ସଫଳତାର ସହ ବୋମା ପରୀକ୍ଷଣ

ଡିଆରଡିଓ ତରଫରୁ

ପ୍ରତିରକ୍ଷା ଗବେଷଣା ଏବଂ ପ୍ରତିରକ୍ଷା ସଙ୍ଗଠନ (ଡିଆରଡିଓ) ସଫଳତାର ସହ ଏକ ୫୦୦ କେଜି ବର୍ଗର ଇନର୍ସିଆଲ ଦିଗ ନିର୍ଦ୍ଦେଶିତ ବୋମାକୁ ସୁ-୩୦ ଏମକେଆଇ ବାୟୁଯାନରୁ ଆକାଶ ମାର୍ଗରେ ରାଜସ୍ଥାନର ପୋଖରାନ ପରୀକ୍ଷଣ ରେଞ୍ଜରୁ ପରୀକ୍ଷଣ କରିଛି ।

ଏହି ବୋମା ସଠିକ ଦିଗରେ ଗତି କରି ସଠିକ ଢ଼ଙ୍ଗରେ ଲକ୍ଷ୍ୟ ଭେଦ କରିଥିଲା ।

ପରୀକ୍ଷଣର ସମସ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇଛି । ଏହି ଯୁଦ୍ଧାସ୍ତ୍ର ପ୍ରଣାଳୀକୁ ବିଭିନ୍ନ ଯୁଦ୍ଧ କ୍ଷେତ୍ରରେ ଉପଯୋଗ କରାଯାଇ ପାରିବ ।

Categories
INTERNATIONAL

RELATED BY

  • ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ

    ଭୂଟାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସବୁ କାର୍ଯ୍ୟ ଓ ଘୋଷଣା କଲେ ।  ଦକ୍ଷିଣ ଏସିଆ ଉପଗ୍ରହ ଆର୍ଥ ଷ୍ଟେସନ ଉଦଘାଟିତ ।  ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ ।  ମାସିକ ଏଲପିଜି ଯୋଗାଣ ୭୦୦ରୁ...
  • ମସ୍କୋରେ ଖୋଲିବ ଇସ୍ରୋ ବୈଷୟିକ ସହାୟକ ୟୁନିଟ 

    ରୁଷର ମସ୍କୋଠାରେ ଇସ୍ରୋ ବୈଷୟିକ ସହାୟକ ୟୁନିଟ (ଆଇଟିଏଲୟୁ) ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆର୍ଥିକ ବ୍ୟବସ୍ଥା : – ରୁଷର ମସ୍କୋରେ ଖୋଲାଯିବାକୁ ଥିବା ଆଇଟିଏଲୟୁରେ...
  • କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଉଦି ଆରବର ଶକ୍ତି ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା

    ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଅଲଫଲିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ଉଭୟ ଦେଶ ମଧ୍ୟରେ ବିଶେଷ...
  • ବିଶ୍ୱ ନବସୃଜନ ସୂଚକାଙ୍କ-୨୦୧୯ରେ ଭାରତକୁ ୫୨ତମ ସ୍ଥାନ

    ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ବିଶ୍ୱ ନବସୃଜନ ସୂଚକାଙ୍କ (ଜିଆଇଆଇ-ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ)କୁ ଉନ୍ମୋଚନ କରିଛନ୍ତି । ଏହି ସୂଚକାଙ୍କରେ ଭାରତ ଗତବର୍ଷ ୫୭ତମ ସ୍ଥାନରେ ଥିବା ବେଳେ ଏଥର...