ଫୁଲବାଣୀ ଏସ୍.ପି ପ୍ରତୀକ ସିଂହ ପୋଲିସ୍‌ ମେଡାଲ ଗ୍ରହଣ କଲେ

ମୁଖ୍ୟମନ୍ତ୍ରୀଙ୍କ ଠାରୁ

ଫୁଲବାଣୀ ଜିଳ୍ଲା (କନ୍ଧମାଳ) ଏସ୍.ପି ପ୍ରତୀକ ସିଂହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ “ପୋଲିସ ବୀରତ୍ଵ ମେଡାଲ” ଗ୍ରହଣ କରିଛନ୍ତି । ଏଥି ସହିତ ଅନେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି । ପଦକ ପ୍ରଦାନ ଉତ୍ସବରେ  ନବ ନିଯୁକ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ନବ ନିଯୁକ୍ତି ରାଜ୍ୟ ନିର୍ବାଚନ କମିଶନ ତଥା ଆଜିର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ , ପୋଲିସ ଡିଜି ବିଜୟ କୁମାର ଶର୍ମା ଏବଂ ଏଡିଜିପି ମହେନ୍ଦ୍ର ପ୍ରତାପ ପ୍ରମୁଖ ଉପସ୍ଥିତ ଥିଲେ । 

Categories
KNOWLEDGE
Newsroll

RELATED BY

  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...
  • ନୂତନ କ୍ୟାବିନେଟ ସଚିବ ରାଜୀବ ଗୌବା

    ନୂତନ କ୍ୟାବିନେଟ ସଚିବ ଭାବେ ଆଜି ଶ୍ରୀ ରାଜୀବ ଗୌବା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ କ୍ୟାବିନେଟ ସଚିବ ଶ୍ରୀ ପି.କେ. ସିହ୍ନାଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ୧୯୮୨ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର...
  • ବିପର୍ଯ୍ୟୟ ପ୍ରଶମନ ପାଇଁ ବିଜ୍ଞାନ: ଡଃ ପି.କେ.ମିଶ୍ର

    ପାରସ୍ପରିକ ଭାବେ ସଂଯୁକ୍ତ ଆଧୁନିକ ବିଶ୍ୱ ପାଇଁ ବିପର୍ଯ୍ୟୟ ଓ ଜରୁରିକାଳୀନ ବିପଦ ଅଧିକ ଜଟିଳ ଏବଂ ଅସାଧ୍ୟ ହୋଇ ଉଠୁଛି । ଏଣୁ ବିପର୍ଯ୍ୟୟ ଏବଂ ଜରୁରିକାଳୀନ ପରିସ୍ଥିତି ଜନିତ ବିପଦକୁ ବୁଝିବା, ହ୍ରାସ କରିବା ତଥା ଏହାର...
  • ଅଗଷ୍ଟ 29 ରେ ଆରମ୍ଭ ହେବ ‘ଫିଟ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ...