ଇଶ୍ଵର ଶାନ୍ତିରେ ରଖନ୍ତୁ , ଆମର ପ୍ରାର୍ଥନା

ଓଡ଼ିଶା ନ୍ୟୁଜ୍ ଏବଂ ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ , ନୂଆ ଦିଲ୍ଲୀ ପକ୍ଷରୁ

Share this:

ଭୁବନେଶ୍ଵର: ରାଜଭବନ ଠାରେ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ମରଶରୀର ପାଖରେ ଉପସ୍ଥିତ ଅଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପାଖରେ ଅଛନ୍ତି ବିଧାନସଭାର ବାଚସ୍ପତି ଡ଼.ସୂର୍ଯ୍ୟନାରଣୟ ପାତ୍ର ଏବଂ ରାଜଭବନର ଅନେକ ଅଧିକାରୀ । ଓଡ଼ିଶା ନ୍ୟୁଜ୍ ଏବଂ ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ , ନୂଆ ଦିଲ୍ଲୀ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଆମ ମହାମହିମ ରାଜ୍ୟପାଳଙ୍କୁ ସମବେଦନା ଜଣାଉଛୁ । ଇଶ୍ଵର ଶାନ୍ତିରେ ରଖନ୍ତୁ ଏହା ଆମର ପ୍ରାର୍ଥନା । ବାଚସ୍ପତି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି ।

RELATED BY