Miss British Empire 2nd Runner Up-2019

Shefali Udgata

ଭୁବନେଶ୍ୱର : Miss British Empire 2nd Runner Up ଟାଇଟଲ୍ ଜିତିବା ପରେ  Shefali Udgata ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ଅନେକ ଶୁଭେଚ୍ଛୁକ ଏବଂ ତାଙ୍କର ପରିବାର ସ୍ଵାଗତ କରିଥିଲେ ।

ସେ କିପରି ଏହି Runner Up ରେ ଭାଗ ନେଇଥିଲେ ତାଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିଲା ଓ ବ୍ରିଟେନ ରେ ସେ କିପରି ରହୁଥିଲେ ତାଙ୍କର ଖାଇବା ପିଇବା ଓ ରହିବାରେ କିପରି ନିଜକୁ ସାକ୍ରିଫାଇସ୍ କରିଥିଲେ ଓ ତାଙ୍କୁ ଏହି ଜାଗାରେ ପହଞ୍ଚିବା ପାଇଁ ତାଙ୍କ ବାପା ମା କେତେ ସହଯୋଗ କରିଥିଲ ସେ ବିଷୟରେ ଗଣମାଧ୍ୟମକୁ କହିଥିଲେ ଓ ଦେଶର ନାମ ସହିତ ରାଜ୍ୟର ନାମକୁ ଗର୍ବିତ କରିଛନ୍ତି । ଆଗାମୀ ଦିନରେ ସେ ଅନେକ ପ୍ରତିଯୋଗିତାରେ ଭାଗନେବେ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶା ନିଉଜ ତରଫରୁ ତାଙ୍କୁ ଶୁଭକାମନା ।