ରଥଯାତ୍ରା ଆରମ୍ଭ

ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ରହି ଭକ୍ତଙ୍କୁ ଦର୍ଶନ ଦେବେ

ଆଜି ଠାରୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରାୟ ୯ ଦିନ ଧରି ଚାଲିବ । ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ଆଜି ଭିନ୍ନ ଭିନ୍ନ ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି । କିଛି ଦିନ ଗୁଣ୍ଡିଚା ମନ୍ଦିରରେ ରହି ଭକ୍ତଙ୍କୁ ଦର୍ଶନ ଦେବେ ,ତାପରେ ପୁଣି ରଥରେ ବସି ଜଗନ୍ନାଥ ମନ୍ଦିରକୁ ଫେରିବେ । ଏହାକୁ ବାହୁଡ଼ା ଯାତ୍ରା ବୋଲି କୁହାଯାଉଛି । ଗୁଣ୍ଡିଚା ମନ୍ଦିର ଯାତ୍ରା ବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ସହ ରାଜ୍ୟପାଳ ଡ. ପ୍ରଫେସର ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧି ଦଳ ନେତା ପ୍ରଦିପ୍ତ ନାୟକ ତଥା ଅନେକ ମନ୍ତ୍ରୀଗଣ ଉପସ୍ଥିତ ଥିଲେ । ଦେଶର ଅନ୍ୟାନ ସହରରେ ମଧ୍ୟ ରଥଯାତ୍ରା ହେଉଛି ।

Categories
RELIGION
Newsroll

RELATED BY

  • ଗୁରୁ ନାନକ ଦେବଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି । ସେ ସମନ୍ୱିତ ଚେକ ପୋଷ୍ଟ (ଆଇସିପି) ଏବଂ କର୍ତାରପୁର କରିଡର ଉଦଘାଟନ ଅବସରରେ ଆୟୋଜିତ...
  • ଗୋଟିଏ ରାଶିରେ ଏକାଠି ହୋଇଛନ୍ତି ଗୁରୁ ଓ ଶନି

    ଗୋଟିଏ ରାଶିରେ ଏକାଠି ହୋଇଛନ୍ତି ଗୁରୁ ଓ ଶନି, ସେ ହେଉଛି ଧନୁରାଶି କଣ ଫଳ ତାହା ବର୍ଣ୍ଣନା କରାଗଲା ୯ ରାଶି ଜାତକ ହେବେ ଶୁଭ ୩ ରାଶିଙ୍କ ଲାଗି ସଙ୍କଟର ସମୟ    ୧୨ ବର୍ଷରେ ଥରେ...
  • ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଭୁବନେଶ୍ଵରରେ ବୈଠକ କରିବେ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସମିତି ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଚଳିତ ବର୍ଷ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସଂଘର  ସରସଂଘଚାଳକ  ଡ଼. ମୋହନରାଓ...
  • ଜହ୍ନ ଉପରେ ଶୟନ ଗଜାନନ

    ଚନ୍ଦ୍ରାୟନ – ୦୨କୁ ମନେ ରଖିବା ପାଇଁ କଟକ ଜିଲ୍ଲା ନିଆଳି ବ୍ଲକର ପୋଖରୀଗାଁ ର “ପୋଖରୀଙ୍ଗା ଯୁବଗୋଷ୍ଠୀ” ଜହ୍ନ/ଚନ୍ଦ୍ର ଉପରେ ଶୟନ ବେଶରେ ଥିବା ଗଜାନନ ମହାପ୍ରଭୁଙ୍କୁ ଏଥର ପୂଜା କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି...