଅର୍ଜନ କରିବେ, ସରକାରୀ ସ୍ତରରେ ସମ୍ମାନୀତ ହେବେ, ମନ ପ୍ରସନ୍ନ ରହିବ, ମିତ୍ର ସୁଖ ଲାଭ କରିବେ ।

କର୍କଟ : ଦାନଧର୍ମ ରେ ଦୀକ୍ଷିତ ହୋଇପାରନ୍ତି, ମଧୁରଭାସି ହେବେ ଅଶାନ୍ତିର ଅବସାଦ ଘଟିବ, ଭାତୃ ଭାବ ଅତୁଟ ରହିବ, ଏକାନ୍ତ ପ୍ରିୟ ହେବେ, ଖର୍ଚ୍ଚାନ୍ତ ହେବେ ।

ସିଂହ : ଲୋଭଗ୍ରସ୍ତ ହୋଇପାରନ୍ତି, କର୍ମ କ୍ଷେତ୍ରରେ ଉତ୍ସାହିତ ହେବେ, କର୍ମ ଚଞ୍ଚଳ ହୋଇପାରନ୍ତି, ପରଉପକାରୀ ହେବେ, ପତ୍ନୀଙ୍କ ପ୍ରତି ଯତ୍ନବାନ ହେବେ ।

କନ୍ୟା : ଭାତୃବିବାଦ ଉପୁଜିବାର ସମ୍ଭାବନା ଅଛି, ଯେତେ ସାହାଯ୍ଯ ପାଇ ମଧ୍ଯ କାର୍ଯ୍ୟରେ ସଫଳତା ମିଳିବା କଷ୍ଟ ହେବ, ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ନିଜକୁ ଦୁର୍ବଳ ଅନୁଭବ କରିବେ ।

ତୁଳା : ପଠନ ଲିଖନ ଉପରେ ଗୁରୁତ୍ଵ ଦେଇପାରନ୍ତି, ଧର୍ମକାର୍ଯ୍ୟରେ ମନଦେଇ ପାରନ୍ତି, ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ, ସାଧାରଣ ବିନୟଭାବ ପ୍ରଦର୍ଶନ କରିବେ ।

ବିଛା : ବ୍ୟବସାୟରେ ଲାଭବାନ ହେବେ, ମନ ଶାନ୍ତ ରହିବ, ନିଜକୁ ନିଜେ ଉଚ୍ଛ୍ୱସିତ ବୋଲି ମନେ କରିପାରନ୍ତି, ଚାକିରିରେ ସୁନାମ ଅର୍ଜନ କରିବେ ଶୁଭ ଖବର ପାଇଁ ଖୁସି ଅନୁଭବ କରିବେ ।

ଧନୁ : ଶୁଭ ସମାଚାର ପାଇ ଖୁସି ହେବେ । ଲିଖନ ପଠନରେ କୃତ୍ତିତ୍ତ୍ୱ ହାସଲ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନଲାଭ ହେବ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

ମକର : ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ତରବର ନହୋଇ ଅପେକ୍ଷାରତ ହେଲେ ସଫଳତା ଅବଶ୍ୟ ମିଳିବ । ସୌଭାଗ୍ୟଶାଳୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।

କୁମ୍ଭ :ବ୍ୟବସାୟରେ ପ୍ରଭୂତ ଉନ୍ନତି ସାଧନ କରିବେ । ସୁଖ ଶାନ୍ତିରେ ଦିନଟି ଅତିବାହିତ ହୋଇପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ।

ମୀନ : ପ୍ରତ୍ୟେକ କାର୍ଯ୍ୟ ବୁଝି ବିଚାରି କରିବେ । ଚଞ୍ଚଳ ସ୍ୱାଭବର ହୋଇପାରନ୍ତି । ନିରୋଳା ସ୍ଥାନରେ ସମୟ କଟାଇବାକୁ ଇଚ୍ଛାପ୍ରକାଶ କରିପାରନ୍ତି । ମଧୁର ଭାଷୀ ହେବେ । ଖର୍ଚ୍ଚାନ୍ତ ହେବେ ।  ସ୍ୱାଭିମାନୀ ହୋଇପାରନ୍ତି । ସୁଶୀଳ ଓ ବିଧିଜ୍ଞ ହେବେ ।

ପଣ୍ଡିତ ମଙ୍ଗରାଜ କର

ସୋମନାଥପୁର କାକଟପୁର

ଫୋନ- ୯୪୩୮୬୪୪୪୭୫

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୫/୩୭ ସୂର୍ଯ୍ୟଅସ୍ତ – ସଂଘ ୦୬/୧୮/୩୦ ରାହୁକାଳ – ଦିବା ଘ ୧୦/୧୫ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ସୂର୍ଯ୍ୟଉଦୟ- ପ୍ରାଘ୦୫/୨୨/୫୫, ସୂର୍ଯ୍ୟଅସ୍ତ – ସଂଘ ୦୬/୨୨/୩୬ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ରାହୁକାଳ – ଦିବା ଘ ୦୧/୩୦ ରୁ ଦିବା ଘ ୦୩/୦୮...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ । ଅଦ୍ୟ ମକର ରାଶିର ଘାତବାର  ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮ ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯ ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩...