ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ୭ ଜଣିଆ କମିଟି ଘୋଷଣା କଲା ବିଜେପି

ଭୁବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ ଓରାମ,ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ବିଜେପି ପଞ୍ଚାୟତରାଜ ବିଭାଗ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡ଼ା ସଦସ୍ୟ ଅଛନ୍ତି ।

Admin

Leave a Reply

Your email address will not be published.

Next Post

ଅସହାୟ

Mon Jan 17 , 2022
ଅନ୍ୟମାନଙ୍କୁ ଆପଣ ସମବେଦନା ଜଣାଇପାରନ୍ତି, ତାଙ୍କ ଦୁଃଖରେ ଦୁଃଖି ହୋଇପାରନ୍ତି । କିନ୍ତୁ ମନେ ରଖନ୍ତୁ, ଏସବୁ ଠିକ୍‍ ସଂକ୍ରାମକ ରୋଗ ଭଳି । ହୁଏତ ଆପଣ ଅନୁଭବ କରୁଥିବେ ଯେ ଆପଣ ଜଣେ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ପରୋକ୍ଷ ଭାବରେ ଆପଣ ଯେ ନିଜେ ଧ୍ୱଂସାଭିମୁଖୀ ହେଉଛନ୍ତି, ତାହା ଆଦୌ ଆପଣ ଜାଣିପାରନ୍ତି ନାହିଁ । ହତଭାଗ୍ୟ ବ୍ୟକ୍ତିମାନେ ନିଜ ପାଇଁ ଦୁଃଖ ତ […]