25/12/2020
Share this:
ପୃଥିବୀର ଅଧିକ ଧର୍ମାବଲମ୍ବୀ ତଥା ଅନୁଗାମୀମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଯୀଶୁ ତୁମେ କରୋନା-କାଳ-କଳାଧନକୁ ଏ ପୃଥିବୀରୁ ସମାପ୍ତ କର । ଆଜି ସାରା ପୃଥିବୀର ମାନବ ସଭ୍ୟତା ଅସ୍ତବ୍ୟସ୍ତ, ଚିନ୍ତିତ ଏବଂ ଭୟଭୀତ ଅବସ୍ଥାରେ ଅଛନ୍ତି । ସମସ୍ତଙ୍କୁ ଶକ୍ତି, ଧୈର୍ଯ୍ୟ ପ୍ରଦାନ କରିବା ସହିତ ଏବେ ଦେଖାଦେଇଥିବା ଅରାଜକତାକୁ ଦୂରେଇ ଦିଅ । ବିଶେଷ କରି ଚୀନ୍ ଦେଶବାସୀଙ୍କୁ ସଦ୍ବୁଦ୍ଧି ଦିଅ । ତାଙ୍କ ମସ୍ତିଷ୍କରେ ଥିବା କଳାଟଙ୍କା ଅର୍ଜନ କରିବାର ବୁଦ୍ଧିକୁ ସମୂଳେ ଧ୍ୱଂସ କର ଏବଂ ଚୀନ୍ ସହିତ ଗୁପ୍ତରେ ଅଧିକ ସଂପର୍କ ରଖିଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ଶିକ୍ଷା ଦିଅ । ତୁମର ମହିମା ହେଉ । ସମୀରଓଡ଼ିଶା