ଏଇ ଆମ ପ୍ରେମ କାହାଣୀ

ପୂଜାରେ ଏହା ମୁକ୍ତିଲାଭ କରିବ

 “ଏଇ ଆମ ପ୍ରେମ କାହାଣୀ”  ସହ “ଜଙ୍ଗଲ୍ ରାଜ୍”  ଦୁଇଟି ଚଳଚ୍ଚିତ୍ରର ନିର୍ମାଣକାର୍ଯ୍ୟ ସମାନ୍ତରାଳ ଭାବରେ ଦ୍ରୁତ ଗତିରେ ଆଗେଇ ଚାଲିଛି ।

ଆସନ୍ତା ପୂଜାରେ ଏହା ମୁକ୍ତିଲାଭ କରିବ । 

 

“ଜଙ୍ଗଲ ରାଜ” ସିନେମା  : 

କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ : ଶ୍ରୀକାନ୍ତ ଗୌତମ

ସଙ୍ଗୀତ :ବ୍ରହ୍ମା କୁମାର

ନିର୍ଦ୍ଦେଶନା, ଏଡିଟିଂ ଫଟୋଗ୍ରାଫି:ରବୀନ୍ଦ୍ର କୁମାର ପ୍ରଧାନ

ପ୍ରଯୋଜନା:
ଉଦୟ ସଙ୍କର ସେଠ
ସଞ୍ଜୟ କୁମାର ରାଉତ
ଶ୍ରୀକାନ୍ତ ଗୌତମ

ଅଭିନୟ
ଦେବଯାନୀ, ବିଭାସ, ଅଶ୍ରୁମୋଚନ,
ବରଦା, କମଳୀ, ଫକୁ ମିଶ୍ର, ତିତ୍ଲି
ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଶ୍ରୀକାନ୍ତ ଗୌତମ

ପବ୍ଲିସିଟି ଏବଂ ପ୍ରମୋସନ:ପ୍ରଣୟ କୁମାର ଦେଠୀ

 

“ଏଇ ଆମ ପ୍ରେମ କାହାଣୀ” ସିନେମା

କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ : ଶ୍ରୀକାନ୍ତ ଗୌତମ

ସଙ୍ଗାତ:ଚନ୍ଦନ

ନିର୍ଦ୍ଦେଶନା, ଏଡିଟିଂ, ଫଟୋଗ୍ରାଫୀ:ରବିନ୍ଦ୍ର କୁମାର ପ୍ରଧାନ

ଅଭିନୟ:
ଅଭିଷେକ, ରଥ, ଚୁଲବୁଲି, ସୁମନ୍, ମିହିର ଦାସ, ଶ୍ରୀତମ ଦାସ ଓ ଅନ୍ୟମାନେ

ବ୍ୟାନର : ସନ୍ ମ୍ୟୁଜିକ୍ ଏବଂ ଉଦୟଶଙ୍କର ପ୍ରଡକସନ୍ସ

ପ୍ରେଯାଜନା:
ଉଦୟଶଙ୍କର ସେଠୀ
ସଞ୍ଜୟ କୁମାର ରାଉତ
ଶ୍ରୀକାନ୍ତ ଗୌତମ

ସୂଚନା ଯୋଗ୍ୟ ଯେ ଏହି ଦୁଇଟି ସିନେମା ବିଷୟରେ ପ୍ରଣୟ କୁମାର ଦେଠୀ ସମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

Categories
FILM
Newsroll

RELATED BY

  • Filmmaker Jitendra Mishra

    Delhi based, Odisha born Film producer & Siffcy festival director Jitendra Mishra is selected jury for the prestigious European Children Film Association (ECFA) again this year. This time he...
  • “ବିଶ୍ୱରୂପ” ଓଡ଼ିଆ ସିନେମାର

    “ବିଶ୍ୱରୂପ” ଓଡ଼ିଆ ସିନେମାର ଓଡ଼ିଓ ରିଲିଜ୍ ଆଜି ଭୁବନେଶ୍ଵର ସ୍ଥିତ ହୋଟେଲ ପୁଷ୍ପକ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ବିଶ୍ଵଜିତ୍ ମିଶ୍ର, ନିର୍ଦ୍ଦେଶକ ସୋରଜ କାନ୍ତ, ଅଭିନେତା ବିଶ୍ଵରୂପ, ଅଭିନେତ୍ରୀ ଅମ୍ରିତା ସହିତ ଅନେକ କଳାକାର...
  • ‘ମିସେସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଅଡିସନ୍

    ଭୁବନେଶ୍ୱର : ଆଜି  ଖାରବେଳ ନଗରସ୍ଥିତ ଏଚ୍ଏଚ୍ଆଇ  ହୋଟେଲ ପରିସରରେ ‘ମିସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଜୋନାଲ୍ ଅଡିସନ୍ ଟେଷ୍ଟ ହୋଇଯାଇଛି । ୨୦ ରୁ ୩୫ ଏବଂ ୩୫ ରୁ ୫୫ବର୍ଷ ବୟସ; ଏମିତି ଦୁଇଟି ବର୍ଗର...
  • ଓଡ଼ିଆ ସିନେମା “ବାବୁ ଭାଇଜାନ୍”

    ଓଡ଼ିଆ ସିନେମା “ବାବୁ ଭାଇଜାନ୍”ର ଶୁଭ ମହୁରତ ଉତ୍ସବ ଆଜି ଇନଫୋସିସ୍ ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ମହୁରତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶିବାନୀ, ନିର୍ଦ୍ଦେଶକ ତାପସ ସଗରିଆ, ବବି ମିଶ୍ର ,ଅଭିନେତ୍ରୀ ବିଦୁସ୍ମିତା ସହିତ ସିନେମାର ଅନେକ...