ରାୟଗଡା ରେଳ ଡିଭିଜନ ପୂର୍ବତଟ ରେଳପଥ ଅଧୀନରେ ଅଛି

ଭୁବନେଶ୍ୱର : ରେଳ ବୋର୍ଡରୁ ବଲାଙ୍ଗୀରର ହେମନ୍ତ କୁମାର ପଣ୍ଡାଙ୍କୁ ଦେଇଥିବା RTI ରିପୋର୍ଟ ରେ ଟାଇପ୍ ଭୁଲ୍ ପାଇଁ ରାୟଗଡା ରେଳ ଡିଭିଜନ ସାଉଥ କୋଷ୍ଟ ରେଳପଥରେ ବୋଲି ଉଲ୍ଲେଖ ହୋଇଥିଲା । ଏହି ଭୁଲକୁ ଜାଣିବାପରେ ଶ୍ରୀ ପଣ୍ଡାଙ୍କୁ ରେଳବୋର୍ଡ ପକ୍ଷରୁ ସ୍ପଷ୍ଟିକରଣ ଦେଇ ଲେଖିଛନ୍ତି ଯେ ପ୍ରସ୍ତାବିତ ରାୟଗଡା ରେଳ ଡିଭିଜନ ପୂର୍ବତଟ ରେଳପଥ ଅଧୀନରେ ଅଛି । ଏହାର କୌଣସି ପରିବର୍ତ୍ତନ ହୋଇ ନାହିଁ । ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ରାୟଗଡା ରେଳ ଡିଭିଜନର ପ୍ରସ୍ତାବରେ କୋଣସି ପରିବର୍ତ୍ତନ ହୋଇନାହିଁ କି କଛି ଚକ୍ରାନ୍ତ ନାହିଁ । ଭୁଲ୍ ବସତଃ ଏଭଳି ହୋଇଥିବାରୁ ଆମେ ଦୁଖୀତଃ ।

ISSUES REGARDING CONSPIRACY OVER EAST COAST RAILWAY :

● It is due to typographical error.

● May be read as New Railway Division at Rayagada in East Coast Railway (ECoR).

It is seen that some of the web news channels have published regarding conspiracy over East Coast Railway and included proposed New Railway Division in South Coast Railway (SCoR) in 2020-21 Budget.

Railways have clarified that due to typographical error and had been inadvertently mention as proposed New Rayagada Division in SCoR instead of ECoR.

In a reply to RTI Information, it had been erroneously mentioned that Rayagada Division is proposed in SCoR. It is due to typographical error and has been inadvertently mention as above.

In the corrected reply by Railway Board it may be read as “Detailed project Report (DPR) has been submitted by East Coast Railway and an umbrella work titled ‘Creation of New South Coast Railway (SCoR) Zone and New Railway Division at Rayagada in East Coast Railway (ECoR) has been included in Budget 2020-21 under Capital Expenditure at an estimated cost of Rupees 170 Crores.”

Admin

Leave a Reply

Your email address will not be published.

Next Post

ଟୀକାଦାନ କେନ୍ଦ୍ରକୁ ଯାଇ କାର୍ଯ୍ୟରତ ନର୍ସ, ପାରାମେଡିକାଲ ଷ୍ଠାଫ ଓ ସମ୍ମୁଖ ଯୋଦ୍ଧାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କଲେ ବିଜେପି ରାଜ୍ୟ ସଭାପତି

Mon Jan 17 , 2022
ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ କାରଣରୁ ଭାରତବର୍ଷ ସମେତ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଥିବାବେଳେ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧୀ ଲଢେଇର ନେତୃତ୍ୱ ନେଇ ଗୋଟିଏ ଗୋଟିଏ ଦୃଢ ଓ ସମୟପୋଯୋଗୀ ପଦକ୍ଷେପ ଗ୍ରହଣ କରି ଆମ ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଆସୁଛନ୍ତି । ବର୍ତମାନ ସୁଦ୍ଧା କରୋନା ବିରୁଦ୍ଧ ଲଢେଇରେ କେବଳ ଟୀକାକରଣ ଏକ ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛି […]

You May Like