ଆଜିର ରାଶିଫଳ:ଶୁକ୍ରବାର

୦୪ ସେପ୍ଟେମ୍ବର ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର । 

ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୫୭
ସୂର୍ଯ୍ୟଅସ୍ତ – ସଂଘ ୦୫/୫୭/୩୧

ରାହୁକାଳ – ଦିବା ଘ ୧୦/୧୨ ରୁ ଦିବା ଘ ୧୧/୪୫ ମଧ୍ୟରେ । 

ଆଜି ପୋଟଳ ଖାଇବା ମନା ।

ଅମୃତବେଳା :ଦି ଘ ୦୭/୦୦ ଗତେ ଦି ଘ ୧/୧୦ ମଧ୍ୟରେ, ଦି ଘ ୦୪/୧୫ ଗତେ ଦି ଘ ୦୫/୦୧ ମଧ୍ୟରେ ।

ସତର୍କତା – ରାତ୍ରି ଘ ୧୧/୩୧ ଗତେ ୩/୫/୭/୯/୧୨/୧୪/୧୬/୧୮/ ୨୧/୨୩/୨୫/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଜାତ ହେବ । ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ପରିଯୋଜନା ମିଳିବ ।

ବୃଷ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ । ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ । ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ ।

ମିଥୁନ: ଭାଗ୍ୟ ବଦଳାଇବା ପାଇଁ ସମୟ ଭଲ । ବ୍ୟବସାୟରେ ଭଲ ସୁଯୋଗ ପାଇବେ । ସାମାଜିକ ମେଳମିଳାପ ବଢ଼ିବ । ଅଚାନକ ଧନଲାଭ ହେବ । ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ ।

କର୍କଟ: ଆଜି ଆପଣ ନିଜର ଊର୍ଜାକୁ ଠିକ ରୂପେ ବ୍ୟବହାର କରିବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ । ଅଫିସରେ ଦିନଟି ଭଲରେ କଟିବ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ ।

ସିଂହ: ଦିିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ । ସବୁ ସମସ୍ୟାର ସମାଧାନ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ପ୍ରିୟ ବନ୍ଧୁଙ୍କଠାରୁ ଉପହାର ପାଇବେ ।

କନ୍ୟା: ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ଭୂସଂପତ୍ତି କିଣିବା ପାଇଁ ଯୋଜନା କରିବେ । ରାଜନୀତିରେ ଖ୍ୟାତି ବଢ଼ିବ ।

ତୁଳା: ପରିଶ୍ରମର ଫଳ ଦ୍ବିଗୁଣ ପାଇବେ । ସମାଜରେ ଲୋକପ୍ରିୟତା ବଢ଼ିବ । ଅଫିସ କାମରେ ଲାଗି ରହିଥିବା ବାଧା ଦୂର ହେବ । ପ୍ରିୟବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ । ପ୍ରେମ ଆଳାପ ପାଇଁ ଭଲ ଦିନଟିଏ ।

ବିଛା: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ । ଉନ୍ନତି ପାଇଁ ବିଭିନ୍ନ ବାଟ ଆପଣଙ୍କ ସାମନାକୁ ଆସିବ । ସାମାଜିକ ସମାରୋହକୁ ଯାଆନ୍ତୁ; ମାନସମ୍ମାନ ବୃଦ୍ଧି ହେବ । ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ ।

ଧନୁ: ପୁରାଦିନ ଖୁସି ମନରେ ରହିବେ । ଜୀବନସାଥୀଙ୍କ ଠାରୁ ସୁଖ ପାଇବେ । ଆୟର ନୂଆ ସ୍ରୋତ ମିଳିପାରେ । ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ । ସମାଜରେ ଆପଣଙ୍କୁ ମାନସମ୍ମାନ ମିଳିବ ।

ମକର: ରାଜନୈତିକ ପ୍ରଭାବ ବୃଦ୍ଧି ହେବ । ସାହସ ବଢ଼ିବ; ସମ୍ମାନ ମିଳିବ ଓ ପଇସା ଆସିବ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ବନ୍ଧୁ ଓ ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବେ । ଦୀର୍ଘ ଦିନର ଅଟକିଥିବା ପଇସା ମିଳିବ । ଅଫିସରେ ପଦୋନ୍ନତିର ସୁଯୋଗ ରହିଛି । ପ୍ରେମ ସାଗରରେ ବୁଡ଼ ପକାଇବେ ।

ମୀନ: ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ । ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ । ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ । ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥ ପୁର କାକଟପୁର
ଫୋନ ୯୪୩୮୬୪୪୪୭୫

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୩୩/୦୯ ସୂର୍ଯ୍ୟଅସ୍ତ – ସଂଘ ୦୫/୫୬/୩୯ ରାହୁକାଳ – ଦିବା ଘ ୦୮/୩୯ ରୁ ଦିବା...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୪୪ ସୂର୍ଯ୍ୟଅସ୍ତ – ସଂଘ ୦୫/୫୮/୨୪ ରାହୁକାଳ – ଦିବା ଘ ୧/୧୮ ରୁ ଦିବା...
  • ଆଜିର ରାଶିଫଳ:ବୁଧବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ସୂର୍ଯ୍ୟଉଦୟ- ପ୍ରାଘ୦୫/୩୨/୩୧, ସୂର୍ଯ୍ୟଅସ୍ତ – ସଂଘ ୦୫/୫୯/୧୫ ଅଦ୍ୟ କର୍କଟରାଶିର ଘାତବାର୍ ରାହୁକାଳ – ଦିବା ଘ ୧୧/୪୬ ରୁ ଦିବା ଘ ୦୧/୧୯ ମଧ୍ଯରେ । ଆଜି ପାଣିକଖାରୁ...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୧୭ ସୂର୍ଯ୍ୟଅସ୍ତ – ସଂଘ ୦୬/୦୦/୦୭ ରାହୁକାଳ – ଦିବା ଘ ୦୨/୫୩ ରୁ ଦିବା ଘ ୦୪/୨୭...