“ବିଶ୍ୱରୂପ” ଓଡ଼ିଆ ସିନେମାର

ଓଡ଼ିଓ ରିଲିଜ୍

“ବିଶ୍ୱରୂପ” ଓଡ଼ିଆ ସିନେମାର ଓଡ଼ିଓ ରିଲିଜ୍ ଆଜି ଭୁବନେଶ୍ଵର ସ୍ଥିତ ହୋଟେଲ ପୁଷ୍ପକ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ବିଶ୍ଵଜିତ୍ ମିଶ୍ର, ନିର୍ଦ୍ଦେଶକ ସୋରଜ କାନ୍ତ, ଅଭିନେତା ବିଶ୍ଵରୂପ, ଅଭିନେତ୍ରୀ ଅମ୍ରିତା ସହିତ ଅନେକ କଳାକାର ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

RELATED BY