• ଓଡିଶାରେ ୨୦୧୦ ମସିହାରେ ପ୍ରଥମେ ଡେଙ୍ଗୁ ଦେଖା ଦେଇଥିଲା

    ଭୁବନେଶ୍ୱର:ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦେଶର ଅନ୍ୟ ୬ଟି ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି । ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟରେ ଡେଙ୍ଗୁ , ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଛନ୍ତି । ପ୍ରକାଶ ଥାଉକି...
  • ବିଜେଡି ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବ

     ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ‘ରକ୍ତଦାନ ମହାପୂଣ୍ୟ’, ଏହାକୁ ଆଧାର କରି ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି...
  • Naveen  Patnaik

    Chief Minister Shri Naveen  Patnaik at the 52nd Annual Conference of Urological Society of India at Bhubaneswar on 23-1-2019....
  • ପିଜୁଳିର

    ପିଜୁଳି ସହିତ ସମସ୍ତେ ପରିଚିତ । ଏହା ଫଳ ରୂପେ ବ୍ୟବହାର କରାଯାଏ । ପିଜୁଳି ଗଛ ସର୍ବତ୍ର ଦେଖାଯାଏ ଓ ସମସ୍ତଙ୍କ ଦ୍ୱାରା ଆଦୃତ ଫଳ ଅଟେ । ଏହା ଦୁଇଟି ପ୍ରଜାତିର ଦେଖାଯାଏ, ଲାଲ୍‍ ଓ ଧଳା । ପିଜୁଳି ଖଟା ଓ ମିଠା ହୋଇଥାଏ । ଏହାର ଅନେକ ଔଷଧୀୟ ଗୁଣ ଅଛି ତାହା ନିମ୍ନରେ ଦିଆଗଲା । ମୁଣ୍ଡବ୍ୟଥା: ସୂର୍ଯ୍ୟୋଦୟ ପୂର୍ବରୁ କଞ୍ଚା...
  • ବାସଙ୍ଗର

    ବାସଙ୍ଗ ଗଛ ଏକ ବୁଦାଳିଆ ଗଛ ଅଟେ । ଏହି ଗଛ ସହିତ ପ୍ରାୟ ସମସ୍ତେ ପରିଚିତ ବାସଙ୍ଗ ଗଛକୁ ବାଡ଼ି ଓ ବଗିଚା ବାଡ଼ରେ ଲଗାଯାଇଥାଏ । ଏହାର ପତ୍ର ୩-୮ ଇଞ୍ଚ ଲମ୍ବ ହୋଇଥାଏ ଓ ଏହାର ଫୁଲ ୨-୩ ଇଞ୍ଚ ଲମ୍ବ ହୁଏ । ଗଛରେ ଫେବୃଆରୀ-ମାର୍ଚ୍ଚ ମାସ ମଧ୍ୟରେ ଫୁଲ ଆସିଥାଏ । ବାସଙ୍ଗ ଗଛର ଫଳ ଲମ୍ବ ଏବଂ ଇଞ୍ଚରୁ କମ୍...
  • ନିର୍ଦ୍ଦେଶାବଳୀ ଜାରି କରିବେ ନୀତି ଆୟୋଗ

    ପିପିପି ଢ଼ାଂଚାରେ ଅଣ-ସଂକ୍ରାମକ ରୋଗର ଚିକିତ୍ସା ବ୍ୟବସ୍ଥା; ନିର୍ଦ୍ଦେଶାବଳୀ ଜାରି କରିବେ ନୀତି ଆୟୋଗ; ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ପ୍ରସ୍ତୁତ ହେଲା ରିହାତି ଚୁକ୍ତି ବିଗତ ବର୍ଷଗୁଡ଼ିକରେ ଦେଶର ସର୍ବମୋଟ ରୋଗ ବୋଝ ଉପରେ ଅଣ-ସଂକ୍ରାମକ ରୋଗର ସ୍ଥିତି ବୃଦ୍ଧି ପାଇଛି । ଅତୀତରେ ଦେଶର ଜିଲ୍ଲା ଚିକିତ୍ସାଳୟଗୁଡ଼ିକରେ କେବଳ ସଂକ୍ରାମକ ରୋଗ ଏବଂ ପ୍ରସବ ଓ ଶିଶୁ ସ୍ୱାସ୍ଥ୍ୟର ଚିକିତ୍ସା ଉପରେ ମୁଖ୍ୟତଃ...
  • ପିଆଜର

      ମୁନୀଋଷିମାନେ ଅନେକ ଔଷଧୀୟ ଗୁଣଥିବା ଦ୍ରବ୍ୟକୁ ଆମର ଦୈନନ୍ଦିନ ଖାଦ୍ୟ ସହିତ ଯୋଡ଼ି ଦେଇଛନ୍ତି ଯାହାକୁ ଖାଇ ଆମ ଅଜାଣତରେ ଅନେକ ରୋଗରୁୁ ଆମ୍ଭେମାନେ ରକ୍ଷା ପାଇଥାଉ । ତା’ମଧ୍ୟରୁ ପିଆଜ ହେଉଛି ଅନ୍ୟତମ । ପିଆଜ ଦୁଇ ପ୍ରକାରର ଦେଖାଯାଏ, ଯଥା- ଦେଶୀ ପିଆଜ ଓ ଓଲି ପିଆଜ । ଓଲି ପିଆଜ ଦୁଇଟି ରଙ୍ଗର ଦେଖାଯାଏ ଧଳା ଓ ଲାଲ । ଓଲି ପିଆଜ...
  • ପାନ ପତ୍ରର ଉପକାରିତା

    ପାନର ଲତା ବହୁତ କୋମଳ ଓ ସୁନ୍ଦର ଅଟେ । ଏହା ସାଧାରଣତଃ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ବନାରସ ପ୍ରଭୃତି ସ୍ଥାନରେ ବହୁତ ଭାବେ ଚାଷ କରାଯାଏ । ବନାରସ ପାନ ସର୍ବୋତ୍ତମ ପାନରେ ଗଣାଯାଏ । ପାନର ମଧ୍ୟ ଅନେକ ଔଷଧୀୟ ଗୁଣ ଅଛି । ପାନ ସବୁ ଶୁଭ କାମରେ ଲାଗେ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବିଡ଼ିଆ ପାନ ଲାଗି କରାଯାଏ । ମସ୍ତକ...
  • ପସାରୁଣୀ

    ପସାରୁଣୀ ଏକ ବହୁବର୍ଷୀୟ ଆରୋହୀ ଲତା । ଏହାର ସର୍ବାଙ୍ଗ ଦୁର୍ଗନ୍ଧ ଯୁକ୍ତ । ତେଣୁ ହିନ୍ଦୀରେ ଏହାକୁ ଉଗ୍ରଗନ୍ଧା ବୋଲି କୁହନ୍ତି । ଏହି ଲତା ସାଧାରଣତଃ ବାଡ଼ମାନଙ୍କରେ ଥାଏ । କେହି ଏହାର ଲତାକୁ କିମ୍ବା ପତ୍ରକୁ ଛିଣ୍ଡାଇଲେ ସେହି ସ୍ଥାନ ଏକ ପ୍ରକାର ଦୁର୍ଗନ୍ଧରେ ଭରିଯାଏ । ଗୋରୁ ......