ବାତ୍ୟା“ ଜଓ୍ବାଦ’’ ଲାଗି ପିସିସିର କଣ୍ଟ୍ରୋଲରୁମ କମିଟି ଗଠନ

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା “ଜଓ୍ବାଦ” ଲାଗି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭ ଜଣ ସଦସ୍ୟଙ୍କୁ ନେଇ ଏକ କଣ୍ଟ୍ରୋଲରୁମ କମିଟି ଗଠନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଦିନ ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବ । ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଉକ୍ତ କମିଟର ସଂଯୋଜକ ଥିବାବେଳେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ସଂଗ୍ରାମ ଦାସ,ଚରୁଣ ମିଶ୍ର, ସଂଜୀବ ମହାନ୍ତି, ଦେବେନ୍ଦ୍ର ଦାସ ଓ ପ୍ରମୋଦ କୁମାର ସାହୁ ସଦସ୍ୟ ରହିଛନ୍ତି । କମିଟିର ସଂଯୋଜକ ଏବଂ ସଦସ୍ୟଙ୍କୁ ସୂଚାରୁରୂପେ ଦାୟୀତ୍ଵ ନିର୍ବାହ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ନିମ୍ନରେ “ଜଓ୍ବାଦ” ପିସିସି କଣ୍ଟ୍ରୋଲରୁମ ସଂଯୋଜକ ଓ ସଦସ୍ୟଙ୍କ ଯୋଗାଯୋଗ ନମ୍ବର ପ୍ରଦାନ କରାଯାଉଛି ।

ପଦ୍ମାକର ଗୁରୁ, ସଂଯୋଜକ :୬୩୭୦୯୬୫୯୭୮

ସୁବ୍ରତ ମହାପାତ୍ର, ସଭ୍ୟ :୯୧୩୨୭୮୫୬୨୪

ସଂଗ୍ରାମ ଦାସ, ସଭ୍ୟ :୯୩୩୭୦୬୨୮୨୬

ତରୁଣ ମିଶ୍ର, ସଭ୍ୟ : ୯୪୩୭୧୯୨୧୬୧

ସଂଜୀବ ମହାନ୍ତି, ସଭ୍ୟ :୮୨୮୦୨୪୩୮୦୯

ପ୍ରମୋଦ ସାହୁ, ସଭ୍ୟ :୭୦୦୮୭୮୮୬୭୭

ଦେବେନ୍ଦ୍ର ଦାସ:୯୩୪୮୨୬୪୮୭୩

Admin

Leave a Reply

Your email address will not be published. Required fields are marked *

Next Post

ନ୍ୟାୟାଳୟର ନିର୍ଦ୍ଦେଶକୁ ଅସମ୍ମାନ କରୁଛନ୍ତି ଆଇନ ମନ୍ତ୍ରୀ

Sat Dec 4 , 2021
ଭୁବନେଶ୍ୱର : ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟକୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ୧୩ତମ ମୁଦାଲା ତଥା ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦିଆଯାଇଥିଲା । ମାନ୍ୟବର ଜେଏମଏଫସି କୋର୍ଟ ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିବା ସହିତ ପୁନଃ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତକାରୀ ମାହାଙ୍ଗା ଥାନାଧିକାରୀ ବିଭିନ୍ନ ପ୍ରକାରର ଆଳ ଦେଖାଇ କୋର୍ଟକୁ ବିଭ୍ରାନ୍ତ କରିଆସୁଛନ୍ତି । ଶୁକ୍ରବାର ଦିନ ତଦନ୍ତକାରୀ […]