ଲୋଭ ଏକ ପାପ, ଏହାକୁ ଘୃଣା କର । ଲୋଭୀଙ୍କୁ ସହଯୋଗ କରନାହିଁ

ଲୋଭରୁ ଦୁର୍ନୀତି, କାମ, କ୍ରୋଧ ସହ ମୋହର ଉତ୍ପତ୍ତି ହୋଇଥାଏ ।
ଲୋଭ ସମସ୍ତ ଦୁର୍ଗୁଣର ମୂଳ ଅଟେ । ଲୋଭକୁ ଘୃଣା କଲେ ଦୁର୍ନୀତି ଓ ଅନୀତି ଉପାୟରେ ଧନ, ସଂପତ୍ତି ଓ ଟଙ୍କା ରୋଜଗାର କରିବାର କୁବୁଦ୍ଧି ଆସିବ ନାହିଁ ।
ପରିବାରରେ, ସମାଜରେ,ଦେଶରେ ଦୁର୍ନୀତି ହ୍ରାସହେବାରେ ସହାୟକ ହୋଇପାରିବ । ଦୁର୍ନୀତି ହ୍ରାସ ହେଲେ ଅରାଜକତା ଦେଖା ଦେବ ନାହିଁ ।
ବିକାଶର ପଥ ସୁଗମ ହେବ । ସମସ୍ତେ ଶାନ୍ତିରେ ପ୍ରେମରେ ଜୀବନକୁ ସଠିକ ପଥରେ ନେଇ ପାରିବେ ।
ଲୋଭୀ ମଣିଷ ପ୍ରକୃତରେ ଇଶ୍ୱରଙ୍କ ପୂଜା ପରିବର୍ତ୍ତେ ଧନ ସଂପତ୍ତିକୁ ପୂଜା କରେ ।
ଜାଣିରଖ ଇଶ୍ୱର ଏମାନଙ୍କୁ ଭୟାନକ କ୍ରୋଧରେ ରଖିଛନ୍ତି ।

Admin

Leave a Reply

Your email address will not be published. Required fields are marked *

Next Post

କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସକାଶେ ରାଜ୍ୟ ସରକାର ସୃଷ୍ଟି କରିବେ ଅନୁକୂଳ ବାତାବରଣ

Wed Aug 25 , 2021
ଭୁବନେଶ୍ୱର: ନିକଟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ବିଶେଷ ଭାବେ ହକିରେ ଆମ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନରେ ଉତ୍ସାହିତ ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଷୟରେ ଆସୋଚାମ୍‌ର ଏକ ଆଭାସୀ ସମ୍ମିଳନୀରେ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି । ଏଥିପାଇଁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ଏହା ହେଲେ ଦେଶର କ୍ରୀଡ଼ା […]