ସୂର୍ଯ୍ୟଙ୍କୁ କେଉଁ ମାସରେ କେଉଁ ମନ୍ତ୍ରରେ ପୂଜା

କରିବେ

ବୈଶାଖ: ମନ୍ତ୍ର: ‘ଓଁ ତପନାଥାୟ ନମଃ’
ଫଳ:ସୁଖ ସମୃଦ୍ଧି, ଭାଗ୍ୟୋଦୟ, ମିତ୍ରପ୍ରାପ୍ତି ।

ଜ୍ୟେଷ୍ଠ: ମନ୍ତ୍ର: ‘ଓଁ ମିତ୍ରାୟ ନମଃ’
ଫଳ: କୁଷ୍ଠମୁକ୍ତି, ଶକ୍ତି ବୃଦ୍ଧି

ଆଷାଢ଼: ମନ୍ତ୍ର: ‘ଓଁ ରବୟେ ନମଃ’
ଫଳ: ଦାରିଦ୍ର‌୍ୟ ଦୂର ହୁଏ, ନିରାମୟ ସୁଖ ମିଳେ ।

ଶ୍ରାବଣ: ମନ୍ତ୍ର: “ଓଁ ଇନ୍ଦ୍ରାୟ ନମଃ”
ଫଳ: ଐଶ୍ୱର୍ଯ୍ୟ, ବିଦ୍ୟାପ୍ରାପ୍ତି, ଯଶ ବୃଦ୍ଧି ।

ଭାଦ୍ରବ: ମନ୍ତ୍ର: ‘ଓଁ କ୍ଷମାୟ ନମଃ” ।
ଫଳ: ଶାରୀରିକ ସୁସ୍ଥତା ମିଳେ ।

ଆଶ୍ୱିନ: ମନ୍ତ୍ର: ‘ଓଁ ହିରଣ୍ୟ ରେତସେ ନମଃ”
ଫଳ: ଗ୍ରହପୀଡ଼ା ଦୂର ହୁଏ, ଧନ, ଯଶ ମିଳେ ।

କାର୍ତ୍ତିକ: ମନ୍ତ୍ର, “ଓଁ ଅରଣାୟ ନମଃ” ।
ଫଳ: ଯଶ, ଜ୍ଞାନ, ଧନ, ପୁତ୍ରପାପ୍ତି ।

ମାର୍ଗଶିର: ମନ୍ତ୍ର: ‘ଓଁ ସୂର୍ଯ୍ୟାୟ/ଦିବାକରାୟ/ଭାସ୍କରାୟ ନମଃ’ ।
ଫଳ: ଗ୍ରହରିଷ୍ଟ ଖଣ୍ଡନ, କାର୍ଯ୍ୟ ସିଦ୍ଧି ।

ପୌଷ: ମନ୍ତ୍ର “ଓଁ ବିଷ୍ଣବେ ନମଃ’
ଫଳ: ଧର୍ମ, ଜ୍ଞାନ, ଯଶ, ଐଶ୍ୱର୍ଯ୍ୟ ପ୍ରାପ୍ତି ।

ମାଘ: ମନ୍ତ୍ର, ‘ଓଁ ତ୍ୱଷ୍ୱାୟ ନମଃ’ ।
ଫଳ: ମନୋକାମନା ପୂର୍ଣ୍ଣ ହୁଏ, ସଂଯମତା ବୃଦ୍ଧି ।

ଫାଲଗୁନ: ମନ୍ତ୍ର, “ଓଁ ଆଦିତ୍ୟାୟ ନମଃ”
ଫଳ: ମାନସିକ ଶାନ୍ତି, ଶାରୀରିକ ସୁସ୍ଥତା ।

ଚୈତ୍ର: ମନ୍ତ୍ର: “ଓଁ ଭାନବେ ନମଃ” ।
ଫଳ: ଗ୍ରହଶାନ୍ତି, ଅଭୀଷ୍ଟପୂରଣ ।

Categories
RELIGION
Newsroll

RELATED BY

  • ଗୁରୁ ନାନକ ଦେବଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି । ସେ ସମନ୍ୱିତ ଚେକ ପୋଷ୍ଟ (ଆଇସିପି) ଏବଂ କର୍ତାରପୁର କରିଡର ଉଦଘାଟନ ଅବସରରେ ଆୟୋଜିତ...
  • ଗୋଟିଏ ରାଶିରେ ଏକାଠି ହୋଇଛନ୍ତି ଗୁରୁ ଓ ଶନି

    ଗୋଟିଏ ରାଶିରେ ଏକାଠି ହୋଇଛନ୍ତି ଗୁରୁ ଓ ଶନି, ସେ ହେଉଛି ଧନୁରାଶି କଣ ଫଳ ତାହା ବର୍ଣ୍ଣନା କରାଗଲା ୯ ରାଶି ଜାତକ ହେବେ ଶୁଭ ୩ ରାଶିଙ୍କ ଲାଗି ସଙ୍କଟର ସମୟ    ୧୨ ବର୍ଷରେ ଥରେ...
  • ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଭୁବନେଶ୍ଵରରେ ବୈଠକ କରିବେ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସମିତି ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଚଳିତ ବର୍ଷ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସଂଘର  ସରସଂଘଚାଳକ  ଡ଼. ମୋହନରାଓ...
  • ଜହ୍ନ ଉପରେ ଶୟନ ଗଜାନନ

    ଚନ୍ଦ୍ରାୟନ – ୦୨କୁ ମନେ ରଖିବା ପାଇଁ କଟକ ଜିଲ୍ଲା ନିଆଳି ବ୍ଲକର ପୋଖରୀଗାଁ ର “ପୋଖରୀଙ୍ଗା ଯୁବଗୋଷ୍ଠୀ” ଜହ୍ନ/ଚନ୍ଦ୍ର ଉପରେ ଶୟନ ବେଶରେ ଥିବା ଗଜାନନ ମହାପ୍ରଭୁଙ୍କୁ ଏଥର ପୂଜା କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି...