20/12/2020
Share this:
ଭୁବନେଶ୍ଵର: ପ୍ରଦର୍ଶନୀ ପଡ଼ିଆଠାରେ ଏକ ବଡ଼ଧରଣର ରେଶମ ଓ ସୂତାବସ୍ତ୍ର ପ୍ରଦର୍ଶନୀ କଟନଫ୍ୟାବ୍-୨୦୨୦ ଶନିବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଭୁବନେଶ୍ଵରର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ଵାରା ଉଦଘାଟନ ହୋଇଛି । ଏହି ପ୍ରଦର୍ଶନୀ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଳିବ । ୧୨ଟି ରାଜ୍ୟର ୧୨୨ଟି ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇଛନ୍ତି । ୧୨ତମ କଟନଫ୍ୟାବ୍ ର ଆୟୋଜକ ଜାଭେଦ ଆଲାମ୍ ସହିତ ଅନେକ ବିଶିଷ୍ଟ ଅତିଥିଗଣ ଉପସ୍ଥିତ ଥିଲେ