ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯ର ପ୍ରଥମ ବିଜେତା

ଲକ୍ଷ୍ମୀପ୍ରିୟା ସାହୁ

 

ଦେବକୀ ଫିଲ୍ମର ଦ୍ବାରା ସମ୍ମାନୀତ ହୋଇଛନ୍ତି କୁନି କଳାକାର ଲକ୍ଷ୍ମୀପ୍ରିୟା ସାହୁ । ଆଜି ଜୟଦେବ ଭବନ ଠାରେ ଲକ୍ଷ୍ମୀପ୍ରିୟାଙ୍କୁ ବିଶିଷ୍ଟ ସିନେମା ଏବଂ ମ୍ୟୁଜିକ୍ ନିର୍ଦ୍ଦେଶକ ଇଂ ଜଲାଲ୍ ଆଦାନୀ ପୁଷ୍ପଗୁଛ ଏବଂ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି । ସୂଚନା ଯୋଗ୍ୟଯେ ଲକ୍ଷ୍ମୀପ୍ରିୟା ଇତିମଧ୍ୟରେ ନୂଆଦିଲ୍ଲୀର ଗାଜିଆବାଦ ଠାରେ “ଲିଟିଲ୍ ମିସ୍ ଇଣ୍ଡିଆ – ୨୦୧୯” ପ୍ରତିଯୋଗିତାର ପ୍ରଥମ ବିଜେତା ଭାବେ ପୁରସ୍କୃତ ହୋଇଛନ୍ତି । ସେ ଓଡ଼ିଆ ସିନେମା “ଚାଲ ଚିକେ ପ୍ରେମ କରିବା” ରେ ଚତ୍ମକାର ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନ “ତୁ ଲୈଲା, ମୁଁ ମଂଜୁନ୍” ସିନେମାରେ ଶିଶୁ କଳାକାର ଭାବେ ଅଭିନୟ କରିବେ । ଏହି ସମ୍ମାନୀତ କାର୍ଯ୍ୟକ୍ରମରେ ସିନେମା ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା, ଅଭିନେତା ଦେବରାଜ ସାହୁ ସହିତ ଯୋଗେନ୍ଦ୍ର ସ୍ଵାଇଁ ଏବଂ ଚିନ୍ମମୟୀ ପ୍ରିୟଦର୍ଶନୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଲକ୍ଷ୍ମୀପ୍ରିୟାଙ୍କୁ ଓଡ଼ିଶା ନ୍ୟୁଜ୍ ର ଶୁଭକାମନା ।

Categories
FILM

RELATED BY

  • ୨୩୦ତମ “ମିଟ୍ ଦ ଆର୍ଟିଷ୍ଟ”

    ଭୁବନେଶ୍ୱର : ଜେ.ଡି.ସି.ଏ. ଭୁବନେଶ୍ୱର ତରଫରୁ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ଦିନ ଆୟୋଜନ କରାଯାଉଥିବା “କଳାକାରଙ୍କ ସାଙ୍ଗେ” (ମିଟ୍ ଦ ଆର୍ଟିଷ୍ଟ)ର ୨୩୦ତମ କାର୍ଯ୍ୟକ୍ରମ ଆଜି ଏହାର କାର୍ଯ୍ୟାଳୟ, ଏ/୨୦, ଭି.ଆଇ.ପି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି...
  • Film produced by Indian producer Jitendra Mishra

    Bhubaneswr, 12 July: Internationally acclaimed, Odisha born film producer & promoter Jitendra Mishra has made us proud again. His recent feature film production The Last Color written & directed...
  • Odisha’s Jitendra Mishra walks Cannes Red Carpet

    Cannes : Internationally acclaimed film producer and promoter Jitendra Mishra from Odisha has made us proud once again at the ongoing 72nd Cannes film festival, France. Jitendra, who is...
  • Farhan Akhtar

    Chief Minister Shri Naveen Patnaik with Farhan Akhtar at Naveen Niwas on 14-12-2018....
WhatsApp chat