ଓଡ଼ିଆ ସିନେମା “ବାବୁ ଭାଇଜାନ୍”

ର ଶୁଭମହୁରତ

ଓଡ଼ିଆ ସିନେମା “ବାବୁ ଭାଇଜାନ୍”ର ଶୁଭ ମହୁରତ ଉତ୍ସବ ଆଜି ଇନଫୋସିସ୍ ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ମହୁରତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶିବାନୀ, ନିର୍ଦ୍ଦେଶକ ତାପସ ସଗରିଆ, ବବି ମିଶ୍ର ,ଅଭିନେତ୍ରୀ ବିଦୁସ୍ମିତା ସହିତ ସିନେମାର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

Categories
FILM

RELATED BY

  • ଏଇ ଆମ ପ୍ରେମ କାହାଣୀ

     “ଏଇ ଆମ ପ୍ରେମ କାହାଣୀ”  ସହ “ଜଙ୍ଗଲ୍ ରାଜ୍”  ଦୁଇଟି ଚଳଚ୍ଚିତ୍ରର ନିର୍ମାଣକାର୍ଯ୍ୟ ସମାନ୍ତରାଳ ଭାବରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସନ୍ତା ପୂଜାରେ ଏହା ମୁକ୍ତିଲାଭ କରିବ ।    “ଜଙ୍ଗଲ ରାଜ” ସିନେମା  :  କାହାଣୀ,...
  • ‘ମିସେସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଅଡିସନ୍

    ଭୁବନେଶ୍ୱର : ଆଜି  ଖାରବେଳ ନଗରସ୍ଥିତ ଏଚ୍ଏଚ୍ଆଇ  ହୋଟେଲ ପରିସରରେ ‘ମିସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଜୋନାଲ୍ ଅଡିସନ୍ ଟେଷ୍ଟ ହୋଇଯାଇଛି । ୨୦ ରୁ ୩୫ ଏବଂ ୩୫ ରୁ ୫୫ବର୍ଷ ବୟସ; ଏମିତି ଦୁଇଟି ବର୍ଗର...
  • ଓଡ଼ିଆ ମୁଭି “ଅଟୋଗ୍ରାଫ୍”

    ଭୁବନେଶ୍ଵର: ଆଜି ହୋଟେଲ୍ ଶୀତଲ୍ ଠାରେ ନୂଆ ଓଡ଼ିଆ ମୁଭି “ଅଟୋଗ୍ରାଫ୍”ର ଶୁଭ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜା, ସଞ୍ଜୟ ନାୟକ ( ଟୁଟୁ) ଏବଂ ସମାଜସେବୀ ଶଶୀ ଭୂଷଣ...
  • ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ହତ୍ୟା ଧମକ

    ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ହତ୍ୟା ଧମକ ଆସିଥିବା କଥା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଜମ୍ମୁ ଓ କାଶ୍ମୀରରୁ ସମ୍ବିଧାନର ଧାର ୩୭୦ ଉଛେଦ ହୋଇଥିବାରୁ ତାଙ୍କୁ ପାକିସ୍ତାନ ପକ୍ଷରୁ ହତ୍ୟା ଧମକ ଦିଆଯାଇଥିବା ବିଷୟକୁ ନେଇ...