ହକି – ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ : ମନ୍‌ପ୍ରୀତ୍‌ ସିଂହ,ଭାରତ

ଭାରତ-୩, ପୋଲାଣ୍ଡ-୧

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଇଣ୍ଟରନାସନାଲ୍‌ ହକି ଫେଡେରେସନ୍‌(ଏଫ୍‌ଆଇଏଚ୍‌)ର ଅଲିମ୍ପିକ୍‌ ଯୋଗ୍ୟତା ହାସଲ ନିମନ୍ତେ ହେଉଥିବା ଫାଇନାଲ ସିରିଜର ଆଜି ଦ୍ୱିତୀୟ ଦିନରେ ନିମ୍ନମତେ ଫଳାଫଳ ଘୋଷିତ ହୋଇଛି ।

ଦ୍ୱିତୀୟ ଦିବସ: ୦୭ ଜୁନ୍‌, ୨୦୧୯
ଚତୁର୍ଥ ମ୍ୟାଚ୍‌: ଜାପାନ୍‌ ବନାମ ମେକ୍ସିକୋ
ଫଳାଫଳ(ଗୋଲ ସ୍ଥିତି): ଜାପାନ-୩, ମେକ୍‌ସିକୋ-୧
ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌: ହିରୋତାକା ଜେନ୍ଦାନା(ଜାପାନ)

ପଞ୍ଚମ ମ୍ୟାଚ୍‌: ଋଷିଆ ବନାମ ଉଜ୍‌ବେକିସ୍ତନ
ଫଳାଫଳ(ଗୋଲ ସ୍ଥିତି): ଋଷିଆ-୧୨, ଉଜ୍‌ବେକିସ୍ତାନ-୧
ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌: ମାତୋୟିସ୍କି ସେର୍‌ମାନ୍‌(ଋଷିଆ)

ଷଷ୍ଠ ମ୍ୟାଚ୍‌: ପୋଲାଣ୍ଡ ବନାମ ଭାରତ
ଫଳାଫଳ(ଗୋଲ ସ୍ଥିତି): ଭାରତ-୩, ପୋଲାଣ୍ଡ-୧
ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌: ମନ୍‌ପ୍ରୀତ୍‌ ସିଂହ (ଭାରତ)

ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ମାନଙ୍କୁ ଅର୍ଥରାଶି ସହ ଆନୁଷ୍ଠାନିକ ସ୍ମାରକ ଉପହାର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁଲିସ୍‌ କମିଶନର ଶ୍ରୀ ସତ୍ୟଜିତ୍‌ ମହାନ୍ତି ଓ ବିଶିଷ୍ଟ କ୍ରୀଡ଼ାବିତ୍‌ ଅନୁରାଧା ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

Categories
SPORTS

RELATED BY

  • ଓଡିଶାର ସୁବ୍ରତ କୁମାର ଦାସଙ୍କୁ ଜାତୀୟ ଯୁବ ପୁରସ୍କାର

    ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦି...
  • England have won the Cricket World Cup for the first time

    England have won the Cricket World Cup for the first time after a thrilling victory over New Zealand at Lord’s in a match that had to be settled by a...
  • କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ପରିଦର୍ଶନ

    ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୧ତମ କମନ୍‌ୱେଲ୍‌ଥ ଟେବୁଲ ଟେନିସ ଚମ୍ପିଅନ୍‌ସିପ୍‌ ଲାଗି ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କଟକସ୍ଥିତ ଜବାହରଲାଲ...
  • ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

    ଭୁବନେଶ୍ୱର: ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍‌ବି ଦଳ ପ୍ରତିନିଧିତ୍ୱ କରିବେ । ଦଳରେ ଓଡ଼ିଶାରୁ ୭...