କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମୂର୍ତ୍ତି ପ୍ରଦାନ

କଲେ ସାଂସଦ ରଘୁନାଥ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିଷ୍ଠିତ ଓଡିଆ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମାଁ ଲକ୍ଷ୍ମୀଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ।

ଓଡିଶାର ଅନ୍ୟାନ୍ୟ ସାଂସଦ ମାନଙ୍କ ସହ ଏହି ମୂର୍ତି ପ୍ରଦାନ ସମୟରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତିି ।

Categories
RELIGION
Newsroll

RELATED BY

  • ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଭୁବନେଶ୍ଵରରେ ବୈଠକ କରିବେ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସମିତି ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଚଳିତ ବର୍ଷ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସଂଘର  ସରସଂଘଚାଳକ  ଡ଼. ମୋହନରାଓ...
  • ଜହ୍ନ ଉପରେ ଶୟନ ଗଜାନନ

    ଚନ୍ଦ୍ରାୟନ – ୦୨କୁ ମନେ ରଖିବା ପାଇଁ କଟକ ଜିଲ୍ଲା ନିଆଳି ବ୍ଲକର ପୋଖରୀଗାଁ ର “ପୋଖରୀଙ୍ଗା ଯୁବଗୋଷ୍ଠୀ” ଜହ୍ନ/ଚନ୍ଦ୍ର ଉପରେ ଶୟନ ବେଶରେ ଥିବା ଗଜାନନ ମହାପ୍ରଭୁଙ୍କୁ ଏଥର ପୂଜା କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି...
  • ସୂର୍ଯ୍ୟଙ୍କୁ କେଉଁ ମାସରେ କେଉଁ ମନ୍ତ୍ରରେ ପୂଜା

    ବୈଶାଖ: ମନ୍ତ୍ର: ‘ଓଁ ତପନାଥାୟ ନମଃ’ ଫଳ:ସୁଖ ସମୃଦ୍ଧି, ଭାଗ୍ୟୋଦୟ, ମିତ୍ରପ୍ରାପ୍ତି । ଜ୍ୟେଷ୍ଠ: ମନ୍ତ୍ର: ‘ଓଁ ମିତ୍ରାୟ ନମଃ’ ଫଳ: କୁଷ୍ଠମୁକ୍ତି, ଶକ୍ତି ବୃଦ୍ଧି ଆଷାଢ଼: ମନ୍ତ୍ର: ‘ଓଁ ରବୟେ ନମଃ’ ଫଳ: ଦାରିଦ୍ର‌୍ୟ ଦୂର ହୁଏ, ନିରାମୟ...
  • ରଥଯାତ୍ରା ଆରମ୍ଭ

    ଆଜି ଠାରୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରାୟ ୯ ଦିନ ଧରି ଚାଲିବ । ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ଆଜି ଭିନ୍ନ ଭିନ୍ନ ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି...