ଆଜିର ରାଶିଫଳ:ମଙ୍ଗଳବାର

୦୧ ସେପ୍ଟେମ୍ବର ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ଅଦ୍ୟ ମକର ରାଶିର ଘାତବାର ।

ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୧୭
ସୂର୍ଯ୍ୟଅସ୍ତ – ସଂଘ ୦୬/୦୦/୦୭

ରାହୁକାଳ – ଦିବା ଘ ୦୨/୫୩ ରୁ ଦିବା ଘ ୦୪/୨୭ ମଧ୍ଯରେ ।

ଆଜି ମାଛମାଂସ ଖାଇବା ମନା ।

ଅମୃତବେଳା : ଦିଘ ୧୦/୦୩ ଗତେ ଦିନ ଘ ୧୦/୪୭ ମଧ୍ଯରେ, ରାଘ ୦୧/୩୫ ଗତେ ୧୧/୨୭ ମଧ୍ୟରେ

ସତର୍କତା – ଦିନ ଘ ୦୪/୪୦ ଗତେ ୨/୪/୬/୯/୧୧/୧୩/୧୭/ ୧୮/୨୦/୨୨/୨୪/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ: ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ । ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ । ଅଧ୍ୟାପକଙ୍କୁ ବଡ଼ କଲେଜରେ ବଢ଼ିଆ ପ୍ରସ୍ତାବ ମିଳିବ । ଶତ୍ରୁରେ ବିଜୟ ଲାଭ କରିବେ ।

ବୃଷ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ; ଦିନଟି ଭଲରେ କଟିବ । ପ୍ରତିଯୋଗିତାରେ ସଫଳତା ପାଇବେ । ବ୍ୟବସାୟ ଲାଗି ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଉଧାର ଦେଇଥିବା ପଇସା  ଫେରସ୍ତ ପାଇବେ ।

ମିଥୁନ: ଘରର ବାତାବରଣରେ ଖୁସି ରହିବେ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ । ନୂଆ ସମ୍ବନ୍ଧ ଆରମ୍ଭ ହେବ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ବାହନ କିଣିବା ପାଇଁ ଦିନଟି ଶୁଭ ।

କର୍କଟ: ଭାବନାକୁ ସକାରାତ୍ମକ ରଖନ୍ତୁ । ଆର୍ଥିକ ସ୍ଥିରତା ଲାଗି ପରିଶ୍ରମର ଗତି ଅଧିକ କରିବାକୁ ହେବ । ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରେ । ସମ୍ଭବ ହେଲେ ଦୂରସ୍ଥାନ ଯାତ୍ରାରୁ ନିବୃତ୍ତ ରହନ୍ତୁ ।

ସିଂହ: ସମୟ ଅନୁକୂଳ । ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ । ସ୍ଥଗିତ ଥିବା ସରକାରୀ କାମ ପୂରା ହେବ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ ।

କନ୍ୟା: ଆପଣଙ୍କ ମନ ଖୁସି ରହିବ । ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ । ବ୍ୟବସାୟରେ କିଛି ନୂଆ କରିବା ପାଇଁ ଦିନଟି ଶୁଭ ରହିବ । ରାଜନୀତିରେ ସଫଳତା ମିଳିବ । ଜୀବନସାଥୀଙ୍କ ଠାରୁ ସୁଖ ପାଇବେ ।

ତୁଳା: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ସଫଳ ମିଳିବ ନାହିଁ । ଶାରୀରିକ ଓ ମାନସିକ ଯନ୍ତ୍ରଣା ଅନୁଭବ କରିବେ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ବିଦେଶ ଯିବା ପାଇଁ ଯୋଜନା କରିବେ । 

ବିଛା: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ । ଭବିଷ୍ୟତରେ ଲାଭ ମିଳିବା ପାଇଁ ନିବେଶର ପ୍ରସ୍ତାବ ପାଇବେ । ସନ୍ତାନଙ୍କ କୌଣସି ବିଶେଷ କାର୍ଯ୍ୟ ପାଇଁ ଧନ ଖର୍ଚ୍ଚ ହୋଇପାରେ । ଶତ୍ରୁମାନଙ୍କ ପ୍ରତି ସତର୍କ ରହନ୍ତୁ ।

ଧନୁ: ଆଜି ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ ନାହିଁ କାରଣ ଶରୀରରେ କୌଣସି ଜାଗାରେ ଆଘାତ ହୋଇପାରେ । ପାରିବାରିକ ଜୀବନ ଓ ଶିକ୍ଷା କ୍ଷେତ୍ରରେ ଅଶାନ୍ତି ଅନୁଭବ କରିବେ । ଆଜି ଦାମ୍ପତ୍ୟ ଜୀବନ ସୁଖମୟ ହେବ ନାହିଁ ।

ମକର: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆଇନକାନୁନ ମାମଲାର ସମାଧାନ ହୋଇପାରେ । କୌଣସି ବଡ଼ କଂପାନିରେ ଚାକିରି ପ୍ରସ୍ତାବ ମିଳିପାରେ । ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ ।

କୁମ୍ଭ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ଆପଣଙ୍କ ରଚନାତ୍ମକ କାର୍ଯ୍ୟକଳାପରେ ଲୋକେ ପ୍ରଭାବିତ ହେବେ ।  ସନ୍ତାନଙ୍କ ସଫଳତାରୁ ଆପଣଙ୍କୁ ଖୁସି ମିଳିପାରେ ।

ମୀନ: ଉନ୍ନତି ପାଇଁ ବ୍ୟକ୍ତି ପାଇବେ । ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବେ । ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର କାକଟପୁର
ଫୋନ:୯୪୩୮୬୪୪୪୭୫

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୩୩/୦୯ ସୂର୍ଯ୍ୟଅସ୍ତ – ସଂଘ ୦୫/୫୬/୩୯ ରାହୁକାଳ – ଦିବା ଘ ୦୮/୩୯ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୫୭ ସୂର୍ଯ୍ୟଅସ୍ତ – ସଂଘ ୦୫/୫୭/୩୧ ରାହୁକାଳ – ଦିବା ଘ ୧୦/୧୨ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୪୪ ସୂର୍ଯ୍ୟଅସ୍ତ – ସଂଘ ୦୫/୫୮/୨୪ ରାହୁକାଳ – ଦିବା ଘ ୧/୧୮ ରୁ ଦିବା...
  • ଆଜିର ରାଶିଫଳ:ବୁଧବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ସୂର୍ଯ୍ୟଉଦୟ- ପ୍ରାଘ୦୫/୩୨/୩୧, ସୂର୍ଯ୍ୟଅସ୍ତ – ସଂଘ ୦୫/୫୯/୧୫ ଅଦ୍ୟ କର୍କଟରାଶିର ଘାତବାର୍ ରାହୁକାଳ – ଦିବା ଘ ୧୧/୪୬ ରୁ ଦିବା ଘ ୦୧/୧୯ ମଧ୍ଯରେ । ଆଜି ପାଣିକଖାରୁ...