• ଆଗାମୀ ଦିନରେ ପରିସ୍ଥିତି ଭୟାଭୟ ହେବ

    ଭୁବନେଶ୍ୱର: ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବାତ୍ୟା ୧୫ ଦିନ ବିତିଗଲେ ପରେ ମଧ୍ୟ ଦେଖା ମିଳିଲାନି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିବାବେଳେ ରାଜ୍ୟ ସରକାର ଭାଙ୍ଗି ଯାଇଥିବା ଘର ଗୁଡିକର ଚିହ୍ନଟ କାର୍ଯ୍ୟ ଦାୟୀତ୍ୱ ବିଜୁ ଯୁବ ବାହିନୀର କାର୍ଯକର୍ତାମାନଙ୍କୁ ଦେଇଛନ୍ତି । ଯାହା ରିଲିଫ୍ କୋଡ୍  ସଂପୂର୍ଣ୍ଣ ଭାବେ...
  • ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ

    ଭୁବନେଶ୍ୱର: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ, ବିଜେପିର ଏହି ନେତା ମାନେ ସେମାନଙ୍କ ବୟାନ...
  • ତାର ପରିବାର ଲୋକମାନଙ୍କୁ ହତ୍ୟା କରିବା

    ଭୁବନେଶ୍ୱର: ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି । ଗତକାଲି ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ରୋଡ୍ ଶୋ କରୁଥିବା ସମୟରେ ତାଙ୍କ ଉପରକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ଆକ୍ରମଣ କରିଥିଲେ । ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓ ବିଜେପିର...
  • ବରୀର ଟାଲି ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ

    ଭୁବନେଶ୍ୱର:ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଜେଡି ସଭାପତି ଏସ୍‍.କେ. ସଫିକ୍‍ଉଦ୍ଦିନ୍‍ (ଟାଲି)ଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି । ଶ୍ରୀ ଟାଲି ବିଧାୟକ ଦେବାଶିଷ ନାୟକ ପାଖଲୋକ ଥିଲେ ।...
  • ବେଆଇନ ଭାବେ ୩୪ ବୁଥ୍ ସାନି ମତଦାନ ଘୋଷଣା କାହା ସ୍ୱାର୍ଥରେ

    ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ୧୯ ତାରିଖରେ ୩୪ଟି ବୁଥ୍ ରେ ସାନି ମତଦାନ ହେବ ବୋଲି ଘୋଷଣା କରିଛନ୍ତି । ହେଲେ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ ଆୟୋଗ ଏହି ଘଟଣାରେ ଏର୍ପଯ୍ୟନ୍ତ କୌଣସି ନିଷ୍ପତି ନେଇନାହାନ୍ତି । କାହା ସ୍ୱାର୍ଥରେ କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କ ବିନା ଅନୁମତିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ଏହି ୩୪ଟି ବୁଥରେ ବେଆଇନ...
  • କେବଳ କାଗଜ କଲମ ଓ ସମୀକ୍ଷା ବୈଠକରେ ଚାଲିଛି ରିଲିଫ ବଣ୍ଟା

    ଭୁବନେଶ୍ୱର: ‘ଫନି’ ଦ୍ୱାରା ଓଡିଶାରେ ପ୍ରମୁଖ ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସମସ୍ତ କଚ୍ଚା ଘର ଓ ଘର ଭିତରେ ଥିବା ଆସବାସ ସମସ୍ତ ପ୍ରଭାବିତ ଅଞ୍ଚଳରେ ଧ୍ୱସଂହୋଇଛି । ଘରେ ସଞ୍ଚିତ ଥିବା ସମସ୍ତ ଖାଦ୍ୟ ଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଛି । ସେଥିପାଇଁ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଗରିବ ଲୋକମାନଙ୍କୁ ତୁରନ୍ତ ସହାୟତା ଯୋଗାଇବାର ଅବଶ୍ୟକତା ଅଛି । ଏହି...
  • ବାତ୍ୟା କ୍ଷତିଗ୍ରସ୍ତ ହନ୍ତସନ୍ତ

    ଭୁବନେଶ୍ୱର :ବାତ୍ୟା ପରିବର୍ତୀ ଅବସ୍ଥାରେ ଦୁଃଖ ଓ ଦୁର୍ଦଶାରେ ଦିନ କାଟୁଥିବା ସାଧାରଣ ଜନତାଙ୍କ ପ୍ରତି ସରକାର ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବ୍ୟବସ୍ଥାକୁ ନେଇ ଗଭୀର ସମାଲୋଚନା କରିଛନ୍ତି । ବାତ୍ୟା ବିତିବାର ଦୀର୍ଘ ୧୦ଦିନ ପରେ ମଧ୍ୟ ଉପକୂଳବର୍ତୀ ଜିଲ୍ଲା...
  • ମୁଖ୍ୟମନ୍ତ୍ରୀଙ୍କ ମିଛ ତଥ୍ୟ ମିଥ୍ୟା ପ୍ରମାଣିତ ହେଲା

    ସରକାରୀ ଅଫିସର ଓ ମନ୍ତ୍ରୀମାନେ ରହୁଥିବା ଘରମାନଙ୍କୁ କେବଳ ବିଦ୍ୟୁତ ସଂଯୋଗ ଦିଆଯାଇଛି ଭୁବନେଶ୍ୱର : ୧୪ ଟି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାରେ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ରାଜ୍ୟରେ ପକ୍କା ଘର ନିର୍ମାଣକୁ ନେଇ ଅନେକ ବଡ ବଡ ତଥ୍ୟ...
  • ସାଂସଦ ରବିନ୍ଦ୍ର ଜେନା ଏବଂ ବିଧାୟକ ବୋମକେଶ ରାୟ ବିଷାକ୍ତ ମଦ ବାଣ୍ଟିଥିଲେ

    ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଣ୍ଟିଥିଲେ । ଏହାକୁ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ ଲୋକ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳରେ ବିଜେଡିର ନେତାମାନେ ଚୋରା...
WhatsApp chat