ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ

ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ବିକାଶ ବାବଦରେ ଆଲୋଚନା କରିଛନ୍ତି ।

Categories
NATIONAL
Newsroll

RELATED BY

  • ଆଜିର ରାଶିଫଳ

    ମଙ୍ଗଳବାର ମକର ରାଶିର ଘାତବାର  ରାହୁକାଳ- ଦିବା ଘ ୦୨/୧୯ ରୁ ଦିବା ଘ ୦୩/୪୩ ମିନିଟ୍ ମଧ୍ୟରେ ମେଷରାଶି : ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ, କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହେବେ,...
  • CHIEF MINISTER REVIEWS

    New Delhi ,9/11/2019 : Chief Minister Naveen Patnaik reviewed the Central Fund release position under Centrally Sponsored Schemes (CSS) and implementation of 5T framework, i.e. Team Work, Transparency, Technology...
  • ୯ ନଭେମ୍ବର ହେଉଛି ସେହି ତାରିଖ, ଯେଉଁ ଦିନ ବର୍ଲିନ ପ୍ରାଚୀର ଧରାଶାୟୀ ହୋଇଥିଲା:ପ୍ରଧାନମନ୍ତ୍ରୀ

    ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ   ମୋର ପ୍ରିୟ ଦେଶବାସୀ, ମୁଁ ସାରା ଦିନ ପଞ୍ଜାବରେ ଥିଲି । ମୋର କର୍ତବ୍ୟ ହେଉଛି କି ମୁଁ ଆପଣମାନଙ୍କ ସହିତ ସିଧାସଳଖ କଥା ହୁଏ । ଆଜି ସୁପ୍ରିମକୋର୍ଟ...
  • ୭୮ ଟନ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କଲା ରିଲାଏନ୍ସ ଫାଉଣ୍ଡେସନ

    ଭୁବନେଶ୍ୱର: ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ଏହାର “ରିସାଇକଲ ୪ ଲାଇଫ ‘ ଅଭିଯାନରେ ସ୍ୱେଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ...