ଆଜିର ରାଶିଫଳ:ଶନିବାର

୦୫ ସେପ୍ଟେମ୍ବର ୨୦୨୦

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ

ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ।

ସୂର୍ଯ୍ୟଉଦୟ -ପ୍ରାଘ ୦୫/୩୩/୦୯
ସୂର୍ଯ୍ୟଅସ୍ତ – ସଂଘ ୦୫/୫୬/୩୯

ରାହୁକାଳ – ଦିବା ଘ ୦୮/୩୯ ରୁ ଦିବା ଘ ୧୦/୧୨ ମଧ୍ଯରେ ।

ମାହେନ୍ଦ୍ରବେଳା ଦିଘ ୦୮/୩୧ ରୁ ଦିନ ଘ ୧୨/୨୩ ମଧ୍ଯରେ ।

ଆଜି ମୂଳା ଖାଇବା ମନା ।

ସତର୍କତା – ରାତି ଘ ୦୨/୨୪ ଗତେ ୧/୪/୬/୮/୧୦/୧୩/୧୫/୧୭/ ୧୯/୨୨/୨୪/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ:ଆଜି ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ସମ୍ପର୍କୀୟ ବନ୍ଧୁଙ୍କ ଆକ୍ରୋସର ଶିକାର ହୋଇପାରନ୍ତି । କର୍ମ କ୍ଷେତ୍ରରେ ଓ ସାଙ୍ଗଠନିକ କାର୍ଯ୍ୟ ରେ ପ୍ରଶଂସିତ ହେବେ । ବ୍ୟବସାୟ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଯୋଜନା କାର୍ଯ୍ୟକାରୀ ହେବ ।

ବୃଷ: ଅର୍ଥ ମିଳିବ ସହ ସମାଜରେ ପ୍ରଶଂସିତ ହେବେ ।  ସତ୍ୟ ଭାଷଣରେ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତ ପାର୍ଥ୍ୟକ ସୃଷ୍ଟି କରିବ । ରାଜନୌତିକ କ୍ଷେତ୍ରରେ ଅଥବା ପ୍ରଶାସନିକ ସ୍ତରରେ ବିଚାର ବିମର୍ଷ ସହ ତତ୍ପରତା ବଢ଼ିପାରେ ।

ମିଥୁନ:କୌଣସି ନୂତନ କର୍ମ ବ୍ୟସ୍ତ ସକାଶେ ଜୋର ସୋରରେ ପ୍ରସ୍ତୁତି ଚଲାଇ ପାରନ୍ତି । ବନ୍ଧୁର ମେଳରେ ଆଜିର ମନୋରଞ୍ଜନ କାର୍ଯ୍ୟ ଫଳପ୍ରଦ ହେବ । କଳା, ସାହିତ୍ୟ,ରଚନା କ୍ଷେତ୍ରରେ ଅଗ୍ରଗତି ଘଟିବ ସହ ସନ୍ତୋଷ ମିଳିବ । ସନ୍ତାନ ଗୌରବର ଗର୍ବିତ ହୋଇ ପାରନ୍ତି ।

କର୍କଟ:ସ୍ୱାସ୍ଥ୍ୟ ସମସ୍ୟାକୁ ବିଳମ୍ବିତ କରି ଅନୁତପ୍ତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ହୋଇପାରନ୍ତି । ପରିବାରର ଖୁସି ନିମନ୍ତେ ଋଣ କରିବା ଉଦ୍ୟସରେ ଅର୍ଥ ଲାଭ ହୋଇପାରେ । ସାହିତ୍ୟ , କଳା କ୍ଷେତ୍ରରେ ପ୍ରଶଂସିତ ହେବେ ।

ସିଂହ:ଦକ୍ଷତା ଓ ବଳିଷ୍ଠ ବ୍ୟକ୍ତିତ୍ୟ ସାମାଜିକ ସ୍ତରରେ ସାମ୍ନାର ଶୀର୍ଷକୁ ନେବାରେ ସାହାଯ୍ୟ କରିବ । ବାଣିଜ୍ୟ,ବ୍ୟବସାୟ,ଶିଳ୍ପରେ ଉନ୍ନତି ଘଟିବ । ସ୍ୱାସ୍ଥ୍ୟରେ ଉନତି ଘଟିବ । କର୍ମ କ୍ଷେତ୍ରରେ ନୂତନ ଦାଇତ୍ୱ ହାତକୁ ନେଇପାରନ୍ତି ।

କନ୍ୟା:ପ୍ରତ୍ୟକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବା ସହ ଅର୍ଥ ମଧ୍ୟ ପାଇବାର ଯୋଗ ରହିଛି । ରାଜନୀତିକ ଓ ଆନୁଷ୍ଠାନିକ କର୍ମରେ ପ୍ରତି ସ୍ତରରେ ଗମ୍ଭୀର ରହିଛି । ବନ୍ଧୁ ପ୍ରତିଶୃତି ରକ୍ଷା କରି ଠିକ ସମୟରେ ଆସିବେ ଏବଂ ସାହାଯ୍ୟ କରିବେ ।

ତୁଳା:ପ୍ରତ୍ୟକ କ୍ଷେତ୍ରରେ ଆପଣଙ୍କ ଅନୁକମ୍ପାର ଆବଶ୍ୟକତାରୁ ନିକଟ ସମ୍ପର୍କୀୟ ମାନେ ଆଶାୟୀ ହେବେ । କାର୍ଯ୍ୟ ବ୍ୟସ୍ତତା ମଧ୍ୟେ ଅପରାହ୍ନରେ କୌଣସି ଖବର ପାଇ ବିସ୍ମୟ ହୋଇ ପାରନ୍ତି । ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଦେଖାଦେବ । ପାରିବାରିକ ସ୍ଥିତି ପୂର୍ବପରି ରହିବ ।

ବିଛା: ଚିନ୍ତାଧାର ଓ ଦୁଃସାହସିକ ପଦକ୍ଷେପ କାର୍ଯ୍ୟ ହାସଲରେ ସହାୟକ ହେବେ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା କାମ ବିଷୟରେ ଖବର ପାଇ  ଖୁସି ହେବେ । ସଂଗଠିତ,ରାଜନୀତି, ପ୍ରଶାସନ ପାଇ ଆଜି ଦିନଟି ଖୁବ ଭଲ ।

ଧନୁ:ମନର ବଳ ଖୁବ ଟାଣ ରହିବ ପ୍ରତ୍ୟକ କାମକୁ ସଫଳତାର ସହ ସମ୍ପାଦନା କରିବେ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଦୁରାଯାତ୍ରା ସଫଳ ହେବ । କୌଣସି ନୂତନ ଜିନିଷ ଲାଭ କରି ପରିବାରରେ ଆଦରଣୀୟ ହେବେ ।

ମକର:ଦୁଶ୍ଚିନ୍ତା ଦୁର ହେବା ସହ କାମ ହାସଲରେ ମାନସିକ ସ୍ଥିତି ଭଲ ରହିବ । ପାରସ୍ପରିକ ବୁଝାବଣା କେତେକାଂଶରେ ପାରିବାରିକ ଜୀବନରେ ଅଶାର ଆଲୋକକୁ ପ୍ରଜ୍ଜଳିତ କରିପାରେ । ଯାତ୍ରାରେ ଜିନିଷ ପ୍ରତି ସତର୍କ ରୁହନ୍ତୁ ନଚେତ ଅଦଳ ବଦଳ ହୋଇପାରେ ।

କୁମ୍ଭ:ସ୍ୱାସ୍ଥ୍ୟ ରେ ଉନ୍ନତୀ ଓ ବନ୍ଧୁମାନଙ୍କ ସାହାଯ୍ୟ କରି ଖୁସି ହେବେ । ସାଧାରଣ କେତେକ ବ୍ୟତିକର୍ମକୁ ବାଦ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବ ।
କିନ୍ତୁ ଦୂରଯାତ୍ରା କରନ୍ତୁ ନାହିଁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ମୀନ:ଦୂରଯାତ୍ରାର ଯୋଗ ରହିଛି । କର୍ମ କ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧି ହୋଇପାରନ୍ତି । ଦୀର୍ଘ ପଥ ଭ୍ରମଣ ହେତୁ କ୍ଲାନ୍ତି ଏବଂ ଅବସନ୍ନ ହୋଇପାରନ୍ତି । ଆଜିର କାମକୁ ଶେଷ କରିବାକୁ ଚାହିଁଲେ ଶେଷ କରିପାରିବେନି । ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ଲାଭ କରିବେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର କାକଟପୁର
ଫୋନ -୯୪୩୮୬୪୪୪୭୫

RELATED BY

  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୫୭ ସୂର୍ଯ୍ୟଅସ୍ତ – ସଂଘ ୦୫/୫୭/୩୧ ରାହୁକାଳ – ଦିବା ଘ ୧୦/୧୨ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୪୪ ସୂର୍ଯ୍ୟଅସ୍ତ – ସଂଘ ୦୫/୫୮/୨୪ ରାହୁକାଳ – ଦିବା ଘ ୧/୧୮ ରୁ ଦିବା...
  • ଆଜିର ରାଶିଫଳ:ବୁଧବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ସୂର୍ଯ୍ୟଉଦୟ- ପ୍ରାଘ୦୫/୩୨/୩୧, ସୂର୍ଯ୍ୟଅସ୍ତ – ସଂଘ ୦୫/୫୯/୧୫ ଅଦ୍ୟ କର୍କଟରାଶିର ଘାତବାର୍ ରାହୁକାଳ – ଦିବା ଘ ୧୧/୪୬ ରୁ ଦିବା ଘ ୦୧/୧୯ ମଧ୍ଯରେ । ଆଜି ପାଣିକଖାରୁ...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୧୭ ସୂର୍ଯ୍ୟଅସ୍ତ – ସଂଘ ୦୬/୦୦/୦୭ ରାହୁକାଳ – ଦିବା ଘ ୦୨/୫୩ ରୁ ଦିବା ଘ ୦୪/୨୭...